Daily Archives

September 22, 2019

ସମ୍ବଲପୁରରେ ଚକଡା ଆତଙ୍କ : କାମ କରୁନି ଔଷଧ, ପୋକ ଖାଉଛି ସୁନାର ଫସଲ

କନକ ବ୍ୟୁରୋ : ସମ୍ବଲପୁରରେ ଚକଡା ପୋକର ଆତଙ୍କ  । ଏକର ଏକର ଚାଷ ଜମି ରେ ଧାନ ଜମିରେ ଚକଡା ପୋକ ଲାଗିଛି । ରୋଗ ପୋକ ଧାନ ଖାଇ ଯାଉଥିବା ବେଳେ କାମ କରୁନି ସରକାରୀ ଓ ବେସରକାରୀ ଔଷଧ । ଫଳରେ ସୁନାର କ୍ଷେତ ଜଳି ଯାଉଛି । କାମ କରୁନି ଔଷଧ । ପୋକ ଖାଉଛି ସୁନାର ଫସଲ । ୧ ଖରିଫ ଋତୁରେ ଧାନ…

୨୪ ପରେ ପ୍ରବଳ ବର୍ଷା ସମ୍ଭାବନା : ୧୩ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାକୁ ବଜ୍ରପାତ ଆଶଙ୍କା ନେଇ ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, କଟକ, ଢ଼େଙ୍କାନାଳ, ନୟାଗଡ଼, ଜଗତସିଂହପୁର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ,…

“ମେରା ଭୋଲା ହେ ଭଣ୍ଡାରୀ” ଗୀତ ଗାଇ ଲୋକପ୍ରିୟ ହୋଇଥିବା ଏହି ଗାୟକ ଅର୍ଥ ଅଭାବରୁ ଅଧାରୁ ଛାଡିଥିଲେ ପାଠପଢା ମାଜିଥିଲେ…

ସନ୍ନି ଦେଓଲ୍ ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ସିନେମା “ପଲ୍ ପଲ୍ ଦିଲ୍ କେ ପାସ୍”ସିନେମାଟି ନା କେବଳ ଦେଓଲ୍ ପରିବାର ପାଇଁ ଖୁସିର କାରଣ ପାଲଟିଛି ଗାୟକ ହଂସରାଜ ରଘୁବଂଶୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଖାସ୍ ହୋଇଉଠିଛି । ଏହି ସିନେମାଟି ତାଙ୍କୁ ବଲିଉଡରେ ପାଦ ଦେବାପାଇଁ ସୁଯୋଗ…

ବାଲାକୋଟରେ ପୁଣି ସକ୍ରିୟ ହେଲା ଆତଙ୍କୀ କ୍ୟାମ୍ପ : ଭାରତ ଭିତରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି ୧୨୯ ଜଣ…

କନକ ବ୍ୟୁରୋ : ବାଲାକୋଟରେ ପୁଣି ସକ୍ରିୟ ହେଉଛି ଆତଙ୍କୀ କ୍ୟାମ୍ପ । ପାକିସ୍ତାନର ବାଲାକୋଟରେ ପଶି  ଭାରତୀୟ ବାୟୁସେନା ଜୈଶ-ଇ-ମହମ୍ମଦର ଆତଙ୍କୀ ଶିବିରକୁ ଧ୍ଵଂସ କରିଥିଲା, ସେଠାରେ ପୁଣି ଥରେ ଆତଙ୍କୀ ଗତିବିଧି ଦେଖିବାକୁ ମିଳିଛି। ଏୟାର ଷ୍ଟ୍ରାଇକ୍ର ୭ ମାସ ପରେ ଏବେ ପୁଣି ଥରେ…

କନେଷ୍ଟବଳଙ୍କ ଦାଦାଗିରି : ଖାଇବା ସରିଲାଣି କହିବାରୁ ଢ଼ାବା ମାଲିକ ଉପରକୁ ଗୁଳି ଚଳାଇଲେ

କନକ ବ୍ୟୁରୋ : ଗାଜିଆବାଦ ପୁଲିସ କନେଷ୍ଟବଳଙ୍କ ଦାଦାଗିରି । ଖାଇବା ମିଳିଲାନି ବୋଲି ଢ଼ାବା ମାଲିକକୁ ଗୁଳି ମାରିଲେ କନେଷ୍ଟବଳ ।  ସବୁ ଖାଇବା ଶେଷ ହେଲାଣି ବୋଲି କହିବାରୁ ଜଣେ ଢାବା ମାଲିକଙ୍କ ଉପରକୁ ଶୁକ୍ରବାର ରାତିରେ ଗାଜିଆବାଦର ଜଣେ କନେଷ୍ଟବଳ ଗୁଳି ଚଳାଇଥିବା କଥା କୁହାଯାଉଛି । ପରେ…

୨୩ ବର୍ଷ ପରିଶ୍ରମର ମିଳିଲା ଫଳ ! ଦେଶୀ ଭେଣ୍ଡି ହେଲା ଲାଲ୍ , ଆଣ୍ଟି ଅକ୍ସିଣ୍ଡେଟ୍ , ଆଇରନ୍ ଏବଂ କ୍ୟାଲସିୟମ୍ ପୋଷକ…

ଦୀର୍ଘ ୨୩ ବର୍ଷ ପରେ ଭାରତୀୟ ପରିବା ଅନୁସନ୍ଧାନ ସଂସ୍ଥା ନିଜ କଠିନ ପରିଶ୍ରମ ବଳରେ ଶେଷରେ ଭେଣ୍ଡିର ନୂଆ ପ୍ରଜାତି “କାଶୀ ଲାଲିମା”କୁ ସଫଳତା ପୂର୍ବକ ବିକଶିତ କରାଇଛନ୍ତି । ଲାଲ୍ ରଙ୍ଗର ଏହି ଭେଣ୍ଡିରେ ଆଣ୍ଟି ଅକ୍ସିଣ୍ଡେଟ୍ , ଆଇରନ୍ ଏବଂ କ୍ୟାଲସିୟମ୍ ସହ ଅନ୍ୟ ପୋଷକ ତତ୍ତ୍ୱ ମଧ୍ୟ ଭରପୂର…