Daily Archives

June 17, 2019

ନବୀନଙ୍କ ଗସ୍ତ ପୂର୍ବରୁ ତାତିଲା ତୁଳସୀକ୍ଷେତ୍ର ରାଜନୀତି ! ଅଣରାଜନୈତିକ ଗସ୍ତରୁ ରାଜନୀତିର ଗନ୍ଧ ବାରିଲେ ବିରୋଧୀ ?

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ପାଟକୁରା ପାଇଁ ବାଜିବ ବିଗୁଲ । ଦିନେ ଦୁଇ ଦିନ ଭିତରେ ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ହେଲେ ତାରିଖ ଘୋଷଣା ପୂର୍ବରୁ ତୁଳସୀକ୍ଷେତ୍ରରେ ବଢ଼ିଲାଣି ରାଜନୀତି ତାତି । ଯଦିଓ ରଜ ପରେ ପରେ ବର୍ଷା କାରଣରୁ ଖରା ଟିକେ କମିଛି ହେଲେ ରାଜନୀତିର…

ମନ୍ଦିରରେ ଲାଗିଲା ଜୟ-ବିଜୟ ମୂର୍ତ୍ତି : ସିଂହଦ୍ୱାରରେ ଜୟ-ବିଜୟ ମୂର୍ତ୍ତି ସ୍ଥାପନ କଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ

କନକ ବ୍ୟୁରୋ : ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିରର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି। ମେ ୩ ତାରିଖରେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’ ପ୍ରବାହ ସମୟରେ ସିଂହଦ୍ୱାରରେ ଥିବା ଉକ୍ତ ମୂର୍ତ୍ତି ଭାଙ୍ଗି…

ବିଚକ୍ଷଣ ରଣନୀତି ପ୍ରସ୍ତୁତ କରିଥିଲେ ପାକିସ୍ତାନ ଅଧିନାୟକ ! କିନ୍ତୁ ରୋହିତ୍ –ରାହୁଲ୍-କୋହଲି ଓଲଟାଇ ଦେଲେ…

ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ପରେ ପାକ୍ ଅଧିନାୟକ ସରଫରାଜ୍ ଅହମ୍ମଦଙ୍କୁ ନେଇ ଖୁବ୍ ଆଲୋଚନା ହେଉଛି । ତେବେ ପାକ୍ ଟିମ୍ ଏବଂ ମ୍ୟାନେଜମେଣ୍ଟ୍ ଦୁହେଁ ଏହି କଥାକୁ ଧ୍ୟାନରେ ରଖି କ୍ରିକେଟ୍ ଖେଳୁଥିଲେ ଯେ ମ୍ୟାଚ୍ ମଝିରେ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି । ଇତିହାସ…

ସଂସଦରେ ବଦଳିଲା ନେତାଙ୍କ ସିଟ୍: ସୁଷମାଙ୍କ ଆସନରେ ବସିଲେ ଶାହା, ମୋଦିଙ୍କ ପାଖରେ ରାଜନାଥ

କନକ ବ୍ୟୁରୋ: ଆରମ୍ଭ ହୋଇଛି ଶପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହା ହେଉଛି ପ୍ରଥମ ଅଧିବେଶନ । ୪୦ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ନବନିର୍ବାଚିତ ସାଂସଦମାନଙ୍କର ଶପଥ ପାଠ ସହ ଆରମ୍ଭ କରାଯାଇଛି । ତେବେ ଏହି ଅବସରରେ ସମସ୍ତଙ୍କର ନଜର କେବଳ…

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟସ୍ନାନ : ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

କନକ ବ୍ୟୁରୋ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ କଲେ ସ୍ନାନ । ସ୍ନାନ ପରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଅଛି । ସୁରକ୍ଷା ଦାୟିତ୍ୱରେ ୪୩ ପ୍ଲାଟୁନ୍ ପୋଲିସ ଫୋର୍ସ…

ଆଜି ପବିତ୍ର ସ୍ନାନ ଯାତ୍ରା ! କାଳିଆ ଠାକୁରଙ୍କ ଜନ୍ମଦିନ ଯାତ୍ରା । 

ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୁଏ ଶ୍ରୀଜଗନ୍ନାଥଙ୍କର ସ୍ନାନଯାତ୍ରା। ଏହି ଦିନଟି ତାଙ୍କର ଜନ୍ମଦିନ। ଏହା ଶ୍ରୀଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ବୋଲି କେତେକ ଶାସ୍ତ୍ର, ଗ୍ରନ୍ଥରେ ବର୍ଣ୍ଣନା ଅଛି। ‘ନୀଳାଦ୍ରି ମହୋଦୟ’ରେ ଶ୍ରୀଜଗନ୍ନାଥ କହିଛନ୍ତି- ଜ୍ୟେଷ୍ଠ ଅମାବାସ୍ୟା ଦିନ…