Daily Archives

February 1, 2020

ରେଲୱେ ବଜେଟ୍ ୨୦୨୦ : ଦେଶରେ ଗଡ଼ିବ ତେଜସ୍ ପରି ଆହୁରି ଦ୍ରୁତଗାମୀ ଟ୍ରେନ୍, ରେଲୱେର ଫାଙ୍କା ଥିବା ଜମିରେ ଲାଗିବ ସୋଲାର…

କନକ ବ୍ୟୁରୋ : ରେଲୱେ ବଜେଟ୍ ପାଇଁ ପେଡ଼ି ଖୋଲିଲେ ନିର୍ମଣା ସୀତାରମଣ । ୨୦୨୦-୨୧ ସାଧାରଣ ବଜେଟରେ ରେଲୱ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଣା ସୀତାରମଣ କହିଛନ୍ତି, ରେଲୱେରେ ଆୟ ବହୁତ କମ । ଆୟ ବଢ଼ାଇବା ପାଇଁ ଆବଶ୍ୟକ ସୌର ଓ ଶକ୍ତି । ଏଥିପାଇଁ ରେଲୱେର ଫାଙ୍କା ଥିବା…

ଚାଷୀଙ୍କ ପାଇଁ ନିର୍ମଳାଙ୍କ ବଡ ଘୋଷଣା । ବଜେଟରେ ଚାଷୀଙ୍କ ପାଇଁ ସରକାରଙ୍କ ୧୬ ସୂତ୍ରୀ ଯୋଜନା । କୃଷି କ୍ଷେତ୍ର ପାଇଁ…

କନକ ବ୍ୟୁରୋ: ସଂସଦରେ ଉପସ୍ଥାପିତ ହେଉଛି ଦେଶର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ । ପବିତ୍ର ସଂସଦ ଭବନରେ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ବଜେଟରେ ପ୍ରଥମେ ଗ୍ରାମୀଣ ଭାରତ ଉପରେ ଚର୍ଚ୍ଚା ହୋଇଥିବା ବେଳେ ଗାଁ ,…

ବଜେଟ୍ ପେଡ଼ି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ : ଫୋକସରେ ଗାଁ, ଗରିବ, କୃଷକ ଓ ରୋଜଗାର

କନକ ବ୍ୟୁରୋ : ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦ୍ୱିତୀୟ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍ । ଉପସ୍ଥାପିତ ହେବା ପୂର୍ବରୁ ବଜେଟ୍‌-୨୦୨୦-୨୧କୁ କେନ୍ଦ୍ର…

ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ । ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ସୂଚନାଯୋଗ୍ୟ, ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଶନିବାର ଫାଶୀ ପାଇବାର ଥିଲା। କିନ୍ତୁ ଆଇନର…

ମନ ଜିଣିଲା ମାଣିକର ବାହାଘର: ଥାନାରୁ ଗଲା ମାମୁଘର ଭାର, ଆଶ୍ରମ ସାଜିଲା ଅନାଥ ଝିଅର ପରିବାର । ବାହାଘର ଦେଖି ବାଃ ବାଃ…

କନକ ବ୍ୟୁରୋ: ଘର ଆଗରେ ବେଦୀ, ବେଦୀ ଉପରେ ବରକନ୍ୟା । ହୋମନିଆଁକୁ ସାକ୍ଷୀ ରଖି ସାତ ଜନମର ସାଥୀ ସାଜିଛନ୍ତି ମାଣିକ ଆଉ ଶ୍ରୀନିବାସ । ଏ ବାହାଘର ଏମିତି ସେମିତି ବାହାଘର ନୁହେଁ । ଜଣେ ଅନାଥ ଝିଅକୁ ନୂଆ ଜୀବନ ଦେବାର, ବଧୂ ସଜାଇ ହାତକୁ ଦିହାତ କରିବାର... ଯାହାର ସୂତ୍ରଧର ସାଜିଛି ଜିଲ୍ଲା…

ଦୂର ହେବ ସିଏଏ ସମ୍ପର୍କିତ ସମସ୍ତ ଆଶଙ୍କା  : ସାହିନବାଗରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କିରବାକୁ ପ୍ରସ୍ତୁତ…

କନକ ବ୍ୟୁରୋ : ସାହିନବାଗ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ ମୋଦି ସରକାର । ନାଗରିକ ସଂଶୋଧନ ଆଇନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ସହ କଥାହେବା ପାଇଁ ସରକାର ପ୍ରସ୍ତୁତ । କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ କରି ଏନେଇ ସଙ୍କେତ ଦେଇଛନ୍ତି । ଏକ…