Daily Archives

June 22, 2019

ପ୍ରଶାସକଙ୍କୁ ନବୀନଙ୍କ ପ୍ରଶ୍ନ: କିଭଳି ଚାଲିଛି ସରକାରୀ ଦଫ୍ତର, କେତେ ସନ୍ତୁଷ୍ଟ ଅଛନ୍ତି ଜନତା ?

କନକ ବ୍ୟୁରୋ: ପଞ୍ଚମ ପାଳିରେ ଅଧିକ ସକ୍ରିୟ ନବୀନ ସରକାର । ପ୍ରଥମେ ମନ୍ତ୍ରୀଙ୍କୁ ମନ୍ତ୍ରୀ ଓ ପରେ ପ୍ରଶାସକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଗୋଟିଏ ସରକାର ତାର ଭଲ କାମ ପାଇଁ ଲୋକଙ୍କ…

ମୋଦିଙ୍କୁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ । ସୁପ୍ରିମକୋର୍ଟ କ୍ଷମତା ବୃଦ୍ଧି କରିବାକୁ ହେଲେ ବଢାଇବାକୁ ହେବ ହାଇକୋର୍ଟ…

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ପଡିରହିଥିବା ମାମଲାର ତ୍ୱରିତ ବିଚାର ପାଇଁ ବିଚାରପତିମାନଙ୍କୁ ନିଯୁକ୍ତି କରାଯାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ସେ ଆହୁରି ମଧ୍ୟ କହିଛନ୍ତି ପୁରୁଣା…

ବସରେ ବୁଲିଲେ, ସ୍କୁଲ ଚଟାଣରେ ଶୋଇଲେ ମୁଖ୍ୟମନ୍ତ୍ରୀ । କୁମାରସ୍ୱାମୀଙ୍କ ଗାଁ ପ୍ରବାସ ଯାତ୍ରା, ରାଜ୍ୟସାରା ବୁଲି…

କନକ ବ୍ୟୁରୋ : ବସରେ ବୁଲିଲେ କୁମାରସ୍ୱାମୀ । ଗାଁ ସ୍କୁଲରେ ଶୋଇଲେ ମୁଖ୍ୟମନ୍ତ୍ରୀ । ସଙ୍କଟରେ କର୍ଣ୍ଣାଟକ ସରକାର । ରାଜ୍ୟରେ ମେଂଟ ସରକାରକୁ ନେଇ ଛକାପଞ୍ଝା ଲାଗିରହିଥିବା ବେଳେ ଏପରି ସମୟରେ ସାଧାରଣ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଦ୍ୱିତୀୟ ଥର…

ଆମେରିକାକୁ ଇରାନ୍ ଦେଲା ଚେତାବନୀ । କହିଲା, ଆକ୍ରମଣ ହେଲେ ଉପସାଗରୀୟ ଅଞ୍ଚଳରେ ଜଳିବ ନିଆଁ ।

କନକ ବ୍ୟୁରୋ : ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବା ପରେ ଶେଷ ମୂହୂର୍ତ୍ତରେ ତାହାକୁ ପ୍ରତ୍ୟାହାର କରିଥିଲେ । ଆଜି ଇରାନ ଆମେରିକାକୁ ଚେତବନୀ ଦେଇ କହିଛି ଯେ ଆମେରିକା ଯଦି…

ଏଣିକି ମାସର ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି: ସମୟ ବଦଳାଇବା ସହ ଛୁଟି ବଢ଼ାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ: ଅଧିକ ସମୟ ଦିଅ, ଆଉ ଗୋଟେ ଶନିବାର ଛୁଟି ନିଅ । ନୂଆ ସରକାର ଗଢ଼ିବା ପରେ ନୂଆ ନିଷ୍ପତ୍ତି ନେଇଛନ୍ତି ନବୀନ । ଏଣିକି ସବୁ ସରକାରୀ ଅଫିସରଙ୍କୁ ୪ର୍ଥ ଶନିବାର ଛୁଟି ମିଳିବ । ମାସର ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି ରହିବ । ପୂର୍ବରୁ ମାସର ୨ୟ ଶନିବାର ସରକାରୀ ଛୁଟି ମିଳୁଥିବା…