Daily Archives

August 11, 2019

କରିବାକୁ ଯାଇଥିଲେ ଆତ୍ମହତ୍ୟା, ଜଗାକୁ ଦେଖିଲା ପରେ ବଦଳିଗଲା ମନ । ମାସେ ପରେ ଘରକୁ ଫେରିଲେ ମହିଳା

କନକ ବ୍ୟୁରୋ: ମାସେ ପରେ ଘରକୁ ପେରିଲା ମା’ । ଆତ୍ମହତ୍ୟା କରିବାକୁ ଘର ଛାଡିଥିଲେ । ହେଲେ ପୁରୀ ଯାଇ କାଳିଆ ଦର୍ଶନ କରିବା ପରେ ବଦଳିଗଲା ଆତ୍ମହତ୍ୟା କରିବାର ନିଷ୍ପତ୍ତି । ମାସେ ପରେ ପରିବାର ସହିତ ବଂଚିବାକୁ ଘରକୁ ଫେରିଆସିଲେ । ଜୟପୁରରୁ ଆସିଥିବା ଆରତି ମିଶ୍ରଙ୍କ ଏହି କାହାଣି ଏବେ ପୁରା…

ମୋଦି-ଶାହାଙ୍କୁ ନେଇ ସୁପରଷ୍ଟାର ରଜନୀକାନ୍ତଙ୍କ ମନର କଥା । କହିଲେ, କୃଷ୍ଣ-ଅର୍ଜୁନ ଭଳି ଏ ଦୁହିଁଙ୍କ ଯୋଡ଼ି

କନକ ବ୍ୟୁରୋ: କଶ୍ମୀରର ପୁର୍ନଗଠନକୁ ନେଇ ମୋଦି-ଶାହାଙ୍କୁ ବିରୋଧୀ ଘେରିଥିବାବେଳେ ସୁପରଷ୍ଟାର ରଜନୀକାନ୍ତ ଦେଇଛନ୍ତି ବଡ଼ ବୟାନ । ରଜନୀକାନ୍ତ ମହାଭାରତ ତତ୍ତ୍ୱ ନେଇ କହିଛନ୍ତି କି, ମୋଦି-ଶାହା ହେଉଛନ୍ତି କୃଷ୍ଣ-ଅର୍ଜୁନ ଯୋଡ଼ି । ଯେଉଁମାନେ ମୋଦି-ଶାହାଙ୍କୁ ଜାଣି ନାହାନ୍ତି ସେମାନେ ଜାଣିବା…

ଆତଙ୍କୀଙ୍କ ଟାର୍ଗେଟରେ ଲାଲକିଲ୍ଲା ! ସତର୍କ କଲା ଗୁଇନ୍ଦା ବିଭାଗ, ଆଫଗାନିସ୍ତାନ ପାସପୋର୍ଟରେ ଦିଲ୍ଲୀରେ ପଶିବାକୁ…

କନକ ବ୍ୟୁରୋ : ଆତଙ୍କୀ ଟାର୍ଗେଟରେ ଲାଲକିଲ୍ଲା । ଲାଲକିଲ୍ଲାରେ ହୋଇପାରେ ବଡ ଧରଣର ଆକ୍ରମଣ ।ଏନେଇ ଦିଲ୍ଲୀ ପୋଲିସକୁ ଆଲର୍ଟ କଲା ଜାତୀୟ ସୁରକ୍ଷା ଏଜେନ୍ସି । ଦେଶରେ ଆଗକୁ ସ୍ୱାଧୀନତା ଦିବସ ପାଳନ ହେବାକୁ ଥିବା ବେଳେ ଏହାପୂର୍ବରୁ ହାଇଆଲର୍ଟ ଜାରି କରିଛି ସୁରକ୍ଷା ଏଜେନ୍ସି । ସ୍ୱାଧିନତା…

ଗ୍ରାହକଙ୍କ ପାଇଁ ଖୁସି ଖବର! ବଦଳିବ ବ୍ୟାଙ୍କ ଖୋଲିବାର ସମୟ, ୧୦ଟାରେ ନୁହେଁ, ଏଣିକି ଏହି ସମୟରେ ଖୋଲିବ ସମସ୍ତ ସରକାରୀ…

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ସକାଳ ୧୦ଟାରେ ନୁହେଁ ବରଂ ସକାଳ ୯ଟାରେ ଖୋଲିବ ସମସ୍ତ ସରକାରୀ ବ୍ୟାଙ୍କ । ସାଧାରଣତଃ ସରକାରୀ ବ୍ୟାଙ୍କଗୁଡିକ (PSU Banks)ର କାମକାର୍ଯ୍ୟ ସକାଳ ୧୦ଟା ପରେ ହିଁ ଆରମ୍ଭ ହୋଇଥାଏ । ଯାହାକୁ ନଜରରେ ରଖି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ…

ମୋଦି ସରକାରୀଙ୍କ ନୂଆ ଯୋଜନା: ଏଣିକି ରୋଷେଇ ତେଲରେ ଚାଲିବ ଗାଡି

ଏଣିକି ପେଟ୍ରୋଲ, ଡିଜେଲ ବ୍ୟତୀତ ଆପଣ ଖାଉଥିବା ରୋଷେଇ ତେଲରେ ବି ଚାଲିବ ଗାଡି । ଆଜ୍ଞା ହଁ ! ରୋଷେଇ ତେଲରେ ଚାଲିବ କାର ଏବଂ ବାଇକ୍ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ନିରାଟ୍ ସତ୍ୟ । ଖୁବ୍ ଶୀଘ୍ର ମୋଦି ସରକାର ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି ।…

କି ବିଡ଼ମ୍ବନା

ସମ୍ବାଦ: ଗୌତମବୁଦ୍ଧ ଦାସ ୧୩୪ ବର୍ଷର ଦଳ । ମାତ୍ର ଆଜି ଜାତୀୟସ୍ତରରେ ନେତୃତ୍ବ ନେବାକୁ ଯୋଗ୍ୟ ନେତାଟିଏ ଖୋଜି ପାଉନାହିଁ। ଯେତେବେଳେ ସାରା ଦେଶ ପରିବାରବାଦରୁ ମୁକ୍ତ ହେବା ପାଇଁ କଂଗ୍ରେସକୁ ଆହ୍ବାନ କରୁଛି, ସେତେବେଳେ ପୁଣିଥରେ ସୋନିଆ ଗାନ୍ଧୀଙ୍କ ପଣତ ତଳେ ମୁହଁ ଛପା ଦେଇ ମୋଦୀଙ୍କୁ…