Daily Archives

July 20, 2019

ଛାଡପତ୍ର ପରେ ସ୍ତ୍ରୀର ଭରଣପୋଷଣ ପାଇଁ ଫ୍ୟାମିଲି କୋର୍ଟରେ ହାଜର ହେଲେ ସ୍ୱାମୀ । କୋର୍ଟଙ୍କ ନିର୍ଦ୍ଦେଶ ମାନି କଏନ ଭରା…

କନକ ବ୍ୟୁରୋ: ୫ବସ୍ତା କଏନ ଧରି କୋର୍ଟରେ ପହଞ୍ଚିଗଲେ ସ୍ୱାମୀ । କାହିଁକି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସ୍ତ୍ରୀକୁ ଭରଣପୋଷଣ ଦେବା ପାଇଁ ଏକ ଫ୍ୟାମିଲି କୋର୍ଟ ରାୟ ଦେଇଥିଲେ । ଆଉ ତା ପରେ କୋର୍ଟରେ ୫ବସ୍ତା କଏନ ଧରି ପହଞ୍ଚି ଯାଇଥିଲେ ସ୍ୱାମୀ । ଏହି ଘଟଣା ଘଟିଛି ଛତିଶଗଡରେ ।…

ନୟାଗଡରେ ଚାଞ୍ଚଲ୍ୟ: ନାବାଳିକାଙ୍କୁ ଅପହରଣ କରି ଭିକ୍ଷାବୃତିରେ ଲଗାଉଥିଲା ଯୁବକ, ଚାନ୍ଦପୁରରୁ ଅପହୃତ ନାବାଳିକାଙ୍କୁ…

କନକ ବ୍ୟୁରୋ: ମହଙ୍ଗା ପଡିଲା ଅସହାୟ ଶିଶୁଙ୍କୁ ଅପହରଣ କରି ଭିକ୍ଷାବୃତିରେ ଲଗାଇବା । ନାବାଳିକାଙ୍କୁ ଅପହରଣ କରି ଭିକ୍ଷାବୃତିରେ ଲଗାଉଥିବା ଜଣେ ଯୁବକକୁ ଗିରଫ କରିଛି ନୟାଗଡ ଚାନ୍ଦପୁର ପୋଲିସ । ତା ନାଁ ଶଙ୍କର । ତାହାର କୌଣସି ନିର୍ଦ୍ଦିଷ୍ଟ ଠିକଣା ନାହିଁ । ପୋଲିସ ଛାନଭିନରୁ ସାମ୍ନାକୁ…

ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ଧୋନୀ। ବିିସିସିଆଇକୁ ଜଣାଇଲେ ମାହି। ଆଗାମୀ ୨ ମାସ କ୍ରିକେଟରୁ ଦୂରେଇ ରହିବାକୁ…

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ମହେନ୍ଦ୍ର ସିଂ ଧୋନୀ । ବିିସିସିଆଇକୁ ଏନେଇ ସଫା ସଫା ଜଣାଇଦେଇଛନ୍ତି ଧୋନୀ । ଆଗାମୀ ୨ ମାସ ପର୍ଯ୍ୟନ୍ତ ସେ କ୍ରିକେଟରୁ ଦୁରେଇ ରହିବାକୁ ନିଷ୍ପତି ନେଇଛନ୍ତି । ତେବେ ପାରାମିଲିଟାରୀ ରେଜିମେଂଟରେ ଯୋଗଦେବେ ମାହି । ୨୦୧୯ ବିଶ୍ୱକପ କ୍ରିକେଟରେ…

ଚାଲିଛି ପାଟକୁରା ପରୀକ୍ଷା! ଦିନ ୧ଟା ସୁଦ୍ଧା ୪୨% ଭୋଟ୍ ଦେଇ ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ଜନତା ।

କନକ ବ୍ୟୁରୋ: ପାଟକୁରାରେ ଦିନ ୧ଟା ସୁଦ୍ଧା ପଡ଼ିଲା ୪୨ ଭୋଟ୍ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଚାଲିଛି । ବର୍ଷା ସତ୍ୱେ ପାଟକୁରା ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଦେଖିବାକୁ ମିଳିଛି ପ୍ରବଳ…

ହାଫିଜ ବିରୋଧରେ ପାକ କାର୍ଯ୍ୟାନୁଷ୍ଠାନକୁ ଆମେରିକାର ସନ୍ଦେହ : ଆତଙ୍କବାଦୀର ଗିରଫଦାରୀକୁ ଲୋକଦେଖାଣିଆ କହିଲା ଟ୍ରମ୍ପ…

କନକ ବ୍ୟୁରୋ : ଆତଙ୍କବାଦୀ ହାଫିଜ୍ ସୟିଦକୁ ଗିରଫ କରି ଗୋଟିଏ ପଟେ ପାକ୍ ନିଜ ଛବି ସୁଧାରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛି । ହେଲେ ପାକିସ୍ତାନ ଉପରେ କିନ୍ତୁ ଟ୍ରମ୍ପ ପ୍ରଶାସନର ଭରସା ନାହିଁ । ବିଶ୍ୱ ଆତଙ୍କବାଦୀ ହାଫିଜର ଗିରଫଦାରୀକୁ ନେଇ ଖୁସି ନୁହେଁ ଆମେରିକା । ପାକିସ୍ତାନର…

କେନ୍ଦ୍ରାପଡ଼ା ରାଜନୀତିର ଦୁଇ ହେଭିୱେଟଙ୍କ କଥା କଟାକଟି । ଅତନୁ କହିଲେ, ସାବିତ୍ରୀ ରଖିବେ ‘ଶଙ୍ଖ’ର ସମ୍ମାନ । ବିଜୟଙ୍କ…

କନକ ବ୍ୟୁରୋ: ପାଟକୁରାରେ କାହାର ହେବ ବିଜୟ? ରେଜଲ୍ଟ ପୂର୍ବରୁ ଚାଲିଲା ରାଜନୀତି । ମୁହାଁମୁହିଁ ହେଲେ କେନ୍ଦ୍ରାପଡ଼ା ରାଜନୀତିର ବିଜେଡି-ବିଜେପି ଦୁଇ ହେଭିୱେଟ । ଭୋଟ୍ ଫଳାଫଳ ପୂର୍ବରୁ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମହାକାଳପଡ଼ା ବିଧାୟକ ଅତନୁ…