Daily Archives

June 23, 2019

ବିରାଟ କୋହଲିଙ୍କୁ ଫାଇନ୍ । ଆଫଗାନିସ୍ତାନ ବିପକ୍ଷରେ ମାତ୍ରାଧିକ ଅପିଲ୍ ପାଇଁ କଟିଲା ୨୫% ମ୍ୟାଚ୍ ଫି’ ।

କନକ ବ୍ୟୁରୋ: ରନ୍ ମେସିନ୍ ତଥା ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଫାଇନ୍ । ଗତକାଲି ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପର ୨୮ତମ ମ୍ୟାଚ୍ ପାଇଁ କୋହଲି ତଣ୍ଡ ଗଣିଛନ୍ତି । ଆଫଗାନିସ୍ତାନ ବ୍ୟାଟିଂ କରୁଥିବାବେଳେ କୋହଲି ମାତ୍ରାଧିକ ଅପିଲ୍ କରିଥିବା ଆଇସିସିର…

କାମ ଦେଲା ମାହିଙ୍କ ମନ୍ତ୍ରଣା: ଶେଷ ଓଭରରେ ସାମିଙ୍କୁ ଧୋନି ଦେଲେ ଟିପ୍ସ, ରୋମାଂଚକ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ: ସାଉଥହମ୍ପଟମରେ ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଶେଷ ଓଭରରେ ରୋମାଂଚକର ସ୍ଥି୍ତିରେ ଥିଲା ଖେଳ । ବିଜୟ ପାଇଁ ଆଫଗାନିସ୍ତାନକୁ ଦରକାର ଥିଲା ୬ବଲରୁ ୧୮ ରନ୍ । ଶେଷ ଓଭରର ବୋଲିଂ କରିବାକୁ ଆସିଥିଲେ ମହମ୍ମଦ ସାମି । ହେଲେ ପ୍ରଥମ ବଲକୁ ଚୌକା ମାରିଥିଲେ ଆଫଗାନିସ୍ଥାନ ଖେଳାଳି…

ଆଂଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ: ୨୮ ତାରିଖ ଯାଏଁ ଏହିସବୁ ଜିଲ୍ଲାରେ ଘଡଘଡି ସହିତ କାଳବୈଶାଖୀ ସମ୍ଭାବନା

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚିବା ସହ ଟ୍ରପ୍‌ ଲାଇନ୍‌ ଦେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ବର୍ଷାର ପରିମାଣ କମିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ…

କ୍ରିକେଟ୍ ବିଶ୍ୱକପ: ଲର୍ଡ୍ସରେ ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ଟକ୍କର, ଟସ୍ ଜିତି ପ୍ରଥମେ ବ୍ୟାଟିଂ…

କନକ ବ୍ୟୁରୋ: କ୍ରିକେଟ୍ ବିଶ୍ୱକପ୍ ୨୦୧୯: ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ନମ୍ବର ୩୦ରେ ଟସ୍ ଜିତିଲା ପାକିସ୍ତାନ । ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ପାକିସ୍ତାନ । ତେବେ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ…

ମାୟାବତୀଙ୍କୁ ଘାରିଲା ବୈଠକରୁ ଡାଟା ଲିକ୍ ହେବାର ଭୟ ! ବୈଠକରେ ଭାଗ ନେବା ପାଇଁ ନେତା ଓହ୍ଲାଇଲେ ଜୋତା,ଚପଲ ଏବଂ…

ଲୋକସଭା ନିର୍ବାଚନ ୨୦୧୯ ର ଫଳାଫଳ ପରେ ବିଏସପି ପ୍ରମୁଖ ମାୟାବତୀ ଚଳିତ ମାସରେ ଦ୍ୱିତୀୟଥର ପାଇଁ ପାର୍ଟି ନେତାଙ୍କ ସହ ମିଶୁଛନ୍ତି । ଏଭଳି ମନେ କରାଯାଉଛି ଯେ ମାୟାବତୀ ପାର୍ଟିରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏହି ବୈଠକକୁ ନେଇ ଏବେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି ।…

ମହାନଦୀ ହେବ ପ୍ରଦୂଷଣ ମୁକ୍ତ ! ମହାନଦୀର ୧୦ଟି କ୍ଷେତ୍ରରେ ପ୍ରଦୂଷଣ ଦୂର ପାଇଁ ଅଂଟା ଭିଡିଲେ ରାଜ୍ୟ ସରକାର

କନକ ବ୍ୟୁରୋ: “ନମାମି ଗଙ୍ଗା’ ପ୍ରକଳ୍ପ ଭଳି ମହାନଦୀରୁ ପ୍ରଦୂଷଣ ଦୂର କରାଯିବ ବୋଲି ରାଷ୍ଟ୍ରପତି ସଂସଦରେ କହିବା ପରେ ଏବେ ମହାନଦୀର ୧୦ଟି କ୍ଷେତ୍ରରେ ପ୍ରଦୂଷଣ ଦୂର ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସକରାର । ଜାତୀୟ ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶ ଅନୁସାରେ ଏନେଇ କ’ଣ କରାଯାଉଛି ସେ…