Daily Archives

September 28, 2019

ଏହି ଲୋକପ୍ରିୟ ଗାୟକଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଲେ କୋକିଳକଣ୍ଠୀ ରାନୁ ମଣ୍ଡଲ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି…

ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ବସି ଗୀତ ଗାଇ ଗୁଜୁରାଟ ମେଣ୍ଟାଉଥିବା ଜଣେ ଗରିବ ଗାୟିକାଙ୍କ ଜୀବନର ମୋଡ଼ ଯେ ଏଭଳି ଭାବେ ବଦଳିବ ତାହା କେବେ କେହି ଚିନ୍ତା କରିନଥିବେ । କିଛି ଦିନରୁ ଖୁବ୍ ଚର୍ଚ୍ଚା ସାଉଁଟୁଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭିଡିଓ ତାଙ୍କୁ ରାତାରାତି ଅଜ୍ଞାତରୁ…

ଏମଟେକ୍ ଛାତ୍ରଛାତ୍ରୀଙ୍କୁ ଝଟକା ଦେଲା ଆଇଆଇଟି ! କୋର୍ସରେ ବଢିବ ୯୦୦ ପ୍ରତିଶତ ଫିସ୍ , ଷ୍ଟାଇପେଣ୍ଡ ସୁବିଧା ବନ୍ଦ…

ଏମଟେକ୍ କୋର୍ସର ଫିସ୍ ରେ ଆଇଆଇଟି ଏକ ବଡ଼ ପରିବର୍ତ୍ତନ ଆଣିିବାକୁ ଯାଉଛି । ଆପଣଙ୍କୁ କହିରଖୁଛୁ ଆଇଆଇଟି ଏମଟେକ୍ କୋର୍ସର ଫିସ୍ କୁ ୯୦୦ ପ୍ରତିଶତ ବଢାଇବାକୁ ଯାଉଛି । ଶୁକ୍ର୍ରବାର ଆଇଆଇଟି ପକ୍ଷରୁ ଏକ କାଉନସିଲ୍ ବୈଠକ କରାଯାଇଥିଲା ଯେଉଁଥିରେ ଏମଟେକ୍ କୋର୍ସର ଫିସ୍ କୁ ବିଟେକ୍ କୋର୍ସ ଫିସ୍…

ଏମିତି ଧରାପଡିବେ ଦଲାଲ । ସରକାରଙ୍କ ନିଷ୍ପତି, ଆରଟିଓ ଅଫିସର ହାତରେ ବାନ୍ଧିବେ ସ୍ୱତନ୍ତ୍ର ବ୍ୟାଣ୍ଡ, ଦଲାଲ ପଶିଲେ…

କନକ ବ୍ୟୁରୋ : ଅସଲ କର୍ମଚାରୀ କିଏ ଚିହ୍ନିବ ବ୍ୟାଣ୍ଡ । ଆରଟିଓ କାର୍ଯ୍ୟାଳୟରେ ଦଲାଲ ଗିରଫ ହେବା ପରେ ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ପରିବହନ ବିଭାଗର କଡା ନିର୍ଦ୍ଦେଶ । ସବୁ ଆରଟିଓ କାର୍ଯ୍ୟାଳୟର କର୍ମଚାରୀମାନେ ଏଣିକି ପିନ୍ଧିବେ ହାତରେ ବ୍ୟାଣ୍ଡ । ଆରଟିଓ ଅଫିସରେ କାମ…

ଜଣେ ଦିବ୍ୟାଙ୍ଗଙ୍କ ଜୀବନ କାହାଣୀ । ଅନ୍ଧାର ଭିତରେ ଜୀବନକୁ ଯନ୍ତ୍ରଣା ଡରାଇଛି ହେଲେ ଡରି ନାହାନ୍ତି ମଧୁ । ବାଉଁଶ…

କନକ ବ୍ୟୁରୋ : ଜୀବନ ଯୁଦ୍ଧରେ ହାରିନାହାନ୍ତି ମଧୁ ନାଏକ । ଆଖିରୁ ଜ୍ୟୋତି ଲିଭିଥିଲେ ମଧ୍ୟ ମନର ଶକ୍ତି ଦେଖାଉଛି ବାଟ । ଦୀର୍ଘ ୨୨ ବର୍ଷ ହେଲା ଆଖି ଚାଲିଯାଇଥିଲେ ବି ସେ କାହା ଉପରେ ନିର୍ଭର କରିନାହାନ୍ତି । ଏପରିକି ସରକାରୀ ସହାୟତା ପାଇଁ ଭରଷା କରିନାହାନ୍ତି ମଧୁ ନାୟକ । ନିଜର ଦୈନନ୍ଦିନ…

ଦଦରା ପଲିଥିନ ତଳେ ଜୀବନ । କୁଡିଆ ଭିତରେ ୫ ପ୍ରାଣୀ କୁଟୁମ୍ବଙ୍କ ବିତୁଛି ଦିନ । ପ୍ରଶାସନର ଅଣଦେଖା ପାଇଁ ହସ୍ତସନ୍ତ…

କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ରହିଛି ଅନେକ ଯୋଜନା । ହେଲେ ଏହି ଯୋଜନାରୁ ବଂଚିତ ହେଉଛନ୍ତି ଲୋକ । ଲୋକ ପ୍ରତିନିଧି ଜିଲ୍ଲା ପ୍ରଶାସନଙ୍କ ବୈମାତୃକ ମନୋଭାବ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ । ଧାମନଗର ଦୋବଲ ଗାଁରେ ଏପରି ଦୀର୍ଘ ୩ବର୍ଷ ହେବ ପଲିଥିନ ଜରି…

ଆପଣଙ୍କ ପାଖରେ ରହିଛି ମାତ୍ର ୨ ଦିନ ସମୟ , ଆଧାର-ପାନ୍ ସଂଯୋଗର ସରୁଛି ସମୟସୀମା ! ପାନ୍ କାର୍ଡ ସହ ଆଧାରର ସଂଯୋଗ ନକଲେ…

ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ସମୟ ସୀମା ସରିବାକୁ ଆଉ ମାତ୍ର ୨ ଦିନ ବାକି ରହିଲା । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପାନ୍ ସହ ଆଧାର ସଂଯୋଗ କରିବାକୁ ସମୟ ସୀମା ଦିଆଯାଇଥିଲା । ଆୟକର ବିଭାଗର ଆଦେଶ ଅନୁସାରେ ଅକ୍ଟୋବର ୧ ଭିତରେ ଯାହାର ପାନ୍ -ଆଧାର ସଂଯୋଗ ହୋଇନଥିବ ତାହା ରଦ୍ଦ…