Daily Archives

June 23, 2019

ସରିଲା ବିଜେଡି ବିଧାୟକ ଦଳ ବୈଠକ । ଇସ୍ତାହାର ପ୍ରତିଶ୍ରୁତି ପୂରଣ କରିବାକୁ ନବୀନଙ୍କ ଫୋକସ୍ ।

କନକ ବ୍ୟୁରୋ: ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ପାଇଁ ବିଜେଡିର ବ୍ଲୁ-ପଣ୍ଟ୍ । ପଞ୍ଚମ ପାଳିର ପ୍ରଥମ ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କ ସହ ରଣନୀତି ପ୍ରସ୍ତୁତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକ ପରେ, ନବୀନ କହିଛନ୍ତି କି, ରାଜ୍ୟର ସ୍ୱାର୍ଥ ନେଇ ବିଧାନସଭାରେ ସମସ୍ତ…

ବୈଠକରେ ବାହାରିଲାନି ନିଷ୍କର୍ସ । ଦିଲ୍ଲୀ ଗଲା ବିଜେପି ବିଧାୟକଙ୍କ ତାଲିକା, ବିଧାୟକ ଦଳ ନେତା ବାଛିବେ ରାଷ୍ଟ୍ରୀୟ…

କନକ ବ୍ୟୁରୋ: ବୈଠକ ସରିଲା, ଏବେ ଦିଲ୍ଲୀ ଭରସା । ରାଜ୍ୟ ବିଜେପିର ବିଧାୟକ ଦଳ ନେତା କିଏ ହେବ ସେନେଇ ଦିଲ୍ଲୀ ଦରବାରରୁ ଆସିବ ଗ୍ରୀନ୍ ସିଗନାଲ । ଆଉ ଓଡ଼ିଶା ବିଜେପି ବିଧାୟକ ଦଳ ନେତା କିଏ ହେବ ସେନେଇ ନିଷ୍ପତି ନେବେ ବିଜେପି ରାଷ୍ଟ୍ରୀୟ ଅମିତ ଶାହା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ…

ଧୋନୀଙ୍କ ଧୀମା ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍…

ଆଫଗାନିସ୍ତାନ ବିପକ୍ଷରେ ଭାରତ ୧୧ ରନର ରୋମାଞ୍ଚକର ବିଜୟ ହାସଲ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଦର୍ଶନକୁ ଏବେ ସମାଲୋଚନା ଆରମ୍ଭ ହୋଇଛି । ପୂର୍ବତନ କ୍ରିକେଟର ମାନେ ଭାରତର ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ ଏହି ତାଲିକାରେ…

ପୁଅର ସ୍ୱପ୍ନକୁ ସାକାର କରିବା ପାଇଁ ମରିବାକୁ ବି ପ୍ରସ୍ତୁତ ବାପା ! ସାହିଲର ଡାକ୍ତର ହେବାର ଇଚ୍ଛାକୁ ପୁରଣ କରିବାକୁ…

ନିଜ ସନ୍ତାନର ସ୍ବପ୍ନକୁ ସାକାର କରିବା ପାଇଁ ବାପା ମାଆମାନେ କେତେ କ’ଣ ନ କରନ୍ତି ତାହା ସମସ୍ତଙ୍କୁ ଜଣା। ଏଭଳି ଏକ ବିରଳ ଉଦାହରଣ ପୁଣି ଦେଖିବାକୁ ମିଳିଛି ଗୁଜୁରାଟରେ। ଗୁଜୁରାଟର ବଁଶଦା ତାଲୁକର ଏକ ଆଦିବାସୀ ଅଂଚଳରେ ଜଣେ ଦିବ୍ୟାଙ୍ଗ ପିତା ଜୟେଶ ପଟେଲ ନିଜ ପୁଅର ଡାକ୍ତର ହେବାର ସ୍ୱପ୍ନ…

ସନ୍ଧ୍ୟା ୭ଟା ସୁଦ୍ଧା ୧୭ ଜିଲ୍ଲାକୁ ସତର୍କ ଘଣ୍ଟି ! ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର…

କନକ ବ୍ୟୁରୋ: ରାତି ୭ଟା ମଧ୍ୟରେ ରାଜ୍ୟର ୧୭ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ଭଦ୍ରକ, ଗଞ୍ଜାମ,…

ମାଲକାନଗିରିରେ ଅଭିନବ ଉପାୟରେ ଚାଲିଛି ଗଂଜେଇ ଚାଲାଣ । ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଟ୍ରକ୍ ଓ କାରରେ…

କନକ ବ୍ୟୁରୋ: ମାଲକାନଗିରିରେ ଅଭିନବ ଉପାୟରେ ଚାଲିଛି ଗଂଜେଇ ଚାଲାଣ । ଯାହାର ଟେର ପାଉନି ପୋଲିସ । ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଗଂଜେଇ ମାଫିଆ ଟ୍ରକ୍ ଓ କାରରେ କରୁଛନ୍ତି ଗଂଜେଇ ଚାଲାଣ । ଏଭଳି ଚାଲାଣ ହେଉଥିବା ୧୧ କୁଇଂଟାଲ ଗଂଜେଇ ଜବତ କରିଛି ମାଲକାନଗିରି ଅବକାରୀ ବିଭାଗ ।…