Daily Archives

September 15, 2019

ତୈଳାକ୍ତ ତ୍ୱଚା ଏବଂ ମୁଖ କୁଞ୍ଚନରୁ ଦୂରେଇ ରଖିବ ଧନିଆପତ୍ର ! ଘରେ ଧନିଆପତ୍ରର ଫେସପ୍ୟାକ୍ ପ୍ରସ୍ତୁତ କରିବାର ବିଧି…

ପ୍ରତିଦିନର ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆ ପତ୍ରର ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକାରକ । ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟସ୍ ,ବିଟା କେରୋଟିନ୍ , ଭିଟାମିନ୍ ସି ଏବଂ ଫୋଲେଟତ୍ତ୍ୱଚର ପାଇଁ ରାମବାଣ ପରି କାମ କରିଥାଏ । ଧନିଆ ପତ୍ରରେ ଆଣ୍ଟି-ଫଙ୍ଗଲ୍ ତତ୍ତ୍ୱ ଥାଏ ଯାହା ସ୍କିନ୍ ଇନଫେକ୍ସନ୍…

ଭାରତରେ ପାକିସ୍ତାନ ପାରା ! ଶ୍ରୀଗଙ୍ଗାନଗର ସୀମାକୁ ଅତିକ୍ରମ କଲା ପାକିସ୍ତାନ ପାରା , ଲାଞ୍ଜରେ ଲାଗିଛି ମୋହର ।

ଭାରତ-ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ସୀମାସ୍ଥିତ ଶ୍ରୀଗଙ୍ଗାନଗର ଜିଲ୍ଲାରେ ପାକିସ୍ତାନ ପଟୁ ଏକ ପାରା ଉଡିଆସିଥିବା ସୂଚନା ମିଳିଛି । ବିଏସଏଫ୍ ଜାଞ୍ଚ୍ କରିବା ପରେ ପୋଲିସ୍ କୁ ଏନେଇ ଖବର ଦେଇଥିଲେ । ଏବେ ପାରାଟି ପୋଲିସ୍ ସୁରକ୍ଷାରେ ରହିଛି । ପାକ୍ ପାରାର ଡାହାଣ ପଟ ଲାଞ୍ଚରେ ଉଦ୍ଦ୍ୱର୍…

କେବେ ମିଳିବ ମୋ ବାପାଙ୍କ ହତ୍ୟାକାରୀକୁ ଦଣ୍ଡ?’ ଓଡ଼ିଶାରେ ନ୍ୟାୟ ନମିଳିବାରୁ ଏବେ ଦିଲ୍ଲୀରେ ଓଡିଆ ଝିଅ ରୁକ୍ସାନାଙ୍କ…

କନକ ବ୍ୟୁରୋ: ୧୯୯୯ ମସିହାରୁ ୨୦୧୯ । ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ହେଲେ ବାପାଙ୍କ ହତ୍ୟାକାରୀ ଧରା ହୋଇନାହାନ୍ତି କି ସେମାନଙ୍କୁ ମିଳିନି ଶାସ୍ତି। ଥାନାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏବେ ଦିଲ୍ଲୀରେ ପହଞ୍ଚିଛନ୍ତି ରୁକ୍ସାନା। ହେଲେ ଏଠି କେହି କଥା…

ମୋବାଇଲ୍ ଭାଙ୍ଗିଦେଲେ ଅଧ୍ୟକ୍ଷ ! କଲେଜରେ ଚାଲିଥିଲା କ୍ଲାସ ଆଉ ଫୋନରେ ବ୍ୟସ୍ତ ଥିଲେ ଛାତ୍ରଛାତ୍ରୀ , ପାନେ ଚଖାଇବା…

ଆଜିର ସ୍ମାର୍ଟ ଜମାନାରେ ସ୍ମାର୍ଟଫୋନ୍ ଏବଂ ମୋବାଇଲକୁ ଲୋକ ସବୁକିଛି ଭାବୁଛନ୍ତି । ବ୍ୟସ୍ତ ନଥିଲେ ମଧ୍ୟ ବ୍ୟସ୍ତତା ଆଡକୁ ଟାଣି ନେଉଛି ଏହି ସ୍ମାର୍ଟ ଗ୍ୟାଜେଟ୍ । ରାସ୍ତାଘାଟ,ସ୍କୁଲ-କଲେଜ୍ , ଅଫିସ୍-ଘର ଯୁଆଡେ ଚାହିଁବ ସମସ୍ତଙ୍କ ହାତରେ ଗୋଟିଏ ଲେଖାଁଏ ମୋବାଇଲ୍ ଥିବ । ଏମିତିକି ମୋବାଇଲ୍…

ଜାଣନ୍ତୁ କିପରି ଜଣେ ବ୍ୟକ୍ତି ହୁଅନ୍ତି ଆଇଏଏସ୍ ଅଧିକାରୀ ! କ’ଣ ଅଛି ପରୀକ୍ଷା ପାଟର୍ଣ୍ଣ ଏବଂ କିଭଳି ମିଳେ ବେତନ?

UPSC ତଥା ସଂଘ ଲୋକ ସେବା ଆୟୋଗ ପାଇଁ ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି । ଯେଉଁଥିରେ ପାଖାପାଖି ୧ ହଜାର ଜଣ ଚୟନ ହୋଇଥାନ୍ତି । ସରକାରୀ ଅଫିସର ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଥାଏ ଯେ ସେ କିଭଳି ଆଇଏଏସ୍ ପରୀକ୍ଷାକୁ ପାସ୍ କରିବେ । ତେବେ ଆଇଏଏସ୍…

ଜଣେ ଆଦର୍ଶ ଶିକ୍ଷକ କିଭଳି ହୋଇପାରିବେ? କାର୍ଯ୍ୟରେ କରି ଦେଖାଇଲେ ମହାକାଳପଡାର ଏହି ପ୍ରଧାନ ଶିକ୍ଷକ

କନକ ବ୍ୟୁରୋ: ରାଜେନ୍ଦ୍ର ପ୍ରସାଦ ଦାସ । ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ରାଜେନ୍ଦ୍ର ପ୍ରସାଦଙ୍କ ଦୟାଶୀଳ ମନୋଭାବ ଏବଂ ଆଦର୍ଶବାଦୀ ଚିନ୍ତାଧାରା ପାଇଁ ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ସ୍ଥାନୀୟ ଅଂଚଳରେ ବେଶ୍ ପରିଚିତ । ରାଜେନ୍ଦ୍ର ପ୍ରସାଦ…