Daily Archives

September 28, 2019

ବଢିଲା ପ୍ୟାନକାର୍ଡ ଓ ଆଧାର ଲିଙ୍କର ଅବଧି । ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ୟାନ୍ ସହ ଆଧାର ଲିଙ୍କ୍ କରିପାରିବେ ଲୋକେ ।

ପୁଣି ବଢିଲା ପ୍ୟାନକାର୍ଡ ଓ ଆଧାର ଲିଙ୍କ କରିବାର ଶେଷ ତାରିଖ । ପ୍ୟାନକାର୍ଡ ସହ ଆଧାର ନମ୍ବର ଲିଙ୍କ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ଥିବାବେଳେ ତାହାକୁ ଆଉ ୩ ମାସ ଅର୍ଥାତ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି । ଏ ସଂପର୍କରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ…

ସେଓ ଟ୍ରକରେ ଲୁଚି କାଶ୍ମୀରରୁ ଦିଲ୍ଲୀ ଆସୁଥିଲା ଆତଙ୍କବାଦୀ, ରାଜଧାନୀରେ ପହଞ୍ଚିବା ପୂର୍ବରୁ ଧରିନେଲେ ପୋଲିସ ।

ଟ୍ରକରେ ଲୁଚି ଆସୁଥିବା ବେଳେ ଧରାପଡିଲା ଆତଙ୍କବାଦୀ । ଜମ୍ମୁ-କଶ୍ମୀରରୁ ଏକ ସେଓ ଟ୍ରକ୍‌ରେ ଲୁଚି ଦିଲ୍ଲୀ ଆସୁଥିବା ଜଣେ ଆତଙ୍କବାଦୀକୁ ହରିୟାଣା ପୁଲିସ ଗିରଫ କରିଛି। ଅମ୍ବାଲାଠାରେ ଯାଞ୍ଚ ସମୟରେ ହରିୟାଣା ପୁଲିସ ଆତଙ୍କବାଦୀକୁ ଧରି ଜମ୍ମୁ ପୁଲିସକୁ ହସ୍ତାନ୍ତର କରି ଦେଇଛି। ଅମ୍ବାଲା…

ବାପା…ଆଜି ସନ୍ଧ୍ୟାରେ ଫୋନ୍ କରିବି… । ଏବେ ଡ୍ୟୁଟିକୁ ଯାଉଛି…ବ୍ୟସ୍ତ ଅଛି । ଜନ୍ମଦିନରେ ବୀର…

କନକ ବ୍ୟୁରୋ : ବାପା ଆଜି ସନ୍ଧ୍ୟାରେ ଫୋନ୍ କରିବି । ଏବେ ଡ୍ୟୁଟିକୁ ଯାଉଛି, ବ୍ୟସ୍ତ ଅଛି । ବାପାଙ୍କୁ ଏଭଳି ପ୍ରତିଶୃତି ଦେଇ ଫୋନ୍ କାଟି ଦେଇଥିଲେ ପୁଅ । କିନ୍ତୁ ପୁଅର ଏହି ଦୁଇ ପଦ କଥା ସେ ଯେ ଶେଷ ଥର ପାଇଁ ଶୁଣୁଛନ୍ତି ତାହା କେବେ କଳ୍ପନା କରିନଥିଲେ ବାପା । ପୁଅର ଜନ୍ମଦିନ ହୋଇଥିବାରୁ…

ସେଲିବ୍ରେସନ୍ ମୁଡରେ ସେନା ! ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇବା ପରେ ଖୁସିରେ ଝୁମିଲେ ସେନାର ଯବାନ , ସାମ୍ନାକୁ ଆସିଲା…

ଜମ୍ମୁ-କାଶ୍ମୀରର ବଟୋତ୍ ରେ ଶନିବାର ତିନିଜଣ ଆତଙ୍କୀଙ୍କ ମୁଣ୍ଡ ଗଡାଇଥିବା ଭାରତୀୟ ସେନାଙ୍କ ମଧ୍ୟରେ ଚାଲିଛି ଏବେ ସେଲିବ୍ରେସନ୍ । ପାକିସ୍ତାନ ମୁର୍ଦ୍ଦାବାଦ୍ ଏବଂ ହିନ୍ଦୁସ୍ତାନ ଜିନ୍ଦାବାଦ୍ ନାରାରେ ଝୁମୁଛନ୍ତି ସେନାର ଯବାନ । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ପକ୍ଷରୁ ଯବାନଙ୍କ ଏହି…

ଶୁଣିଲାନି ପ୍ରଶାସନ ! ୨ କିଲୋମିଟର ନାଳ ଖୋଳି ଗାଁରୁ ବର୍ଷା ଜଳ ନିଷ୍କାସନ କଲେ ଗ୍ରାମବାସୀ ।

କନକ ବ୍ୟୁରୋ : ଗ୍ରାମବାସୀଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ଜଳବନ୍ଦୀରୁ ମୁକ୍ତ ହେଲେ ବାଲେଶ୍ୱର ଭୋଗରାଇ ବ୍ଲକ ଉଦୟପୁର ଗାଁର ବାସିିନ୍ଦା । ଲଘୁଚାପ ଜନିତ ବର୍ଷା ଗାଁକୁ ଜଳବନ୍ଦୀ କରିଥିବା ବେଳେ ୨କିଲୋମିଟର ନାଳ ଖୋଳି ବର୍ଷା ଜଳ ନିଷ୍କାସନ କରିଛନ୍ତି ଗାଁ ଲୋକେ । ଅସ୍ଥାୟୀ ଭାବେ ଏହି ନାଳ…