Daily Archives

November 22, 2019

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଢେଙ୍କାନାଳର ଜଣେ କର୍ମଜାବୀ ସାମ୍ବାଦିକଙ୍କ କିଡନୀ…

କନକ ବ୍ୟୁରୋ: ଅସୁସ୍ଥ ସାମ୍ବାଦିକଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନୀ ପ୍ରତିରୋପଣ ପାଇଁ ଆଜି ପ୍ରାରମ୍ଭିକ ସହୟତା ରାଶି ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତିସାମ୍ବାଦିକଙ୍କ…

୧୦ ହଜାର ଟଙ୍କାରେ ଅନ୍ଧାର ହୋଇଯିବ ସ୍ମାର୍ଟସିଟିର ହାଇପ୍ରୋଫାଇଲ ଅଞ୍ଚଳ । ହୋଟେଲ ରୁମରେ ଡିଲ୍ ପକ୍କା ହେଲା, ରାତି…

କନକ ବ୍ୟୁରୋ : ସନ୍ଧ୍ୟା ହେଲେ ଆପଣଙ୍କ ଘରେ ବିଜୁଳି ବଲବ ପଛେ ମିଞ୍ଜି ମିଞ୍ଜି ହେଇ ଜଳୁଥାଉ । ଖରାଦିନେ ଲୋ’ ଭୋଲଟେଜରୁ ଆପଣଙ୍କ ପଙ୍ଖା ବୁଲୁ କି ନବୁଲୁ । ପିଲା ଲଣ୍ଠନ କି ଡିବି ଜାଳି ପାଠ ପଢନ୍ତୁ । ଘଂଟା ଘଂଟା ଧରି ପାୱାରକଟ୍ ହେଉ ପଛେ । ମାସ ସରିଲେ ଆପଣଙ୍କୁ ଭରିବାକୁ ପଡିବ ବିଜୁଳି ବିଲ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା । ପରିଜା ପାଠଗାରା ଛାତ ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ,…

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା । ବିଶ୍ୱବିଦ୍ୟାଳୟର ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢି ଯୁବକଙ୍କ ଉନ୍ମତ କାଣ୍ଡ । ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଯୁବକ ଜଣକ ଧମକ ଦେଉଛନ୍ତି । ତେବେ କାହିଁକି ଯୁବକ ଏଭଳି ନିଷ୍ପତି ନେଇଛନ୍ତି ତାହା ସ୍ପଷ୍ଟ…

ଜଟଣୀ ସବଡିଭିଜନ ଜେଇଙ୍କ ପର୍ଦ୍ଦାଫାସ: ଅଫର ଶୁଣି ଅଫିସରଙ୍କ ମନକୁ ଛୁଇଁଗଲା ପାପ…ଶହେ ପ୍ରତିଶତ ନହେଲେ ବି ୫୦…

• ଅଫର ଶୁଣି ଜେଇ ସୁବ୍ରତ ତ୍ରିପାଠୀଙ୍କ ମନକୁ ଛୁଇଁଗଲା ପାପ • ୧୦୦ ପ୍ରତିଶତ ନହେଲେ ବି ୫୦ ପ୍ରତିଶତ ସହାୟତା କରିବାକୁ ରାଜି ହୋଇଗଲେ ଜେଇ • ସଂଧ୍ୟାରେ ନହେଲେ ବି ଦିନବେଳା ଲାଇନ କାଟି ଫାଙ୍କିଦେବେ ଜୁନିୟର ଇଂଜିନିୟର • ଜେଇଙ୍କ କଥାରୁ ଜଣାପଡୁଥିଲା ଠକିବାର କୌଶଳ ସରକାରୀ ବବୁଙ୍କୁ ବେସ…

ଗୋପାଳନ କ୍ଷେତ୍ରରେ ନିଆରା ଯୋଗଦାନ…ପରଦାରେ ଅଭିନୟ ପରଶି ଦର୍ଶକଙ୍କୁ ମନୋରଂଜନ ଯୋଗାଉଥିବା ଅଭିନେତା ପାଲଟିଛନ୍ତି…

କନକ ବ୍ୟୁରୋ: ଅଭିନୟରୁ ଗୋପାଳନ । ପରଦାରେ ଅଭିନୟ ପରଶି ଦର୍ଶକଙ୍କୁ ମନୋରଂଜନ ଯୋଗାଉ ଥିବା ଅଭିନେତା ପାଲଟିଛନ୍ତି ଜଣେ ସଫଳ ଦୁଗ୍ଧ ଚାଷୀ । ଏହି ଅଭିନେତା ଜଣକ ହେଲେ ଅଶୋକ ଦାସ । ଟିଭି ଓ ପରଦାରେ ଅଭିନୟ ପରଶୁଥିବା ଏହି ଅଭିନେତା ଜଣକ ଗୋପାଳନ କରି ଏବେ ଜଣେ ସଫଳ ଦୁଗ୍ଧ ଚାଷୀ ହୋଇ ପାରିଛନ୍ତି…

ନିଲମ୍ବିତ ହେଲେ ୩ ଲାଞ୍ଚୁଆ ଜେଇ : ନିଲମ୍ବନ ନିର୍ଦ୍ଦେଶ ଦେଲେ ସେସୁ ସିଇଓ ଅରୁଣ ବୋଥ୍ରା

କନକ ବ୍ୟୁରୋ : ନିଲମ୍ବିତ ହେଲେ ଲାଞ୍ଚୁଆ ଜେଇ ।  ଦୁର୍ନୀତିକୁ ମୂଳତ୍ପୋଟନ କରିବା ଉଦ୍ଦେଶ୍ୟରେ କନକ ବ୍ଲାକ୍ଆଉଟ୍ ଅପରେସନରେ ଧରାପଡ଼ିଥିବା ୩ ଲାଞ୍ଚୁଆ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ନିର୍ଦ୍ଦେଶ ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । କନକ ନ୍ୟୁଜରେ ଭିଡ଼ିଓ କ୍ଲିପ ଦେଖିବା ପରେ ତୁରନ୍ତ…