Daily Archives

September 20, 2019

କଟକ ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ: ବଜ୍ରକବାଟୀ ସ୍ଥିତ ଅଫିସରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: କଟକ ସ୍ଥିତ ବିଏସଏନଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ । କଟକ ସହରର ବଜ୍ରବାଟି ରୋଡଠାରେ ଥିବା ଭାରତ ସଂଚାର ନିଗମ ଲିମିଟେଡ୍ କାର୍ଯ୍ୟାଳୟର ଚତୁର୍ଥ ମହଲାରେ ଲାଗିଛି ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି…

ଗୁଗୁଲ୍ ପେ’ ଆପ୍ ରୁ ପେମେଣ୍ଟ୍ କରିବା ପଡିଲା ମହଙ୍ଗା ! ଖାତାରୁ ଉଡିଗଲା ୯୬ ହଜାର ଟଙ୍କା , ଆପଣଙ୍କ କ୍ଷେତ୍ରରେ ଏଭଳି…

ଅନଲାଇନ୍ ପେମେଣ୍ଟ୍ ଆପ୍ ଜରିଆରେ ଠକେଇର ଅନେକ ଘଟଣା ଦେଖିବାକୁ ମିଳୁଛି । ତେବେ ନିକଟରେ ମୁମ୍ବାଇର ଜଣେ ଗୁଗୁଲ୍ ପେ ୟୁଜର୍ ଙ୍କୁ ଏଥିପାଇଁ ବଡ଼ ଧରଣର ଠକେଇ ସହିବାକୁ ପଡିଛି । ବ୍ୟକ୍ତି ଜଣକ ବିଜୁଳୀ ବିଲ୍ ପଇଠ କଲାବେଳେ ତାଙ୍କ ଆକାଉଣ୍ଟ୍ ରୁ ହଠାତ୍ ୯୬ ହଜାର ଟଙ୍କା ଉଡିଯାଇଛି । ଏହି ସମୟରେ…

ପୋଖରୀପୁଟ ଡିଏଭି ସ୍କୁଲର ଡ୍ୟାନ୍ସ ଶିକ୍ଷକଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ। ଛାତ୍ର କହିଲେ, କାହା ସହିତ ନଥିଲା…

କନକ ବ୍ୟୁରୋ: ପୋଖରୀପୁଟ ଡ୍ୟାନ୍ସ ଟିଚର ବିକାଶ ନାୟକଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ୪ ଦିନ ତଳେ ନିଖୋଜ ହୋଇଥିଲେ । ଗତକାଲି ପିପିଲିରେ ଏକ ପଥର ଖାଦାନରେ ଥିବା ଏକ ପୋଖରୀରୁ ମିଳିଥିଲା ତାଙ୍କର ମୃତଦେହ । ତେବେ ଡ୍ୟାନ୍ସ ଟିଚର ବିକାଶ ନାୟକଙ୍କ ଏପରି ଅକାଳ ବିୟୋଗକୁ ନେଇ ତାଙ୍କ ଠାରୁ…

ବିବାଦୀୟ ଆକ୍ସନକୁ ନେଇ ଫସିଲେ ଶ୍ରୀଲଙ୍କା ସ୍ପିନ୍ ବୋଲର । ଅକିଲ ଧନଞ୍ଜୟଙ୍କୁ ବର୍ଷକ ପାଇଁ ବ୍ୟାନ କଲା ଆଇସିସି

କନକ ବ୍ୟୁରୋ: ଶ୍ରୀଲଙ୍କା ସ୍ପିନ୍ ବୋଲର ଅକିଲା ଧନଞ୍ଜୟ ବର୍ଷକ ପାଇଁ କ୍ରିକେଟରୁ ବ୍ୟାନ୍ । ବିବାଦୀୟ ଆକ୍ସନକୁ ନେଇ ଧନଞ୍ଜୟ ଉପରେ ଏହି ବ୍ୟାନ ଲଗାଇଛି ଆଇସିସି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏକ ବିବୃତି ଜାରି କରି ଏପରି ନିଷ୍ପତ୍ତି ନେଇଛି । ଧନଞ୍ଜୟଙ୍କ ବୋଲିଂ ଆକ୍ସନକୁ ଦେଖିବା ପରେ…

ଜିଏସଟି କାଉନସିଲ୍ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା ! କମ୍ପାନୀମାନଙ୍କ ପାଇଁ କମିଲା…

ଗୋଆରେ ଚାଲିଥିବା ଜିଏସଟି କାଉନସିଲ୍ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ଙ୍କ ପ୍ରେସ୍ ମିଟ୍ ହୋଇଯାଇଛି । ଏହି ସମୟରେ ସେ କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଆରାମ୍ ଦେବା ପାଇଁ କର୍ପୋରେଟ୍ ଟ୍ୟାକ୍ସ କମାଇବାକୁ ଘୋଷଣା କରିଛନ୍ତି । ନିର୍ମଳା ସୀତାରମଣ୍ କହିଥିଲେ ଯେ କର କମାଇବାର…

ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ: ଡାଏଲିସିସ୍ ୱାର୍ଡରେ ଲାଗିଲା ନିଆଁ; ବଡ ଅଘଟଣ ଆଗରୁ ନିଆଁକୁ କାବୁ କଲା ଅଗ୍ନିଶମ…

କନକ ବ୍ୟୁରୋ: ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଅଗ୍ନିକାଣ୍ଡ । ବୁର୍ଲା ମେଡିକାଲର ଡାଏଲିସିସ୍ ୱାର୍ଡରେ ଆଜି ସକାଳେ ନିଆଁ ଲାଗିଥିଲା । ତେବେ ଏହି କୌଣସି ବଡ ଅଘଟଣ ଘଟାଇବା ଆଗରୁ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ । ଏପରି ଅଗ୍ନିକାଣ୍ଡ ପରେ ଡାକ୍ତରଖାନାରେ ଥିବା…