Daily Archives

July 28, 2019

ଇସ୍ରୋକୁ ବଡ ସଫଳତା: ଏଣିକି ଦୁଇ ବର୍ଷ ଧରି ଚନ୍ଦ୍ରରେ ଚକ୍କର କାଟିବ କୃତ୍ରିମ ଉପଗ୍ରହ

କନକ ବ୍ୟୁରୋ: ଚନ୍ଦ୍ରୟାନ୍ -୨ର ସଫଳ ପ୍ରକ୍ଷେପଣ ପରେ ଭାରତବାସୀ ସେହି ସୁବର୍ଣ୍ଣ ମୁହୂର୍ତ୍ତର ଅପେକ୍ଷାରେ ରହିଛନ୍ତି ଯେଉଁଦିନ ଏହି ସ୍ୱଦେଶୀ ଯାନ ସଫ୍ଟ ଲ୍ୟାଣ୍ଡିଙ୍ଗ୍ କରି ଚନ୍ଦ୍ରର ଦକ୍ଷିଣ ଧୃବରେ ପହଞ୍ଚିବ। ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ୍ -୨ ସଙ୍ଗେ ଏକ କୃତ୍ରିମ ଉପଗ୍ରହ ମଧ୍ୟ ପଠାଯାଇଛି…

ବଢୁଥିଲା ନଦୀର ପାଣି, ଟ୍ରେନ୍ ଭିତରେ ପଶିଥିଲା ସାପ । ମହାଲକ୍ଷ୍ମୀ ଏକ୍ସପ୍ରେସର ଯାତ୍ରୀ ବଖାଣିଲେ ୧୫ ଘଣ୍ଟାର…

କନକ ବ୍ୟୁରୋ : ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ଗତକାଲି ଟ୍ରାକରେ ଫସିରହିଥିଲା ମହାଲକ୍ଷ୍ମୀ ଏକ୍ସପ୍ରେସ । ୧୫ ଘଂଟାରୁ ଅଧିକ ସମୟ ଧରି ଫସିରହିଥିଲେ ୭ଶହରୁ ଅଧିକ ଯାତ୍ରୀ । ଖବର ପାଇବା ମାତ୍ରେ ଉଦ୍ଧାରକାର୍ଯ୍ୟରେ ଲାଗିପଡିଥିଲେ ନୌସେନା ଓ ଏନଡିଆରଏଫ୍ ଟିମ୍ । ପରେ ପାଣି ଘେରରେ ଫସିଥିବା…

ଫ୍ରାନ୍ସରୁ ମିଳିଲା ଡାଇନାସୋର ହାଡ ! ବୈଜ୍ଞାନିକଙ୍କ ହାତରେ ଲାଗିଲା ବଡ ସଫଳତା, ଫ୍ରାନ୍ସରୁ ମିଳିଲା ଦୁର୍ଲଭ…

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀର ପ୍ରଥମ ହିଂସ୍ରଜନ୍ତୁ ଭାବେ ପ୍ରସିଦ୍ଧ ହୋଇଥିବା “ଡାଇନାସୋର” ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛି । ଫ୍ରାନ୍ସର ଆନଜେକ୍ ଅଚଂଳରେ ଦୁନିଆର ସବୁଠାରୁ ବଡ ଡାଇନାସୋରର ଜୀବାଶ୍ମ ମିଳିଛି । ଏବେ ବୈଜ୍ଞାନିକମାନେ ସମ୍ପୁର୍ଣ୍ଣ ଅଂଚଳକୁ ଛାନଭିନ୍ କରି ଦେଖିବାକୁ…

ସପ୍ତାହେ ଯାଏଁ ବର୍ଷିବ ! ଆସନ୍ତାକାଲି ପାଇଁ ୪ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ସପ୍ତାହେ ଯାଏଁ ଲାଗି ରହିବ ବର୍ଷା । ଆସନ୍ତାକାଲି ପାଇଁ ୪ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି । ଆଗାମୀ ସପ୍ତାହେ ଧରି ଲାଗିରହିବ ବର୍ଷା । ଏହି ୪ ଟି ଜିଲ୍ଲା…

ସିରିଏଲ କିଲରର ସୁରାକ ପାଇଛି ପୋଲିସ । ଖୁବଶୀଘ୍ର ଧରାପଡିବ ସିଲଭର ସିଟିର ସାଇକୋ କିଲର

କନକ ବ୍ୟୁରୋ: ପୋଲିସକୁ ମିଳିଛି ସାଇକୋ କିଲର ସୁରାକ । ସିଲଭର ସିଟିରେ ସିରିଏଲ ମର୍ଡର କରିଥିବା ସାଇକୋ କିଲରର ସୁରାକ ପାଇଛି ପୋଲିସ । ୨୪ ଘଣ୍ଟାରେ ତିନି ତିନି ଜଣଙ୍କୁ ହତ୍ୟା କରିଥିବା ସାଇକୋ କିଲରର ସୁରାକ ମିଳିଥିବା ନେଇ ସୂଚନା ଦେଲେ ପୋଲିସ କମିଶନର । ହତ୍ୟାକାରୀକୁ ଧରିବାକୁ ପୋଲିସ…

ମାଲକାନଗିରିରେ ବର୍ଷାର ତାଣ୍ଡବ ! କାଲିମେଳାରେ ପୋଲ ଉପରେ ଚାଲୁଛି ୨ ଫୁଟର ପାଣି । ମାଲକାନଗିରି-କାଲିମେଳା ମଧ୍ୟରେ…

ମାଲକାନଗିରିରେ ପ୍ରବଳ ବର୍ଷା । ଏହାର ପ୍ରଭାବରେ ଜିଲ୍ଲାର ଅନେକ ନଦୀରେ ଏବେ ଜଳସ୍ତର ବଢିବାରେ ଲାଗିଛି । ଯେଉଁ ସ୍ଥାନରେ ନଦୀ ଅଛି, କିନ୍ତୁ ପୋଲ ନାହିଁ କି ଡଙ୍ଗା ନାହିଁ , କେମିତି ହେଉଥିବ ଗମନାଗମନ ଥରେ ଚିନ୍ତା କରନ୍ତୁ । ପ୍ରବଳ ବର୍ଷା ପରେ ବଢୁଛି ନଦୀର ଜଳସ୍ତର । ଆଉ ଏହି ଭରା ନଦୀରେ…