Monthly Archives

December 2019

ଶ୍ରୀକ୍ଷେତ୍ରର Architectural plan କିପରି ହେବ ? ଇ-ମେଲ୍ ଜରିଆରେ ଜନସାଧାରଣଙ୍କ ମତାମତ ଲୋଡ଼ିଲେ ସରକାର

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରର ଚେହେରା ବଦଳିବ । ଶ୍ରୀମନ୍ଦିରର ସ୍ଥାପତ୍ୟ, କଳା, ଐତିହ୍ୟ, ଇତିହାସ, କାରୁକାର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତି ବଜାୟ ରହିବା ଭଳି କଳାକୃତି ସ୍ଥାନ ପାଇବ । ଆଉ ଏଥିରେ ରହିବ ସାଧାରଣ ଲୋକଙ୍କ ଯୋଗଦାନ । ପୁରୀ ସ୍ଥାପତ୍ୟର କଳେବର ପାଇଁ ଜନସାଧାରଣଙ୍କ ମତାମତ…

୧୯୯୯ ଘୋଷଣା ହୋଇଥିଲା, ୨୦ ବର୍ଷ ପରେ ମୋହର ବାଜିଲା । ମୋଦି ସରକାର ବାଛିଲେ ତିନି ସେନାବାହିନୀର ସେନାପତି, ଦେଶର ପ୍ରଥମ…

କନକ ବ୍ୟୁରୋ : ସେନାମୁଖ୍ୟ ବିପିନ୍ ରାୱତଙ୍କୁ ବଡ ଦାୟିତ୍ୱ । ଦେଶର ପ୍ରଥମ ସିଡିଏସ ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ବିପିନ୍ ରାୱତଙ୍କୁ ନିଯୁକ୍ତି ମିଳିଛି । ଆସନ୍ତାକାଲି ସେନାମୁଖ୍ୟ ପଦରୁ ଅବସର ନେବା ପୂର୍ବରୁ ସିଡିଏସ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରାୱତଙ୍କୁ ବସାଇଛନ୍ତି କେନ୍ଦ୍ର…

ପାଣ୍ଡିଆନ କହିଲେ ନବୀନଙ୍କ ଜଗନ୍ନାଥ ଭକ୍ତିର କଥା । ୨୦୧୬ରେ ପୁରୀ ଯିବା ରାସ୍ତାରେ ଘଟିଥିଲା କଣ… ???

କନକ ବ୍ୟୁରୋ: ନବୀନଙ୍କ ଜଗନ୍ନାଥ ଭକ୍ତି କଥା କହିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କ ବଡ ଭକ୍ତ । ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶ କେବେ ଠାରୁ କରାଗଲା । ପୁରୀର ବିକାଶ ପାଇଁ କେଉଁ ପରିସ୍ଥିତିରେ ପରିକଳ୍ପନା କରାଗଲା ତା…

ଜାଡ଼ରୁ ନିସ୍ତାର ନାହିଁ : ଜାନୁୟାରୀ ୩ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ

କନକ ବ୍ୟୁରୋ : ବିଗତ ପ୍ରାୟ ଏକ ସପ୍ତାହ ଧରି ସମଗ୍ର ରାଜ୍ୟରେ ପ୍ରବାହିତ ହେଉଥିବା ଶୀତଲହରୀ ଓ ଜାଡ଼ରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ନିସ୍ତାର ମିଳିବାର କୌଣସି ପ୍ରକାରର ସମ୍ଭବନା ନଥିବା ସ୍ପଷ୍ଟ କରି ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗ…

ମଞ୍ଚ ଚଢିବା ପୂର୍ବରୁ ଗୁରୁମାଆଙ୍କ ଆଶୀର୍ବାଦ ନେଲେ କଂସ । ରାତି ପାହିଲେ ଥରିବ ବରଗଡ, ମଥୁରାରେ ଚାଲିବ କଂସ…

କନକ ବ୍ୟୁରୋ: ରାତି ପାହିଲେ କଂସ ରାଜୁତି । ଆସନ୍ତାକାଲି ଠାରୁ ୧୧ ଦିନ ଯାଏଁ ବରଗଡରେ ଚାଲିବ କଂସରାଜ । ବିଶ୍ୱପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚରେ ମୁହଁରେ ରଙ୍ଗ ପାଉଡର ମାରି କଂସଙ୍କ ଦରବାରରେ ଅଭିନୟ କରିବେ କଳାକାର । ଆଉ ଏହା ପୂର୍ବରୁ ଗୁରୁମାଆଙ୍କ ଆଶୀର୍ବାଦ ନେଇଛନ୍ତି କଂସ ମହାରାଜ । ଏଥରର…

ଆଉ ଫେସବୁକ୍, ହ୍ୱାଟସଆପ୍ ଚଳାଇପାରିବେ ନାହିଁ ଯବାନ୍ : ସୋସିଆଲ୍ ମିଡ଼ିଆ ବ୍ୟବହାର ଉପରେ ରୋକ୍ ଲଗାଇଲା ନୌସେନା

କନକ ବ୍ୟୁରୋ : ସୋସିଆଲ ମିଡ଼ିଆର ବ୍ୟବହାର କରିବେନି ଯବାନ୍ । ସ୍ମାର୍ଟଫୋନ୍ ବ୍ୟବହାର ଉପରେ ରୋକ ଲଗାଇଲା ନୌସେନା । କେବଳ ଏତିକି ନୁହେଁ ଜାହାଜ ଓ ଏୟାରବେସକୁ ସ୍ମାର୍ଟଫୋନ୍ ନେଇପାରିବେ ନାହିଁ କୌଣସି ଅଧିକାରୀ । ଭାରତୀୟ ସେନାର ବୃଦ୍ଧି ପାଉଥିବା ଶକ୍ତିକୁ ଦେଖି ଶତ୍ରୁଦେଶ ଥରହର ହେଉଛନ୍ତି ।…