Daily Archives

July 28, 2019

ବାଃ ସରକାର ହେବ ତ ଏମିତି ! କେଉଁଠି ଲୋକଙ୍କୁ ଖାଇବାକୁ ମିଳୁନଥିବା ବେଳେ ବିହାରରେ ଷଣ୍ଢ ଶିଙ୍ଗକୁ ମାଲିସ୍ କରିବା ପାଇଁ…

ପୁଣିଥରେ ଚର୍ଚ୍ଚାକୁ ଆସିଲା ଚାରା ଘୋଟାଲା । କିନ୍ତୁ ଏଥର ମାମଲା ମାଲିସ୍ ରୁ ଆରମ୍ଭ ହୋଇଛି । ସେ ବି କୌଣସି ମଣିଷର ନୁହଁ ଷଣ୍ଢମାନଙ୍କ ମାଲିସ୍ , ହଁ ଆଜ୍ଞା ଷଣ୍ଢମାନଙ୍କ ମାଲିସ୍ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଷଣ୍ଢ ଶିଙ୍ଗର ମାଲିସ୍ ପାଇଁ ଷୋହଳ ଲକ୍ଷ ଟଙ୍କା ଖର୍ଚ୍ଚ…

ରାଜ୍ୟରେ ଆଇନଶୃଙ୍ଖଳା ନେଇ ଶ୍ୱେତପତ୍ର ପରେ ଶାସକ-ବିରୋଧୀ ମୁହାଁମୁହିଁ : ବିରୋଧୀ କହିଲେ ତଥ୍ୟ ଲୁଚାଉଛନ୍ତି ସରକାର,…

କନକ ବ୍ୟୁରୋ : ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗୃହ ବିଭାଗର ଶ୍ୱେତପତ୍ର ପରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ୨୦୧୮ ପାଇଁ ଗୃହ ବିଭାଗର ଶ୍ୱେତପତ୍ର ପ୍ରକାଶ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି…

ବିଏସଏଫର ବୋଲବମ୍ ସେବା। ରାସ୍ତାରେ ତମ୍ବୁ ଟାଣି ଥକି ପଡ଼ିଥିବା କାଉଡ଼ିଆଙ୍କ ଗୋଡ ମାଲିସ୍ କରୁଛନ୍ତି ଯବାନ

କନକ ବ୍ୟୁରୋ: ବିଏସଏଫ ଯବାନଙ୍କ ନିଆରା ସେବା । ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ ପାଇଁ ଦୁରଦୁରାନ୍ତରୁ ଆସିଥିବା କାଉଡ଼ିଆ ମାନଙ୍କ ସେବା କରୁଛନ୍ତି ବିଏସଏଫ ଯବାନ । ରାସ୍ତାରେ ତମ୍ବୁ ଟାଣି ଥକି ପଡ଼ିଥିବା କାଉଡ଼ିଆ ମାନଙ୍କ ଗୋଡ଼ ମାଲିସ କରୁଥିବାର ଚିତ୍ର ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।…

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଆମେରିକାରେ ସମ୍ମାନ : ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ମିଳିଲା ପିପୁଲସ…

କନକ ବ୍ୟୁରୋ : ପୁଣି ଓଡ଼ିଶା ପାଇଁ ଗୌରବ ଆଣିଦେଲେ ସୁଦର୍ଶନ ପଟ୍ଟନାୟକ । ଆମେରିକାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନ । ଆମେରିକାର ବୋଷ୍ଟନରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ ଆୱାର୍ଡ । ଆମେରିକାରେ…

ବିନା ଦୋଷରେ ସଜା କାଟୁଥିବା ବାପ-ପୁଅଙ୍କୁ ଜେଲରୁ ମିଳିଲା ମୁକ୍ତି। ବଧୂହତ୍ୟା ମାମଲାରେ ଜେଲ୍ ପଠାଇଥିଲା ପୋଲିସ

କନକ ବ୍ୟୁରୋ: ଜେଲରୁ ବିନା ଦୋଷରେ ଜେଲରେ ସଜା କାଟୁଥିବା ବାପା-ପୁଅ । ମୟୂରଭଂଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣପାଣି ଗାଁର ମଙ୍ଗୁଳି ନାୟକ ଓ ସଂଜୟ ନାୟକଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି ଜିଲ୍ଲା ଏସଡିଜେଏମ କୋର୍ଟ । ବୋହୂ ବଂଚିଥିବା ବେଳେ ବଧୂହତ୍ୟା ଅଭିଯୋଗରେ ଏମାନଙ୍କୁ…

ଚନ୍ଦ୍ରୟାନ୍ -୨ ର ସଫଳ ପ୍ରକ୍ଷେପଣରେ ଇସ୍ରୋକୁ ମିଳିଛି ବଡ ଫାଇଦା ! ଏକବର୍ଷ ବଦଳରେ ଏବେ ଦୁଇବର୍ଷ ପାଇଁ ଚନ୍ଦ୍ରର…

ଚନ୍ଦ୍ରୟାନ୍ -୨ ର ସଫଳ ପ୍ରକ୍ଷେପଣ ପରେ ଭାରତବାସୀ ସେହି ସୂବର୍ଣ୍ଣ ମୁହୂର୍ତ୍ତର ଅପେକ୍ଷାରେ ରହିଛନ୍ତି ଯେଉଁଦିନ ଏହି ସ୍ୱଦେଶୀ ଯାନ ସଫ୍ଟ ଲ୍ୟାଣ୍ଡିଙ୍ଗ୍ କରି ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଂଚିବ । ଇସ୍ରୋ ପକ୍ଷରୁ ଚନ୍ଦ୍ରୟାନ୍ -୨ ସଙ୍ଗେ ଏକ କୃତ୍ରିମ ଉପଗ୍ରହ ମଧ୍ୟ ପଠାଯାଇଛି ଯାହା…