Daily Archives

February 1, 2020

ବଜେଟ୍ ୨୦୨୦ : ପର୍ଯ୍ୟଟନର ବିକାଶ ପାଇଁ ୨୫୦୦ କୋଟି ବ୍ୟୟବରାଦ

କନକ ବ୍ୟୁରୋ : ବଜେଟରେ ପର୍ଯ୍ୟଟନକୁ ଫୋକସ୍ । ପର୍ଯ୍ୟଟନ ପାଇଁ ୨୫୦୦କୋଟି ବ୍ୟୟବରାଦ କରାଯାଇଛି । ପର୍ଯ୍ୟଟନର ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ । ସଂସ୍କୃତିକୁ ପ୍ରୋତ୍ସାହାନ ପାଇଁ  ଡିମଡ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସଂସ୍କୃତି ଉପରେ ଗବେଷଣା ପାଇଁ ପ୍ରତିଷ୍ଠା ହେବ…

ସାଧାରଣ ବଜେଟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ : ୨୦୨୫ ସୁଦ୍ଧା ଟିବିମୁକ୍ତ ହେବ ଭାରତ, ଜନ ଔଷଧୀ କେନ୍ଦ୍ରରେ ଉପଲବ୍ଧ…

କନକ ବ୍ୟୁରୋ ବଜେଟରେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ । ଫିଟ୍ ଇଣ୍ଡିଆ ମୁଭମେଣ୍ଟକୁ ପ୍ରୋତ୍ସାହନା ଦେବା ପାଇଁ ସରକାର ବଜେଟରେ ବଡ଼ ଘୋଷଣା କରିଛନ୍ତି । ୨୦୨୫ ସୁଦ୍ଧା ଦେଶରୁ ମୂଳପୋଛ ହେବ ଟିବି ରୋଗ । ଦେଶକୁ ଟିବିମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ । ଟିବି ହାରେଗା ,…

ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଜେଟରେ ବଡ ଘୋଷଣା । ବଢିଲା ବୀମା ଗ୍ୟାରେଂଟି…ଏଣିକି ବ୍ୟାଙ୍କ ବୁଡିଗଲେ…

କନକ ବ୍ୟୁରୋ: ବ୍ୟାଙ୍କରେ ହେଉଥିବା ଘୋଟାଲାକୁ ନଜରରେ ରଖି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯଦି କୌଣସି ବ୍ୟାଙ୍କ ବୁଡିଯାଏ କିମ୍ବା ଦେବାଳିଆ ହୋଇଯାଏ ତେବେ ଖାତାଧାରକଙ୍କୁ ଏହି ବ୍ୟାଙ୍କରେ ଟଙ୍କା ଜମାରଖିଥିବା ଜମାକାରୀଙ୍କୁ ସର୍ବାଧିକ ୧ ଲକ୍ଷ…

ଏଲଆଇସିରୁ ଅଂଶଧନ ବିକ୍ରି କରିବେ ସରକାର । ଆଇପିଓ ଜରିଆରେ ସେୟାର ବିକ୍ରି କରିବାକୁ ବଜେଟରେ ଘୋଷଣା

କନକ ବ୍ୟୁରୋ: ଏଲଆଇସିକୁ ନେଇ ବଜେଟରେ ବଡ ଘୋଷଣା । ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଥିବା ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା । ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ । କେବଳ ଏତିକି ନୁହେଁ,…

ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ : ୫-୭.୫ ଲକ୍ଷ ଟଙ୍କାର ଆୟ ଉପରେ ଆୟକର ପରିମାଣ ୧୦%କୁ ହ୍ରାସ

କନକ ବ୍ୟୁରୋ : ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପୂର୍ଣ୍ଣାଙ୍ଗ ବଜେଟରେ ଆୟକରରେ ବଡ଼ ରିହାତି ପ୍ରଦାନ କରାଯାଇଛି । ନୂଆ ବଜେଟରେ ବେତନଭୋଗୀ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆଶ୍ୱସ୍ତି ଆଣିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଲୋକସଭାରେ…

ଆସୁଛି ନୂଆ ଶିକ୍ଷା ନୀତି…ଖର୍ଚ୍ଚ ହେବ ୯୯,୩୦୦କୋଟି । ଡାକ୍ତର ସମସ୍ୟା ଦୂର କରିବାକୁ ନିର୍ମଳାଙ୍କ ବଡ ଘୋଷଣା ।…

କନକ ବ୍ୟୁରୋ: ଉପସ୍ଥାପିତ ହୋଇଛି ବଜେଟ-୨୦୨୦ । ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିବାକୁ ଯାଇ ଅନେକ ବଡ ବଡ ଯୋଜନାମାନ ଘୋଷଣା କରିଛନ୍ତି । ତେବେ ଚଳିତ ବଜେଟରେ ଗାଁ, ଗରିବ ଏବଂ ଚାଷୀଙ୍କୁ ଗୁରୁତ୍ୱ ଦିଆଯିବା ସହ ନିର୍ମଳା ସୀତାରମଣ ଶିକ୍ଷା…