Daily Archives

August 19, 2019

ରାଜ୍ୟ ପ୍ରଶାସନରେ ଅଗଷ୍ଟ ୧୯ ଗୁରୁତ୍ୱପୂର୍ଣ୍ଣ: ନୂଆ ଦାୟିତ୍ୱ ନେଲେ ୩ ପ୍ରଶାସନିକ ମୁଖ୍ୟ; ୫-ଟି ଢାଞ୍ଚାରେ ଚାଲିବ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପଂଚମ ପାଳି ସରକାରର ୮୧ ଦିନ ପରେ ଆଜି ପ୍ରଶାସନିକ ସ୍ତରରେ ଏକ ନୂତନ ଧାରା ଆରମ୍ଭ ହୋଇଛି । ରାଜ୍ୟର ୩ ଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ମୁଖ୍ୟ ଶାସନ ସଚିବ ଭାବେ ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅସିତ କୁମାର ତ୍ରିପାଠୀ…

ଦେବଦୂତ ସାଜିଲା ଭାରତୀୟ ବାୟୁସେନା : ୩ ଘଂଟା ଧରି ଫଶିରହିଥିବା ଦୁଇ ମତ୍ସଜୀବୀଙ୍କୁ ବଢ଼ୁଥିବା ବନ୍ୟା ପାଣିରୁ ସୁରକ୍ଷିତ…

କନକ ବ୍ୟୁରୋ : ସେନା ଦେଲା ନୂଆ ଜୀବନ । ଜମ୍ମୁର ତୱି ନଦୀରେ ଫଶି ରହିଥିବା ଦୁଇ ମତ୍ସ୍ୟଜୀବିଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ବାୟୁସେନାର ବୀର ଯବାନ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ସାମନା କରୁଥିବା ଦୁଇ ମତ୍ସ୍ୟଜୀବୀଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି । ନିଜ ଜୀବନକୁ ବାଜି…

ଜମ୍ମୁ-କାଶ୍ମୀରରେ କଟକଣା ପରେ ବି ଇଣ୍ଟରନେଟ୍ ସେବା ଉପଭୋଗ କରୁଥିଲେ ଏହି ବିଚ୍ଛିନ୍ନତାବାଦୀ ନେତା ! ଦୁଇ ବିଏସଏନଏଲ୍…

ଜମ୍ମୁ ଓ କଶ୍ମୀରରେ ଦୃଢ଼ କଟକଣା ଲାଗୁ କରାଯାଇଥିବା ସମୟରେ ବିଚ୍ଛିନ୍ନତାବାଦୀ ନେତା ସୟେଦ୍ ଅଲି ଶାହା ଗୀଲାନିଙ୍କୁ ୪ ଦିନ ପାଇଁ ଇଣ୍ଟରନେଟ୍ ଆକ୍ସେସ୍ ଦେବାରେ ସମ୍ପୃକ୍ତ ଦୁଇ ଜଣ ବିଏସଏନଏଲ୍ ଅଧିକାରୀଙ୍କୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ନିଲମ୍ବିତ କରିଛି। ସମଗ୍ର ଉପତ୍ୟକା ବନ୍ଦ ହୋଇ ଯାଇଥିବା…

ଆରପାରିରେ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରା ! ୩ ଥର ବିହାରବାସୀଙ୍କ ହୃଦୟ ଜିତି ମୁଖ୍ୟମନ୍ତ୍ରୀ ଆସନରେ…

ଅନେକ ସମୟରୁ ରୋଗଗ୍ରସ୍ତ ଥିବା ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ନିଧନ ହୋଇଯାଇଛି । ରାଜଧାନୀ ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନର ଖବର ଶୁଣିବା ମାତ୍ରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ନିଜର ରାଜନୈତିକ ଜ୍ଞାନ ଯୋଗୁଁ ସେ ବିହାରରେ ୩…

କୋଲ ଇଣ୍ଡିଆରେ ନିଯୁକ୍ତି ନାଁରେ ଠକେଇ: ପ୍ରେସ୍ ରିଲିଜ୍ ଜାରି କରି ସତର୍କ କରାଇଲା କଂପାନୀ

କନକ ବ୍ୟୁରୋ: କୋଲ ଇଣ୍ଡିଆରେ ନାଁ ରେ ପ୍ରକାଶିତ ମିଥ୍ୟା ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହୋଇଥିବା ନଜରୁ ଆସିଛି । ଖୋଦ କୋଲ ଇଣ୍ଡିଆ ଏନେଇ ସତର୍କ କରିଦେଇଛି । କୋଲ ଇଣ୍ଡିଆ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇ  କୁହାଯାଇଛି ଯେ କୋଲ ଇଣ୍ଡିଆର ଶାଖା କମ୍ପାନି ଭାବେ ଦକ୍ଷିଣ-କେନ୍ଦ୍ରୀୟ…

ବ୍ରାହ୍ମଣୀ ନଦୀରେ ବୃଦ୍ଧି ପାଇଲା ଜଳପତ୍ତନ : ଇସ୍ପାତ ନଗରୀରେ ପଶିଲା ବନ୍ୟା ଜଳ

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି । ଜଳପତ୍ତନ ବୃଦ୍ଧି ପାଇବା କାରଣରୁ ରାଉରକେଲା ତଳିଆ ଅଞ୍ଚଳରେ ବନ୍ୟା ଜଳ ପଶି ଯାଇଛି । ସହର ମଧ୍ୟକୁ ଅଧିକରୁ ଅଧିକ ପରିମାଣରେ ପାଣି ପ୍ରବେଶ କରୁଥିବା ବେଳେ ବାଲୁଘାଟ ଏବଂ ସର୍ଦାର ବସ୍ତିରେ ବାସ କରୁଥିବା ଲୋକଙ୍କ ଘର ପାଣିରେ…