Monthly Archives

December 2019

ନୂଆ ବର୍ଷରେ ରାତି ଅଧରେ ମିଳିବ ମଦ । ରାତି ୧ଟା ପର୍ଯ୍ୟନ୍ତ ବିକ୍ରି ହେବ ମଦ, ଅବକାରୀ ବିଭାଗର ଗ୍ରୀନ୍ ସିଗନାଲ ।

କନକ ବ୍ୟୁରୋ : ନୂଆବର୍ଷରେ ରାତିଅଧରେ ବି ମିଳିବ ମଦ । ଅଧ ରାତି ପର୍ଯ୍ୟନ୍ତ ବିକ୍ରି ହେବ ମଦ । ନୂଆବର୍ଷରେ ରାତି ୧ଟା ପର୍ଯ୍ୟନ୍ତ ମଦ ବିକ୍ରିକୁ ମଞ୍ଜୁରୀ ଦେଇଛି ଅବକାରୀ ବିଭାଗ । ତେବେ କେବଳ ବାରରେ ହିଁ ମଦ ବିକ୍ରି ହୋଇପାରିବ । ଏନେଇ ଅବକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସ୍ପଷ୍ଟ…

ଚାଲାଣ କଟିବ କେବେ? ସିସିଟିଭି ଫୁଟେଜ ଦେଖିବା ପରେ ଶୋଇପଡିଛି କି କମିଶନରେଟ ପୋଲିସ । ସାଧାରଣ ଲୋକଙ୍କୁ ସାଙ୍ଗେ ସାଙ୍ଗେ…

କନକ ବ୍ୟୁରୋ : ଆମେ ସିସିଟିଭିରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ହୋଇଥିବାର ଫୁଟେଜ ଦେଖିଛୁ । ବିନା ହେଲମେଟରେ ଗାଡି ଚଲାଇ ଟ୍ରାଫିକ ନିୟମ ଉଲ୍ଲଂଘନ କରାଯାଇଛି । ତେଣୁ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବୁ । କନକ ନ୍ୟୁଜରେ ଟ୍ରାଫିକ ପୋଲିସର ସିସିଟିଭି ଶୋଇପଡିଛି କି…

ଆଉ ୩ ମାସ ବଢିଲା ଆଧାର-ପ୍ୟାନ ଲିଙ୍କ ସମୟସୀମା । ଡିସେମ୍ବର ୩୧ ଶେଷ ତାରିଖ ଥିବାବେଳେ ମାର୍ଚ୍ଚ ୩୧କୁ ବଢିଲା ଅବଧି

କନକ ବ୍ୟୁରୋ: ବଢିଲା ଆଧାର-ପ୍ୟାନ ଲିଙ୍କ ସମୟସୀମା । ଆଉ ୩ ମାସ ବଢିବା ସହ ଆସନ୍ତାବର୍ଷ ମାର୍ଚ୍ଚ ୩୧ ଯାଏଁ ଘୁଞ୍ଚିଲା ଲିଙ୍କ ସମୟସୀମା । ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହାକୁ ମିଶାଇ ଏହି ଶେଷ ତାରିଖ ୮ ଥର ବଢିସାରିଲାଣି । ଏହି ସମୟସୀମା ବୃଦ୍ଧି ସଂପର୍କରେ…

କାହାରିକୁ ମିଳିବନି ନିସ୍ତାର? ମୋ ସରକାରରେ ଦୁର୍ନୀତି କଲେ ପଡିବ ଛାଟ, ଚପରାସୀ ଠାରୁ ଆରମ୍ଭ କରି ଆଇଏଏସ ଅଫିସର କେହି…

କନକ ବ୍ୟୁରୋ : ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ଯେଉଁ ସ୍ୱଛ ଶାସନର ଆହ୍ୱାନ ଦେଇଥିଲେ, ତାର ସବୁଠାରୁ ବଡ ଦିଗ ଆଜି ସାମ୍ନାକୁ ଆସିଛି । ଯେତେବେଳେ ଛୋଟ ସରକାରୀ ବାବୁ ନୁହଁନ୍ତି ବରଂ ଆଇଏଏସ ଅଧିକାରୀଙ୍କୁ ଲାଂଚ କାରବାରରେ ଗିରଫ କରାଯାଇଛି । ମୋ ସରକାରର ଆଉ ୫ଟି ମାଧ୍ୟମରେ…

ମୋଦିଙ୍କ ବାସଭବନରେ ନିଆଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ କଲା ୭ଟି ଦମକଳ ବାହିନୀ

କନକ ବ୍ୟୁରୋ: ମୋଦିଙ୍କ ବାସଭବନରେ ଲାଗିଲା ନିଆଁ । ଦିଲ୍ଲୀ ସେଭେନ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ ଲାଗିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଆସି ସନ୍ଧ୍ୟା ୭ଟା ୨୫ ମିନିଟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ…

ଦିଲ୍ଲୀ ସମେତ ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରି : ୨.୬ ଡିଗ୍ରୀରେ ରହିଲା ପାରଦ, ଟ୍ରେନ ଯାତ୍ରା ପ୍ରଭାବିତ

କନକ ବ୍ୟୁରୋ : ଥରୁଛି ଭାରତ । ଜାଡରେ ହାଲ ବେହାଲ । ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତରଭାରତରେ ପ୍ରବଳ ଶୀତ ଲହରି । ଗତ କିଛି ଦିନ ହେବ ଲଗାତର ଭାବେ ପାରଦ ୫ ଡିଗ୍ରୀ ତଳେ ରହୁଛି । ଦିଲ୍ଲୀ-ଏନସିଆରରେ ଭିଜିବିଲିଟି ଶୂନ ରହିଛି । ଯାହାଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି…