Monthly Archives

November 2019

ଦୃଷ୍ଟିହୀନଙ୍କ ଦେବଦୂତ ସାଜିଛନ୍ତି ଦୃଷ୍ଟିହୀନ : ୩୫ ଦୃଷ୍ଟିବାଧିତଙ୍କୁ ନିଜ ଖର୍ଚ୍ଚରେ ପାଠ ପଢ଼ାଇବା ସହ…

କନକ ବ୍ୟୁରୋ : ବେସାହାରାଙ୍କ ପାଇଁ ସାହାରା । ଦୃଷ୍ଟିହୀନଙ୍କ ପାଇଁ ମସିହା ପାଲଟିଛନ୍ତି ଦୃଷ୍ଟିହୀନ । ଜନ୍ମରୁ ଦୃଷ୍ଟିଶକ୍ତି ଦେଇନଥିଲା ଦଇବ । ହେଲେ ଆଜିକାଲିର ସ୍ୱାର୍ଥପର ଦୁନିଆରେ ଦୃଷ୍ଟିହୀନ ହୋଇ ବି ସେ ଅନ୍ୟ ଦୃଷ୍ଟିହୀନଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି । ଅନ୍ଧାରୀ ମୂଲକରେ ଆଲୋକର ଅମୃତ…

ଖାଉଟି ଆଖିରେ ଲୁହ ଦେଉଛି ପିଆଜ ! ୧୦୦ ଟପିଲାଣି ଦର, ଦେଶର ବିଭିନ୍ନ ସ୍ଥାନରୁ ୨୫ ଲକ୍ଷ ଟଙ୍କାର ପିଆଜ ଚୋରି ନେଇ ଆସିଲା…

କନକ ବ୍ୟୁରୋ : ଦେଶରେ ପିଆଜର ଆକାଶ ଛୁଆଁ ଦର ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଭିନ୍ନ ସହରରେ ପିଆଜ କିଲୋ ଏବେ ୧୦୦ ଟଙ୍କା ଟପିଗଲାଣି। କିଛି ସହରରେ ପିଆଜ ଦର କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି। ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଦେଶରେ ଏବେ ପିଆଜ ଚୋରି ଘଟଣା…

ଗୋଲାପୀ ସ୍କୁଟିରେ ବୁଲିବେ ମହିଳା ପୋଲିସ୍ : ଦିଲ୍ଲୀ ରାଜରାସ୍ତାରେ ଖାକି ପୋଷାକ ସାଙ୍ଗକୁ ଗୋଲାପୀ ରଙ୍ଗର ସ୍କୁଟି ଧରି…

ମହିଳା ପୋଲିସ୍ ଙ୍କ ପାଇଁ ଅଭିନବ ପ୍ରୟାସ ଆପଣାଇଛି ଦିଲ୍ଲୀ ପୋଲିସ୍ । ଭାରତର ରାଜଧାନୀ ଦିଲ୍ଲୀରେ ମହିଳା ପୋଲିସ୍ ଙ୍କୁ ନୂଆ ଗୋଲାପୀ ରଙ୍ଗର ସ୍କୁଟି ପ୍ରଦାନ କରିଛି ବିଭାଗ । ଯାହା ସେମାନଙ୍କୁ ପୁରୁଷ ପୋଲିସଙ୍କ ଠାରୁ ଭିନ୍ନ ପରିଚୟ ପ୍ରଦାନ କରିଛି । କିନ୍ତୁ ବରିଷ୍ଠ ପୋଲିସ ଅଧିକାରୀଙ୍କ…

ଆଜି ଭଦ୍ରକ କଲାମ ଦ୍ୱୀପରୁ ହେବ ‘ଅଗ୍ନି-୩’ର ପରୀକ୍ଷଣ,ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ମଧ୍ୟମ…

ଆଜି ଭଦ୍ରକ ଜିଲ୍ଲାର ଅବଦୁଲ୍ କଲାମ୍ ଦ୍ବୀପ ଅନ୍ତର୍ଗତ ୪ ନମ୍ବର ଲଞ୍ଚପ୍ୟାଡ୍ ରୁ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯିବ। ଏହାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏଥି ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସ˚ସ୍ଥା (DRDO) ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ୍…

ଗାଡ଼ି ଚାଳକମାନେ ସାବଧାନ : ରାତି ପାହିଲେ ଯାଞ୍ଚ କଡ଼ାକଡ଼ି

କନକ ବ୍ୟୁରୋ : ଗାଡ଼ି ଚାଳକମାନେ ସାବଧାନ । ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ହେଲମେଟ ନ ପିନ୍ଧି ଗାଡ଼ି ଚଲାଇଲେ ଜରିମାନା ଦେବାକୁ…

ରାଜରାସ୍ତାରେ ଷଣ୍ଢ ଲଢେଇ ! ଭାଙ୍ଗିଲା ଅନେକ ଗାଡି, ଆତଙ୍କ ଖେଳିଗଲା ବଜାରରେ

କନକ ବ୍ୟୁରୋ : ଜନଗହଳି ବଜାରରେ ଷଣ୍ଢ ଲଢେଇ । ଚାନ୍ଦବାଲି ବଜାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସଂଧ୍ୟା ସମୟରେ ହଠାତ ଦୁଇଟି ଷଣ୍ଢ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଥିଲା । ଦୀର୍ଘ ସମୟ ଧରି ପୁରା ବଜାର ରଣଭୂମି ପାଳଟିଲା । ଷଣ୍ଢଙ୍କ ଧକ୍କାରେ ଏକାଧିକ ଗାଡି ଭାଙ୍ଗିଥିବା ଜଣାପଡିଛି । କିଭଳି…