Daily Archives

August 19, 2019

ଭୟରେ ଥରୁଛନ୍ତି ଇମ୍ରାନ୍ : କାଳେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବ ଭାରତ, ବିଶ୍ୱ ଦରବାରରେ ପୁଣି ଗୁହାରୀ ଜଣାଇଲା…

କନକ ବ୍ୟୁରୋ : ଦିନେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ପାଉଁ ଧମକ ଦଉଥିଲା, ଆଉ ଆଜି ଭୟରେ ଥରୁଛି ପାକିସ୍ତାନ । ଭାରତ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବ ଚିନ୍ତା କରି ଡରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏବେ ବିଚଳିତ ହୋଇପଡିଛନ୍ତି ଇମ୍ରାନ । ଭାରତକୁ ବିଶ୍ୱ ସମୁଦାୟରେ…

ବର୍ଷେ ହେଲାଣି ଡାକ୍ତରଖାନାରେ ଚିକିତ୍ସୀତ ହେଉଥିବା ଲାଲୁପ୍ରସାଦ ଯାଦବଙ୍କୁ ଚଲାବୁଲା କରିବାରେ ହେଉଛି କଷ୍ଟ ! ଗୋଟିଏ…

ରାଞ୍ଚୀର ରିମ୍ସ ଡାକ୍ତରଖାନାରେ ଚିକିତ୍ସୀତ ହେଉଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏବେ ଠିକରେ ଚଲାବୁଲା ମଧ୍ୟ କରି ପାରୁନାହାନ୍ତି । ସେ ଆର୍ଥରାଇଟିସ୍ ରୋଗରେ ପୀଡିତ ଅଛନ୍ତି । ଯେଉଁଥିପାଇଁ ତାଙ୍କ ଆଣ୍ଠୁରେ ପ୍ରବଳ ଯନ୍ତ୍ରଣା ହେଉଛି । ରିମ୍ସରେ ବିହାର…

ନେତାଜୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ନେଇ ନୂଆ ବିବାଦ: ଅଗଷ୍ଟ ୧୮କୁ ସୁବାଷ ବୋଷଙ୍କ ପୁଣ୍ୟତିଥି ବୋଲି ଦାବି କଲେ…

କନକ ବ୍ୟୁରୋ: ନେତାଜୀଙ୍କୁ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ନେଇ ନୂଆ ବିବାଦ । ଅଗଷ୍ଟ ୧୮ତାରିଖକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୂଣ୍ୟ ତିଥି ଦାବି କରି ଶ୍ରଦ୍ଧାଞ୍ଜଳି ଦେବା ପରେ ଏହି ବିିବାଦ ସୃଷ୍ଟି ହୋଇଛି । ଅନେକ ବିଜେପି ନେତା ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହି ବିବାଦ…

ଜଗାବଳିଆଙ୍କ ପାଇଁ ଏସସିବିରେ ପ୍ରସ୍ତୁତି: ନ୍ୟୁରୋସର୍ଜରୀ ବିଭାଗରେ ହେବେ ଭର୍ତ୍ତି, ଚିକିତ୍ସା ପାଇଁ ଗଠନ ହେଲା ୬…

କନକ ବ୍ୟୁରୋ: ଖୁବଶୀଘ୍ର ଏସସିବିକୁ ଚିକିତ୍ସା ପାଇଁ ଆସିବେ ଜଗା-ବଳିଆ। ଯଦିଓ ଦିଲ୍ଲୀ ଏମ୍ସରୁ କେବେ ଡିସଚାର୍ଜ ହେବେ ଓ କେବେ ଏସସିବିରେ ଭର୍ତ୍ତି ହେବେ, ସେ ନେଇ ସ୍ପଷ୍ଟଭାବେ ଏସସିବି କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ନାହିଁ। ତଥାପି ଏସସିବିରେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ବ୍ୟାପକ…

ଫୁଲୁଛି ବ୍ରାହ୍ମଣୀ ଏବଂ ଜଳକା ନଦୀର ଜଳସ୍ତର: ଖୋଲିଲା ମନ୍ଦିରା ଡ୍ୟାମର ସମସ୍ତ ଗେଟ; ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

କନକ ବ୍ୟୁରୋ: ହୀରାକୁଦର ଜଳସ୍ତର ପୁଣି ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଆଜି ଆଉ ୭ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ୭ଟି ଗେଟ୍ ଦେଇ ଜଳନିଷ୍କାସିତ ହେଉଥିବାରୁ ଏବେ ମୋଟରେ ୧୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳନିଷ୍କାସିତ ହେଉଛି । ଜଳଭଣ୍ଡାରର ଜଳସ୍ତର ୬୨୦ ଦଶମିକ ଆଠ ସାତ ଶୂନ ଫୁଟ ରହିଛି…

ଅର୍ଥନୀତିକୁ ଆଗକୁ ନେବାରେ ସହାୟକ ହେବେ ମିଠା ବେପାରୀ ! ଏବେଠାରୁ ମିଠା ବେପାରୀଙ୍କୁ ସହଜରେ ମିଳିବ ଋଣ ।

ରସଗୋଲା ଠାରୁ ଆରମ୍ଭ କରି ଛେନାପୋଡ଼ ଓ ଛେନାଝିଲ୍ଲି ପର୍ଯ୍ୟନ୍ତ ରାଜ୍ୟରେ ଅନେକ ପ୍ରକାର ମିଠା ପ୍ରସ୍ତୁତ କରି ବିକ୍ରି କରାଯାଉଛି। ଏହି କ୍ଷେତ୍ରରେ ସକ୍ରିୟ ଥିବା ବେପାରୀମାନଙ୍କ ପାଖରେ ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବାର ଶକ୍ତି ରହିଛି ବୋଲି ଏକ ସରକାରୀ ବ୍ୟାଙ୍କ ଭାବୁଛି। ସେଥିପାଇଁ…