Daily Archives

June 27, 2019

ସୋସିଆଲ ମିଡିଆକୁ ଦୂରୁ ଜୁହାର…କାନ୍ଦି ପକାଇଲେ ମାଲକାନଗିରି ନର୍ସ । କହିଲେ ଭୁଲ କରିଛି, ଦଣ୍ଡ ଭୋଗିବି…

କନକ ବ୍ୟୁରୋ: କାନ୍ଦିଲେ ଟିକଟକ୍ ଗାର୍ଲ । କରିଥିବା ଭୁଲ ପାଇଁ ମନ ଦୁଃଖ କଲେ ମାଲକାନଗିରି ମୁଖ୍ୟ ମେଡିକାଲର ନର୍ସ । ଡ୍ୟୁଟି ସରିଯିବା ପରେ ସେମାନେ ଏହି ଭିଡିଓ କରିଥିଲେ । ଡ୍ୟୁଟି ସରିବା ପରେ ଚେଞ୍ଜିଂ ରୁମରେ ସେମାନେ ସମୟ ଅତିବାହିତ କରିବା ପାଇଁ ନିଜ ନିଜ ମଧ୍ୟରେ ଏହି ଭିଡିଓ କରିଥିବା…

ସାହସ ଦେଖାଇଲେ ସାହସୀ ଜିଲ୍ଲାପାଳ । ମାଓଗଡରେ ପହଞ୍ଚିଲେ, ଲୋକଙ୍କ ସମସ୍ୟା ପଚାରି ବୁଝିଲେ

କନକ ବ୍ୟୁରୋ : ଲାଲଗଡରେ ସାହସୀ ଜିଲ୍ଲାପାଳ । ଯେଉଁ ଅଞ୍ଚଳକୁ ଯିବାକୁ ସରକାରୀ ଅଧିକାରୀ ମାନେ ଭୟ କରିଥାନ୍ତି ସେଭଳି ଅପହଞ୍ଚ ଇଲାକାରେ ପହଞ୍ଚିଛନ୍ତି ଜିଲ୍ଲାପାଳ । ଆଉ ଜିଲ୍ଲାପାଳଙ୍କ ଏଭଳି ପ୍ରୟାସ ଯୋଗୁଁ ମାଲକାନଗିରିର ଅପହଞ୍ଚ ଇଲାକାରେ ପ୍ରଥମଥର ପାଇଁ ପଡିଲା ପ୍ରଶାସନର ପାଦ । ଅପହଞ୍ଚ…

ସାମ୍ବାଦିକଙ୍କୁ ମାରିଥିଲେ ଶାସ୍ତି ପାଇଲେ । ୫ବର୍ଷ ପରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ରାୟ ଶୁଣାଇଲେ ଖଲ୍ଲିକୋଟ…

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟଙ୍କ ହତ୍ୟା ଘଟଣା । ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଲେ ଖଲିକୋଟ ଏଡିଜେ କୋର୍ଟ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତି କରି ବଡ଼ଧରଣର ରାୟ ପ୍ରକାଶ ଦେଇଛନ୍ତି ଖଲିକୋଟ ଏଡିଜେ କୋର୍ଟ ମାନ୍ୟବର ବିଚାରପତି । ସୂଚନା ମୁତାବକ…

ବିଶ୍ୱରେକର୍ଡ କଲେ ବିରାଟ । ଭାଙ୍ଗିଲେ ସଚିନ ଓ ଲାରାଙ୍କ ରେକର୍ଡ

ବିରାଟଙ୍କ ବିଶ୍ୱରେକର୍ଡ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୭ ରନ୍ କରିବା ସହ ବିଶ୍ୱରେକର୍ଡ ହାସଲ କରିଛନ୍ତି କ୍ୟାପଟେନ କୋହଲି । ଆଉ ଏହାସହ ଦୁଇ ପୂର୍ବତନ କ୍ରିକେଟର ବ୍ରାଏନ ଲାରା ଓ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ଅର୍ନ୍ତଜାତୀୟ କ୍ରିକେଟରେ ଦ୍ରୁତ ୨୦ ହଜାର ରନ୍ ସଂଗ୍ରହ…

ସମୁଦ୍ରରେ ବୋଟିଂର ମଜା ନେଉଥିଲେ ବାପା ମା’, କାର ଭିତରେ ଅଣନିଶ୍ୱାସୀ ହୋଇ ଛଟପଟ ହେଉଥିଲା ୫ ବର୍ଷର କୁନି ଛୁଆ ।

କନକ ବ୍ୟୁରୋ : ସମୁଦ୍ରରେ ମଜା ନେଉଥିଲେ ବାପା ମା’ । ବନ୍ଦ କାର ଭିତରେ ଛଟପଟ ହୋଇ କାନ୍ଦୁଥିଲା ୫ ବର୍ଷର ଛୁଆ । ସମୁଦ୍ର ମଝିରେ ବୋଟ ରାଇଡିଂରେ ବାପା ମା’ ମଜ୍ଜି ଯାଇଥିବା ବେଳେ ଛୋଟ ଛୁଆ କଥା ସମ୍ପୂର୍ଣ୍ଣ ଭୂଲି ଯାଇଥିଲେ । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲାର ଦୀଘା ସମୁଦ୍ର କୂଳ ନିକଟରେ…

ଆଉ ମାତ୍ର ୩୭ ରନ୍… । ସଚିନ୍ ଓ ଲାରାଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି ।

କ୍ୟାପଟେନ କୋହଲିଙ୍କୁ ଅପେକ୍ଷା କରିଛି ଆଉ ଏକ ବିଶ୍ୱ ରେକର୍ଡ । ଆଉ ଏହି ରେକର୍ଡ ପାଇଁ କୋହଲିଙ୍କୁ ଦରକାର ମାତ୍ର ୩୭ ରନ୍ । ଆଉ ୩୭ ରନ୍ ହାସଲ କରିବା ସହ କ୍ରିକେଟର ଦୁଇ ପୂର୍ବ ତାରକା ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିବେ କୋହଲି । ଅର୍ନ୍ତଜାତୀୟ କ୍ରିକେଟରେ ଦ୍ରୁତ ୨୦…