Daily Archives

September 15, 2019

ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଦେବୀପଟ୍ଟନମରେ ବଡ଼ଧରଣର ଅଘଟଣ । ବୁଡ଼ିଲା ପର୍ଯ୍ୟଟକ ବୋଝେଇ ମୋଟର ଲଞ୍ଚ, ୨୩ ନିଖୋଜ ।

କନକ ବ୍ୟୁରୋ: ମାଲକାନଗିରିରେ ସୀମାରେ ପୁଣି ଏକ ଡ଼ଙ୍ଗା ବୁଡ଼ି ଖବର ସାମ୍ନାକୁ ଆସିଛି । ପର୍ଯ୍ୟଟକ ବୋଝେଇ ମୋଟର ଲଞ୍ଚ ବୁଡ଼ି ୨୩ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଦେବୀପଟ୍ଟନମ ନଦୀରେ ବୁଡ଼ିଲା ପର୍ଯ୍ୟଟ ବୋଝେଇ ମୋଟର ଲଞ୍ଚ । ତେବେ ଏଥିରେ ୧୧ ଜଣ…

ନୂଆ ଟ୍ରାଫିକ ନିୟମକୁ ନେଇ ବେଫିକର ପୁଲିସ ବାବୁ: ସମ୍ବଲପୁର ରାସ୍ତାରେ ଧୁଆଁ ଉଡାଇ ଦୌଡୁଛି ପିସିଆର ଭ୍ୟାନ

କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମ ଚାରିଆଡ଼େ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ସମ୍ବଲପୁରରୁ ଆସିଛି ନିଆରା ଚିତ୍ର । ଖୋଦ୍ ପୋଲିସ ବାବୁଙ୍କ ଗାଡ଼ିରୁ ଧୁଆଁ ବାହାରୁଛି । ପରିବେଶ ପ୍ରଦୁଷଣ ହେଉଛି । ହେଲେ ଏହା ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ପିସିଆର ଭ୍ୟାନରୁ ଧୂଆଁ…

ଜାହାଜ ପାଇଁ ନାକେଦମ୍: ରାଜହଂସରେ ମାଲେସିଆ ଜାହାଜର ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ; ବାଧକ ସାଜିଛି ସମୁଦ୍ର ଜୁଆର

କନକ ବ୍ୟୁରୋ: ଚିଲିକାର ରାଜହଂସରେ ଫସିଥିବା ମାଲେସିଆର ଅଚଳ ଜାହଜର ଆରମ୍ଭ ହୋଇଛି ଉଦ୍ଧାର କାମ । ତେବେ ଜାହାଜ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସମୁଦ୍ର ଜୁଆର ଯୋଗୁଁ ଜାହାଜ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ବାଲିରେ ଫସିଥିବାରୁ ଜାହାଜ ଉଦ୍ଧାର ବିଳମ୍ବ…

ଦିନକ ପରେ ଧରାବତରଣ କରିବେ ବିଶ୍ୱକର୍ମା । ବିଶ୍ୱଶ୍ରଷ୍ଠାଙ୍କ ଆଗମନରେ ସଜେଇ ହେଉଛି ପୁରପଲ୍ଲୀ ।

କନକ ବ୍ୟୁରୋ: ବନ୍ଦର ନଗରୀ ପାରାଦୀପ ଏବେ ଚଳଚଂଚଳ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗର ଦ୍ୱାରା ନିର୍ମାଣ ହେଉଛି ଉଚ୍ଚ ଉଚ୍ଚ ତୋରଣ । ଆଉ ଦିନକ ପରେ ଆଲୋକ ମାଳରେ ସଜେଇ ହେବ ବନ୍ଦର ନଗରୀ ପାରାଦୀପ । କାରଣ ଧରାପୃଷ୍ଠରେ ଧରାବତରଣ କରିବେ ବିଶ୍ୱ ଶ୍ରଷ୍ଠା…

ପୋଲିସ୍ ଡାଳରେ କୁ ଲୋକ ପତରେ…ଜରିମାନାରୁ ବର୍ତ୍ତିବା ପାଇଁ ଚାଳକଙ୍କ ସ୍ମାର୍ଟ ପ୍ଲାନ୍; ଟ୍ରାଫିକ୍ ଚେକିଂ ଗ୍ରୁପ…

କନକ ବ୍ୟୁରୋ: କଥାରେ ଅଛି ପୁଲିସ୍ ଡାଳେ ଡାଳେ ଗଲେ ଚୋର ପତରେ ପତରେ ଯାଏ... ଆଉ ଏହି ଉକ୍ତିଟି ବର୍ତ୍ତମାନ ସାବ୍ୟସ୍ତ ହୋଇଛି ସମ୍ବଲପୁର ସହରରେ । ଟ୍ରାଫିକ ନୂଆ ନିୟମ ଆସିଲା ପରେ ପୁଲିସ ବିଭିନ୍ନ ସ୍ଥାନରେ ହେଲମେଟ୍ ଚେକିଂ ଆରମ୍ଭ କରିଛି । ସହରର ବିଭିନ୍ନ କଳି କନ୍ଦିରେ ପୁଲିସ ବର୍ତ୍ତମାନ…

ଦୁର୍ଘଟଣାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଯୁବକ । ଆଖି ଆଡେଇ ଚାଲିଯାଉଥିଲା ସ୍ୱାର୍ଥପର ସମାଜ, କିନ୍ତୁ ନିଜ…

କନକ ବ୍ୟୁରୋ : କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । ଯିଏ ମଣିଷକୁ ମୃତ୍ୟୁ ମୁହଁରୁ ଉଦ୍ଧାର କରିଥାନ୍ତି, ନୂଆ ଜୀବନ ଦେଇଥାନ୍ତି । ମୃତୁାକୁ ମାତ୍ ଦେଇ ମରଣ ମୁହଁରୁ ମଣିଷକୁ ଫେରାଇ ଆଣିଥାନ୍ତି । ସେଭଳି ଜଣେ ଡାକ୍ତର ହେଉଛନ୍ତି ଶାରଦା ପ୍ରସାଦ ମହାନ୍ତି । ଯିଏ ଦେବଦୂତ…