Daily Archives

June 20, 2019

ମହାପ୍ରଭୁଙ୍କୁ ନେଇ ଅନୁଭୂତି ବଖାଣିଲେ ଅନୁଭବ । କହିଲେ, ନିର୍ବାଚନ ଦିନ ପୂଜାର୍ଚ୍ଚନା ସମୟରେ କାଳିଆ ଠାକୁରଙ୍କ ମଥାରୁ…

କନକ ବ୍ୟୁରୋ : ପୂରା ବିଶ୍ୱର ଠାକୁର ଜଗନ୍ନାଥ ମହାପ୍ରଭୁ । ରତ୍ନବେଦୀରେ ବସି ପୂରା ବିଶ୍ୱକୁ ଚଳାଉଛନ୍ତି ବିଶ୍ୱନିୟନ୍ତା । ଭକ୍ତର ଭାବନାକୁ ବେଶ ଭଲ ଭାବେ ବୁଝିପାରନ୍ତି , ସେଥିପାଇଁ ତ ସେ ଭାବର ଠାକୁର । କାହା ପାଇଁ ଜଗା ଭାବ ବିନୋଦିଆ ତ ପୁଣି କାହା ପାଇଁ ଜଗତର ନାଥ । ଏହି ମାଟିରେ ବଡ…

ରାତି ୭ଟା ସୁଦ୍ଧା ୧୬ ଜିଲ୍ଲାକୁ କାଳବୈଶାଖୀ ! ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ରାତି ୭ଟା ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୭ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ…

ବିହାର ବିଭୀଷିକା ଦେଖି ଡରିଲେଣି ମାଲକାନଗିରି ମାଆ: ମୁଜାଫରପୁର ମନେପକାଇ ଦେଉଛି ୧୬ର ଶିଶୁମଡ଼କ କଥା…

କନକ ବ୍ୟୁରୋ: ମୁଜାଫରପୁରରେ ମୁଣ୍ଡବିନ୍ଧାଉଛି ମସ୍ତିଷ୍କ ଜ୍ୱର । ଜଣେ ପରେ ଜଣେ ଶିଶୁଙ୍କୁ ଜୀବନ ନେଉଛି ଜ୍ୱର । ବିହାର ମୁଜାଫରପୁର ଶିଶୁ ମୃତ୍ୟୁର ଉପତ୍ୟକା ପାଲଟିଥିବା ବେଳେ ଏଯାଏଁ ୧୩୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅପପୁଷ୍ଟି କାରଣରୁ ଶିଶୁ ମୃତ୍ୟୁ ହେଉଥିବା…

୮ ମାସ ହେଲା ଏନକ୍ଲୋଜରରେ ବାଘୁଣୀ: ତାରଜାଲି ଘେରାରେ ଘନ ଜଙ୍ଗଲକୁ ଝୁରୁଛି ସୁନ୍ଦରୀ ।

କନକ ବ୍ୟୁରୋ: କେମିତି ଅଛି ସୁନ୍ଦରୀ? ସାତକୋଶିଆ ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ବାଘୁଣୀ ସୁନ୍ଦରୀର ସ୍ଥିତି ସ୍ପଷ୍ଟ ହେଉନାହିଁ । ମଣିଷ ଶିକାର ଅଭିଯୋଗ ଆସିବା ପରେ ୮ ମାସ ହେଲା ବନ୍ଦୀ ଜୀବନ ବିତାଉଛି ସୁନ୍ଦରୀ । ଦୀର୍ଘ ମାସ ଏନକ୍ଲୋଜରରେ ରହିବା ପରେ ଜଙ୍ଗଲକୁ ଛାଡିବା ନେଇ ଦେଖାଦେଇଛି…

ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା । ଧୱନ ଓ ଭୁବନେଶ୍ୱରଙ୍କ ପରେ ଆହତ ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚର ହିରୋ ।

ଚଳିତ ବିଶ୍ୱକପରେ ଆହତ ସମସ୍ୟା ଭାରତୀୟ ଟିମ୍ ପାଇଁ ଚିନ୍ତାର କାରଣ ପାଲଟିଛି । ଗୋଟିଏ ପଟେ ଦମଦାର ଫର୍ମରେ ଥିବା ଶିଖର ଧୱନ ଆହତ ହୋଇ ବିଶ୍ୱକପ ଅଧାରୁ ଟିମରୁ ବାଦ୍ ପଡିଥିବା ବେଳେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହତ ହୋଇଛନ୍ତି । ଏସବୁ ଭିତରେ ଆହତ…

କ୍ରିକେଟ୍ ବିଶ୍ୱକପ୍: ଟ୍ରେଣ୍ଟବ୍ରିଜରେ ଚାଲିଛି ଅଷ୍ଟ୍ରେଲିଆ-ବାଂଲାଦେଶ ମଧ୍ୟରେ ଟକ୍କର, ଟସ୍ ଜିଣି ଅଷ୍ଟ୍ରେଲିଆର…

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍, ନଟିଂହାମର ଟ୍ରେଣ୍ଟବ୍ରିଜଠାରେ ମୁହାଁମୁହିଁ ହେଉଛନ୍ତି ଅଷ୍ଟ୍ରେଲିଆ-ବାଂଲାଦେଶ । ବିଶ୍ୱକପ କ୍ରିକେଟର ୨୬ ତମ ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ…