Daily Archives

June 27, 2019

IAS ଅଧିକାରୀଙ୍କ କ୍ୱାର୍ଟର ମରାମତି ପାଇଁ ଖର୍ଚ୍ଚ ୬୮ ଲକ୍ଷ । ଝରକା ମଶା ଜାଲି ପାଇଁ ୪ ଲକ୍ଷ, ଭଙ୍ଗା ପାଚେରୀର ମରାମତି…

କନକ ବ୍ୟୁରୋ : ସରକାର କା ମାଲ୍ ଦରିଆ ମେଁ ଡାଲ୍ । ହିନ୍ଦୀ ଭାଷାରେ ଏଭଳି ଏକ ଲୋକକଥା ରହିଛି ଯାହାର ଝଲକ ଏବେ ଓଡ଼ିଶାରେ ଦେଖିବାକୁ ମିଳିଛି । ଆରଟିଆଇରେ ଖୋଲିଲା ସରକାରୀ ବାବୁଆଣୀଙ୍କୁ ଅୟସ ଆରାମର ଭାନୁମତୀ ପେଡି । ନିଜର ଅୟସ ଆରାମ ପାଇଁ ସରକାରୀ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିଛନ୍ତି…

ମାଞ୍ଚେଷ୍ଟର ମୈଦାନରେ ମହାମୁକାବିଲା: ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ…

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ୨୦୧୯, ମାଞ୍ଚେଷ୍ଟର ମଇଦାନରେ ଟସ୍ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରିବାକୁ ଅଧିନାୟକ ବିରାଟ କୋହଲିଙ୍କ ନିଷ୍ପତି । ମାଂଚେଷ୍ଟରରେ ମହାମୁକାବିଲାରେ ଦୁଇ ଥରର ବିଶ୍ୱକପ୍ ଚାମ୍ପିଅନ୍ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଉ କିଛି ସମୟ ପରେ ଟକ୍କର ହେବ ।…

ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ କଂଗ୍ରେସର ସଙ୍ଗୀନ ଅଭିଯୋଗ ! ଘରୋଇ ସ୍କୁଲକୁ ମୁନାଫା ଦେବା ଲକ୍ଷ୍ୟରେ ଜାଣିଶୁଣି ସରକାରୀ…

କନକ ବ୍ୟୁରୋ :  ରାଜ୍ୟର ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି । ବେସରକାରୀ ସ୍କୁଲ ଗୁଡ଼ିକ ପାଇଁ ସରକାରୀ ସ୍କୁଲରେ ପାଠ ପଢ଼ାଇବା ପାଇଁ ଅଭିଭାବନ ଅନିଚ୍ଛୁକ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ତଥା ଶିକ୍ଷାର ମାନ ବଢ଼ାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ…

ଲୌହଦାନବ ସାମ୍ନାରୁ ଆଶ୍ଚର୍ଯ୍ୟଜନକ ଭାବେ ନିଜକୁ ବଞ୍ଚାଇଲେ ଯୁବକ : ମାଡିଆସୁଥିଲା ମରଣ, ଉପାୟ ନପାଇ ଟ୍ରାକ ମଝିରେ…

କନକ ବ୍ୟୁରୋ : ମୃତ୍ୟୁ ସହ ମୁହାଁମୁହିଁ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ । ଟ୍ରେନ ଆସୁଥିବା ଦେଖି ଦୁଇ ରେଳ ଧାରଣା ମଝିରେ ଶୋଇ ପଡିଥିଲେ ଯୁବକ । ଉପରେ ଟ୍ରେନ ଚାଲିଯାଇଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ଜୀବନ ବଂଚାଇପାରିଛନ୍ତି ସୁନ୍ଦରଗଡ ଖଣ୍ଡାଧାର ଗାଁର ଦେବରାଜ ପାତ୍ର । ଏଭଳି…

ବଡ ଠାକୁରଙ୍କୁ ନେଇ ଅନୁଭୂତି ବଖାଣିଲେ ହାସ୍ୟ ଅଭିନେତା ପପୁ ପମପମ । କହିଲେ, ଜଗନ୍ନାଥଙ୍କ ବାନା ହାତରେ ବାନ୍ଧିବା ପରେ…

କନକ ବ୍ୟୁରୋ : ଆଗକୁ ଆସୁଛି ରଥଯାତ୍ରା । ବଡ ଠାକୁରଙ୍କ ବଡ ପରବ । ଅଣସର ଘରୁ ବାହାରିବା ପରେ ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ ଦାଣ୍ଡକୁ ଓହ୍ଲାଇ ଆସିବେ କଳା ଠାକୁର । ବଡଦାଣ୍ଡରେ ଏକାକାର ହୋଇଯିବେ ଭକ୍ତ ଓ ଭଗବାନ । କଳାଠାକୁରଙ୍କ ଟିକିଏ ଝଲକ ପାଇବା ପାଇଁ କାହିଁ କେଉଁ ଆଡୁ ଧାଇଁ ଆସିବେ ଭକ୍ତ…

ଏବେ ଖୋଲନ୍ତୁ ନିଜର ଗ୍ୟାସ୍ ଏଜେନ୍ସୀ ! କୌଣସି ସିକ୍ୟୁରିଟି ଡିପୋଜିଟର ଆବଶ୍ୟକତା ନାହିଁ , ଦଶମ ପାସ୍ ଯୋଗ୍ୟତା ଥିବା…

ଏବେ ଗ୍ୟାସ୍ ଏଜେନ୍ସୀ ଖୋଲିବାର ମଉକା ଆପଣ ପାଇପାରିବେ । ଗୋ ଗ୍ୟାସ୍ କମ୍ପାନୀ ଏଥିପାଇଁ ବିଜ୍ଞାପନ ଜାରୀ କରିଛି । କମ୍ପାନୀ ଏଜେନ୍ସି ଖୋଲିବା ପାଇଁ ସିକ୍ୟୁରିଟି ଡିପୋଜିଟ୍ ମଧ୍ୟ ନେବ ନାହିଁ । ଏହାର ଅର୍ଥ ଡିଲରସିପ୍ ରୁ ଆରମ୍ଭ କରି ଡିଷ୍ଟ୍ରିବ୍ୟୁସନ୍ ପାଇଁ ମଧ୍ୟ ଟଙ୍କା ଜମା କରିବାକୁ…