ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା ମଧ୍ୟରେ ନିଜ ପାଖରେ ପହଂଚି ଯିବ ନିଜ ମନପସନ୍ଦର ସାମଗ୍ରୀ
କନକ ବ୍ୟୁରୋ : ଇ-କମର୍ସ କମ୍ପାନୀ ଆମାଜନର ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ସର୍ଭିସ । ଯଦି ଆପଣ ଆମାଜନରୁ ସପିଙ୍ଗ କରିବାକୁ ଚାହୁଁଛନ୍ତି ତାହେଲେ କେବଳ ୨ଘଂଟା ଭିତରେ ଆପଣଙ୍କ ପାଖରେ ପହଁଚିଯିିବ ଆପଣଙ୍କ ମନ ପସନ୍ଦର ଜିନିଷ । ଆମାଜନ ଫ୍ରେସ ଷ୍ଟୋର ନାଁରେ ଏହି ନୂଆ ସର୍ଭିସ ଆରମ୍ଭ ହୋଇଛି ।…