Daily Archives

July 20, 2019

ଧର୍ମଶାଳା ବୁରୁସାହିରେ ବାଟବଣା ବିକାଶ: ଘର ଘର ବୁଲି ସମସ୍ୟା ପାଚାରି ବୁଝିଲେ ଜିଲ୍ଲାପାଳ; ଲୋକେ କହିଲେ ପ୍ରତିଶ୍ରୁତି…

କନକ ବ୍ୟୁରୋ: ପ୍ରଗତିର ପ୍ରୟୋଗଶାଳା କୁହାଯାଉଥିବା ଯାଜପୁର ଧର୍ମଶାଳା ବ୍ଲକ ବୁରୁସାହିରେ ବିକାଶ ବାଟବଣା । ମୌଳିକ ସୁଖସୁବିଧା ମିଳୁନଥିବା ଅଭିଯୋଗ କଲେ ଲୋକ । ଘର ଘର ବୁଲିଲେ ଜିଲ୍ଲାପାଳ । ଲୋକେ କହିଲେ ପ୍ରତିଶ୍ରୁତି ନୁହେଁ କାମରେ କରି ଦେଖାନ୍ତୁ ଜିଲ୍ଳାପାଳ । ସ୍ୱାସ୍ଥ୍ୟମେଳା ସାଙ୍ଗକୁ…

ବୁଲା ଗାଈଗୋରୁଙ୍କ ପାଇଁ ବଢୁଛି ଦୁର୍ଘଟଣା! ଗାଈକୁ ଗୁହାଳରେ ରଖିବା ପାଇଁ ସଚେତନ କଲା ପ୍ରଶାସନ

କନକ ବ୍ୟୁରୋ: ସମ୍ବଲପୁର ମହାନଗର ନିଗମର ବୁଲୁ ଥିବା ଗାଈଗୋରୁଙ୍କୁ ଗୁହାଳରେ ରଖିବା ନେଇ ଅଭିନବ ଉପାୟ । ମାଲିକଙ୍କୁ ସଚେତନ କରିବା ପାଇଁ ସହରରେ ବୁଲୁଛି ପ୍ରଚାର ଗାଡି । ଗାଈ ଗୁଡିକୁ ଘରେ ରଖ ନଚେତ ମହାନଗର ନିଗମ ଜବତ କରିବ । ବୁଲା ଗାଈଙ୍କ ପାଇଁ ବଢୁଛି ଦୁର୍ଘଟଣା! ସଚେତନତା ପାଇଁ…

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ନେଲେ ଅନ୍ତିମ ନିଶ୍ୱାସ ।

କନକ ବ୍ୟୁରୋ : ଆରପାରିରେ ଶୀଲା ଦୀକ୍ଷିତ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତ୍ରୀ । ଅପରାହ୍ନ ୩ଟା ୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।…

ମହଙ୍ଗା ପଡ଼ିଲା ବିଧାୟକଙ୍କୁ ଦୁର୍ବ୍ୟବହାର । କଳିଙ୍ଗ ହସ୍ପିଟାଲକୁ ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ଦେଲେ…

କନକ ବ୍ୟୁରୋ: ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଦୁର୍ବ୍ୟବହାର କରିବା ପ୍ରସଙ୍ଗ । ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡ଼ିଲା କଳିଙ୍ଗ ହସ୍ପିଟାଲ । ଏନେଇ ଗୃହରେ ବିବୃତିି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ନବ ଦାସ କହିଛନ୍ତି କି,…

ଓଡିଶାରେ ଚାଲିବ ଇଲେକ୍ଟ୍ରିକ୍ ବସ୍: ପ୍ରଦୂଷଣ ରୋକିବାକୁ କଟକ-ପୁରୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ଇ-ବସ୍

କନକ ବ୍ୟୁରୋ: ଖୁବ୍ ଶୀଘ୍ର କଟକ, ଭୁବନେଶ୍ୱର ଓ ପୁରୀ ଦେଇ ବିଦ୍ୟୁତ ଚାଳିତ ବସ୍ ଚଳାଚଳ କରିବ ବୋଲି ଆଜି ବିଧାନସଭାରେ ଘୋଷଣା କରିଛନ୍ତି  ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ସହରରେ ଦିନକୁ ଦିନ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାକୁ ଲାଗିଛି। ଏହି ସମସ୍ୟାକୁ ଦେଖି ରାଜ୍ୟ…

ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ । ଉତ୍ତର ପ୍ରଦେଶରେ ଆନନ୍ଦୀବେନ୍ ପଟେଲ ,ମଧ୍ୟପ୍ରଦେଶର ରାଜ୍ୟପାଳ ହେଲେ ଲାଲ ଜୀ ଟଣ୍ଡନ…

କନକ ବ୍ୟୁରୋ: ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ । କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟପାଳ ବଦଳିରେ ପ୍ରଥମ ନାମ ଭାବରେ ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କ ନାମ ସାମ୍ନାକୁ ଆସିଛି । ତେବେ…