Daily Archives

October 18, 2019

ଗାଁ ପାଇଁ ଗୌରବ ମାନସ…ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା…ଗୋଟିଏ ହାତ ନଥାଇ ବି ମାଟିର…

କନକ ବ୍ୟୁରୋ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ଗୋଟିଏ ହାତ ନଥିବା ଜଣେ ଦିବ୍ୟାଙ୍ଗ ଛାତ୍ର ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ହୋଇଛନ୍ତି ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ଗୋଟିଏ ହାତରେ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ନିଜ କଳାକୁ ଲୋକ ଲୋଚନକୁ…

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ : ବିଚାରପତି ଶରଦ ଅରବିନ୍ଦ୍…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ । ବିଚାରପତି ଶରଦ ଅରବିନ୍ଦ୍ ବୋବଡେଙ୍କ ନାଁ ସୁପାରିଶ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ । ପ୍ରକ୍ରିୟା ଅନୁସାରେ ବର୍ତମାନର ପ୍ରଧାନ ବିଚାରପତି ହିଁ ପରବର୍ତ୍ତୀ ପ୍ରଧାନ…

ଜୀବନ ଦେଉଛି ଯନ୍ତ୍ରଣା : ଘର ଦୁଆରେ ପଡ଼ି ରହିଛନ୍ତି ବେଣୁଧର, କଲବଲ କରୁଛି ପକ୍ଷାଘାତ ରୋଗ . . ବେସାହାରାର ଦୁଃଖ ଶୁଣ…

କନକ ବ୍ୟୁରୋ : ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ଜୀବନ । ଜୀବନ ଯନ୍ତ୍ରଣାରେ ଛଟପଟ୍ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଁପୁର ଗ୍ରାମର ବେଣୁଧର ବେହରା । ନର୍କ ଯନ୍ତ୍ରଣାରେ ଛାଟିପିଟି ହେଉଛନ୍ତି । କଲବଲ କରୁଛି ପକ୍ଷାଘାତ ରୋଗ । ମୃତ୍ୟୁ ଯେପରି ତାଙ୍କ ପାଇଁ ଚିର ଇପସିତ । ଯେଉଁ…

ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ‘ଇସ୍ପାତ’ ବସ୍ ଦୁର୍ଘଟଣାଗ୍ରସ୍ତ । ଗଜପତି ମାଲର୍ଭା ଘାଟିରେ ଓଲଟିଲା ବସ୍, ୬…

କନକ ବ୍ୟୁରୋ: ଘାଟିରେ ଓଲଟିଲା ବସ୍ । ଭୁବନେଶ୍ୱରରୁ ପାରଳାଖେମୁଣ୍ଡିକୁ ଯାଉଥିବା ଇସ୍ପାତ ନାମକ ଘରୋଇ ବସ୍ ଗଜପତି ଜିଲ୍ଲା ମାର୍ଲଭା ଘାଟିର ତିତିସିଂ ନିକଟରେ ଓଲଟି ପଡିଛି । ଦୁର୍ଘଟଣାରେ ୬ଜଣ ଗୁରୁତର ଆହତ ହୋଇଛନ୍ତିି । ଆହତମାନଙ୍କୁ ଖଜୁରିପଦା ହସ୍ପିଟାଲରେ ଭର୍ତି କରାଯାଇଛି ।…

୧୭ ବର୍ଷରେ ଦ୍ୱିଶତକ ମାରି ଯଶସ୍ୱୀଙ୍କ ବିଶ୍ୱ କୀର୍ତ୍ତିମାନ… ରହିବାକୁ ଘର ନଥିଲା, ତମ୍ବୁ ତଳେ କରିଥିଲା ୩…

କନକ ବ୍ୟୁରୋ: ‘ଏବେ ତୁ ଗଗଲ୍ସ ପିନ୍ଧି ପାରିବୁ’ ଏଇ କେତୋଟି ଶବ୍ଦ ଯଶସ୍ବୀଙ୍କ ପାଇଁ ଶ୍ରୁତିମଧୁର ବଲିଉଡ୍ ସଂଗୀତଠାରୁ କୌଣସି ଗୁଣରେ କମ୍ ନଥିଲା। ସ୍ବପ୍ନ ସତରେ ପରିଣତ ହେଲାବେଳେ ମନରେ ଉଠୁଥିବା ଉଲ୍ଲାସ ଓ ଆବେଗଠାରୁ ଏହା ଆହୁରି ମିଠା ଥିଲା। ଦିନ ଥିଲା, ଦୁଇ ଓଳି ଦୁଇ ମୁଠା ଖାଦ୍ୟ…

ମୁମ୍ବାଇ ନାନାବତୀ ହସ୍ପିଟାଲରେ ବିଗ୍ ବି ଅମିତାଭ ବଚ୍ଚନ :  ୩ଦିନ ହେଲା ଚାଲିଛି ଚିକିତ୍ସା,ରୁଟିନ୍ ଚେକ୍ଅପ୍ ପାଇଁ…

ହସ୍ପିଟାଲରେ ଅମିତାଭ । ରୁଟିନ ଚେକଅପ ପାଇଁ ବିିଗ ବି ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାରଠାରୁ  ସେ ମେଡିକାଲରେ ଅଛନ୍ତି ।  ମଙ୍ଗଳବାର ଦିନ ପ୍ରାୟ ୨ଟାରେ ସେ ମେଡିକାଲ ଆସିଥିଲେ । ତା ପରେ ୩ ଦିନ ହେଲା ତାଙ୍କର ରୁଟିନ ଚେକଅପ୍ ଚାଲଛି । ଆସନ୍ତା…