Daily Archives

July 3, 2019

ପଡ଼ିଲା ଟିକଟକ୍ ପ୍ରଭାବ: ମୋବାଇଲ ଯିବନି ମାଲକାନଗିରି ମେଡିକାଲ ।

କନକ ବ୍ୟୁରୋ: ମେଡିକାକଲରେ ପଡ଼ିଲା ଟିକ୍ ଟିକ ଇଫେକ୍ଟ । ଏଣିକି ଡାକ୍ତରଖାନାର ଏସ,ଏନ.ସି.ୟୁ, ଆଇ.ସି.ୟୁ, ଅପରେସନ ଥିଏଟର ଏବଂ ଲେବର ରୁମ ପରି ଗରୁତ୍ୱପୁର୍ଣ ସ୍ଥାନକୁ ମୋବାଇଲ ନନେବାକୁ କଡ଼ା ନିର୍ଦ୍ଦେଶ । ସୂଚନା ମୁତାବକ ମାଲକାନଗଗିରି ଏସ.ଏନ.ସି.ୟୁ ରେ ନର୍ସ ମାନଙ୍କ ଟିକ ଟକ୍ ଭିଡିଓ…

କ୍ରିକେଟକୁ ବାଏ ବାଏ ! ମାହିଙ୍କ ପାଇଁ ଚଳିତ ବିଶ୍ୱକପ ହୋଇପାରେ ଶେଷ ବିଶ୍ୱକପ୍ ?

କନକ ବ୍ୟୁରୋ: ଚଳିତ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଜଗତରୁ ବିଦାୟ ନେବେ ମହେନ୍ଦ୍ର ସିଂ ଧୋନୀ । ଏବେ ଜାତୀୟ ଗଣମାଧ୍ୟମରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ମୁତାବକ, ଚଳିତ ବିଶ୍ୱକପରେ ଯଦି ଭାରତ ଫାଇନାଲକୁ ଉନ୍ନିତ ହୁଏ ତେବେ, ତେବେ ଏହା ଧୋନୀଙ୍କ ପାଇଁ ବିଦାୟକାଳୀନ…

କ୍ରିକେଟରୁ ଅବସର ନେଲେ ଅମ୍ବାତି । ବିଶ୍ୱକପରେ ସ୍ଥାନ ନମିଳିବାରୁ କ୍ରିକେଟ୍ ଦୁନିଆକୁ କଲେ ବାଏ ବାଏ ।

କନକ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏ ବାଏ କଲେ ଭାରତୀୟ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ । ସୂଚନା ମୁତାବକ ଚଳିତ ବିଶ୍ୱକପରେ ଭାରତୀୟ ଟିମରେ ସ୍ଥାନ ନମିଳିବାରୁ ଅମ୍ବାତି କ୍ରିକେଟ୍ ଜଗତରୁ ଅବସର ନେବାକୁ ଘୋଷଣା କରିଛନ୍ତି । ୩୩ ବର୍ଷୀୟ ଅମ୍ବାତି ରାୟଡୁ ୨୦୧୩ରେ ଦିନିକିଆରେ ଭାରତ…

ନବୀନଙ୍କ ଚାଟଶାଳୀରେ ନେତାଙ୍କ କ୍ଲାସ୍ ନେଲେ ନବୀନ। ନୂଆ-ପୁରୁଣା ନେତାଙ୍କୁ ନୈତିକତାର ପାଠ ପଢାଇବା ସହ ଦେଲେ…

କନକ ବ୍ୟୁରୋ: ପଂଚମ ପାଳି ପରେ ଆକ୍ଟିଭ ମୋଡରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ନେତାମାନଙ୍କୁ ନବୀନ ନିବାସରେ ନୈତିକତାର ପାଠ ପଢାଇଛନ୍ତି ନବୀନ । ସକାଳ ସାଢେ ୧୦ଟାରୁ ନେତାଙ୍କ କ୍ଲାସ ନେଇଥିଲେ ନବୀନ । ଆଉ ଆରମ୍ଭ ହୋଇଥିଲା ବିଜେଡିର ମାରାଥନ ବୈଠକ । ଯେଉଁଥିରେ ଦଳର କନିଷ୍ଠ ଏବଂ…

କେନ୍ଦ୍ରମନ୍ତ୍ରୀଙ୍କୁ ଏଯାଏଁ ମିଳିନି ସରକାରୀ ଆବାସ : ଓଡ଼ିଶା ଭବନରେ ରହୁଛନ୍ତି ପ୍ରତାପ ଷଡ଼ଙ୍ଗୀ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଏଯାଏଁ ମିଳିନି ସରକାରୀ ଆବାସ । ଫଳରେ ଓଡ଼ିଶା ଭବନରେ ରହିବା ପାଇଁ ବାଧ୍ୟ ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ । ମନ୍ତ୍ରୀପଦ ପାଇବାର ମାସେ ଅତିକ୍ରମ କଲାଣି ହେଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦଙ୍କୁ ସରକାରୀ ଆବାସ ମିଳିନାହିଁ । ମୋଦି…

ରାତିପାହିଲେ ବଡଦାଣ୍ଡକୁ ଆସିବେ ମହାବାହୁ : ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ

କନକ ବ୍ୟୁରୋ : ଆସନ୍ତାକାଲି ପବିତ୍ର ରଥ ଯାତ୍ରା । ଭାଇ ଭଉଣୀଙ୍କୁ ସାଥୀରେ ନେଇ ବଡ ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ ଜଗନ୍ନାଥ । ଏହା ପୂର୍ବରୁ ତିନି ରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ୩ ରଥ । ଆଜ୍ଞାମାଳ ବିଜେ ପରେ ପରମ୍ପରା ମୁତାବକ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି…