Daily Archives

December 14, 2019

ଗାଁ ଯୁବକଙ୍କ ପାହାଡ ଚଢା ସ୍ୱପ୍ନ : ବାଙ୍କୀର ଜଳଖିଆ ଦୋକାନୀଙ୍କ ପର୍ବତାରୋହଣ ନିଶା, ଦୁର୍ଗାପୁରର ଦୁର୍ଗାମାଧବ…

କନକ ବ୍ୟୁରୋ : ପେଶାରେ ଜଣେ ଜଳିଖିଆ ଦୋକାନୀ, କିନ୍ତୁ ନିଶା ତାଙ୍କର ପର୍ବତ ଚଢିବା । ଅର୍ଥ ଅଭାବରୁ ଅତି କମ୍ ବୟସରୁ ନିଜ ପରିବାରର ଦାୟିତ୍ୱ ମୁଣ୍ଡାଇ ଜଳଖିଆ ଦୋକାନ ଚଲାଉଛନ୍ତି । ହେଲେ ନିଜ ଗାଁ ତଥା ରାଜ୍ୟ ପାଇଁ କିଛି କରିବା ଲକ୍ଷ୍ୟରେ ପର୍ବତ ଆରୋହଣକୁ ନିଶା ରୂପରେ ଆପଣାଇଛନ୍ତି ।…

ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଅର୍ଥ ବ୍ୟବସ୍ଥା ପାଇଁ ଆଗେଇ ଆସିଲା ଖଣି ଓ ଇସ୍ପାତ…

କନକ ବ୍ୟୁରୋ : ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଖଣି ଟଙ୍କାରେ ହେବ ପୁରୀର ବିକାଶ । ଅର୍ଥ ବ୍ୟବସ୍ଥା ପାଇଁ ଖଣି ଓ ଇସ୍ପାତ ବିଭାଗ ଆଗେଇ ଆସିଛି । ଇସ୍ପାତ ବିଭାଗ ୬ଟି ଖଣ୍ଡୋଲାଇଟ ଖଣି ଦେଇଛି । ଓଡିଶା ଖଣି ନିଗମ ମାଧ୍ୟମରେ ଉତୋଳନ ହେବ ଲଘୁ ଖଣିଜ ପଦାର୍ଥ…

ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ : ଗାଡ଼ି ଚାଳକ ଦେବେ ଅଧିକ ଟୋଲ ଫି

କନକ ବ୍ୟୁରୋ : ରାଜ୍ୟ ରାଜପଥ ଟୋଲ ଫି ବଢ଼ିବ । ଗାଡ଼ି ଚାଳକ ଦେବେ ଅଧିକ ଟୋଲ ଫି । ରାଜ୍ୟ ରାଜପଥରେ ଥିବା ଟୋଲଗେଟ ଗୁଡିକରେ ବଢିପାରେ ଟୋଲ ଫି । ଏନେଇ ପୂର୍ତ ବିଭାଗକୁ ଚିଠି ଲେଖିଛି ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍ । ରାଜ୍ୟ ରାଜପଥର ଟୋଲଗେଟ ଗୁଡିକରେ ୨୦୦୬ରେ ଅର୍ଥ ବିଭାଗ…

ଫାଶୀ ପାଇବା ଚିନ୍ତାରେ ଭୋକ ଭୁଲିଗଲେଣି ନିର୍ଭୟା ଅଭିଯୁକ୍ତ : ଜେଲରେ ଖାଇବା ପିଇବା କମାଇ ଦେଲେଣି ଚାରି ଦୁଷ୍କର୍ମକାରୀ…

ତିହାର ଜେଲରେ ଅଛନ୍ତି ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ଚାରି ଜଣ ଅଭିଯୁକ୍ତ । ସେମାନେ ଏବେ ଅବସାଦରେ ଦିନ କାଟୁଛନ୍ତି । ଏପରିକି ଜେଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଚାରି ଜଣ ଅଭିଯୁକ୍ତ ଖାଇବା ପିଇବା ବି କମାଇ ସାରିଲେଣି । ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ଅଭିଯୁକ୍ତ ହେଲେ ଅକ୍ଷୟ…

ଏଥର ଆପ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର : ଟ୍ୱିଟ୍ କରି ସୂଚନା ଦେଲେ କେଜ୍ରିୱାଲ

କନକ ବ୍ୟୁରୋ : କେଜ୍ରିୱାଲଙ୍କୁ ମିଳିଲା ପ୍ରଶାନ୍ତ କିଶୋରଙ୍କ ସମର୍ଥନ। ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି ପାଇଁ ରଣନୀତି ପ୍ରସ୍ତୁତ କରିବେ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋର । ଏ ନେଇ ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୂଚନା…

ରାମଲୀଳା ମୈଦାନରୁ ରାହୁଲ ଗାନ୍ଧୀଙ୍କ ହୁଙ୍କାର: ମୋ ନାଁ ରାହୁଲ ସାୱରକର ନୁହେଁ ରାହୁଲ ଗାନ୍ଧୀ…ମୁଁ ମରିଯିବି କିନ୍ତୁ…

କନକ ବ୍ୟୁରୋ: ଦିଲ୍ଲୀ ସ୍ଥିତ ରାମଲୀଳୀ ମୈଦାନରେ ଆୟୋଜିତ କଂଗ୍ରେସର ଭାରତ ବଂଚାଅ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ମହାବଳ ବାଘ-ବାଘୁଣୀ କହି ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାହୁଲ ନିଜ ଅଭିଭାଷଣରେ କହିଛନ୍ତି କି, କଂଗ୍ରେସର ସମସ୍ତ…