Daily Archives

June 17, 2019

ସାମ୍ନାକୁ ଆସିଲା ସ୍ୱଚ୍ଛ ଭାରତ ଅଭିଯାନର ସତ ! ଲୋକଙ୍କୁ ନଦେଇ ୭ଶହରୁ ଅଧିକ ପାଇଖାନା ଟଙ୍କା ଚଳୁ କରିନେଲେ ଦଲାଲ୍

କନକ ବ୍ୟୁରୋ: ଲୋକଙ୍କର କାମ ହୋଇନାହିଁ କିନ୍ତୁ ସରକାରୀ ଦପ୍ତରରୁ ଟଙ୍କା ଉଠି ପହଂଚିଯାଇଛି ଠିକାଦାରଙ୍କ ପକେଟରେ । ଫାଇଲ ପତ୍ର ବି ପୂରା ରେଡି, ସମସ୍ତଙ୍କ କାମ ହୋଇଛି ବୋଲି ମଧ୍ୟ ବିଭାଗୀୟ ୱେବସାଇଟରେ ବି ପ୍ରକାଶିତ କରାଯାଇଛି । ହେଲେ ବାସ୍ତବରେ କାମ ଶୂନ । ପାଖାପାଖି ୭୦୦ ପାଇଖାନା…

କାମ କଲାନି ଯାଦୁଗରଙ୍କ କୁହୁକ ବିଦ୍ୟା : ହାତ-ଗୋଡରେ ଚେନ ବାନ୍ଧି ପାଣି ଭିତରକୁ ଓହ୍ଲାଇବା ପରଠାରୁ ନିଖୋଜ

ଲୋକଙ୍କୁ ଆକର୍ଷିତ କରିବା ଚେଷ୍ଟା କରୁଥିବା ଜଣେ ଯାଦୁଗରଙ୍କ ଷ୍ଟଣ୍ଟ ଅସଫଳ ହେବା ପରେ ସେ ଗଙ୍ଗା ନଦୀରେ ବୁଡି ଯାଇଛନ୍ତି । ପୁଲିସର ସୂଚନା ଅନୁସାରେ, ଯାଦୁଗର ଚଂଚଲ ଲାହିଡି ନିଜ ହାତ-ଗୋଡ ଲୁହା ଚେନରେ ବାନ୍ଧି କ୍ରେନର ସହାୟତାରେ ନଦୀ ଭିତରେ ପଶିଥିଲେ । ସେ ଲୋକଙ୍କୁ ଦେଖାଇବାକୁ ଚାହୁଁଥିଲେ…

ଦ୍ୱିତୀୟ ପାଳିରେ ଜଳଯୋଗାଣ ଉପରେ ଫୋକସ୍ : ପ୍ରତି ଘରକୁ ପାଇପ ଲାଇନ୍ ଯୋଗେ ପାଣି ଯୋଗାଇବେ ମୋଦି ସରକାର

କନକ ବ୍ୟୁରୋ : ଦ୍ୱିତୀୟ ପାଳିରେ ଜଣ ଯୋଗାଣ ଉପରେ ଗୁରୁତ୍ୱ । ପ୍ରଚଣ୍ଡ ବହୁମତରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ କାର୍ଯ୍ୟକାଳରେ ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦେଇଥିଲେ । ଆଉ ଏବେ ଦ୍ୱିତୀୟ ପାଳିରେ ଜନତାଙ୍କ…

ପାକିସ୍ତାନର ପରାଜୟ ପରେ କାନ୍ଦିଲେ ପ୍ରଶଂସକ : କହିଲେ ପିଜ୍ଜା, ବର୍ଗର ଖାଇବାରେ ବ୍ୟସ୍ତ, ଖେଳିବେ କେମିତି ? ଭିଡିଓ…

ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା ମ୍ୟାଚ ଲୋକଙ୍କୁ ଯେତେ ରୋମାଂଚିତ କରିଛି । ସେତେ ହିଁ ପାକିସ୍ତାନର ହାରିବା ପରେ ସୋସିଆଲ ମିଡିଆରେ ମଜାକ୍ ହୋଇଛି । ବିଶ୍ୱକପ ମୁକାବିଲାରେ ପାକିସ୍ତାନକୁ ପରାଜୟ ମିଳିବା ପରେ ରାଗିଲେ ଫ୍ୟାନ୍ସ । ମିମ ସହିତ ପାକିସ୍ତାନ କ୍ରିକେଟ…

ବାରିପଦା ମୋରଡାରେ ଡବଲ ମର୍ଡରକୁ ନେଇ ଚାଞ୍ଚଲ୍ୟ : ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ଓ ଶାଶୁକୁ ହତ୍ୟା କଲା ସ୍ୱାମୀ

କନକ ବ୍ୟୁରୋ : ବାରିପଦା ମୋରଡାରେ ଡବଲ ମର୍ଡରକୁ ନେଇ ଚାଞ୍ଚଲ୍ୟ । ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଉଥିବା ସମୟରେ ଗ୍ରାମବାସୀ ପୁଲିସ ଗାଡିକୁ ଅଟକାଇବା ସହ ଭଙ୍ଗାରୁଜା କରିଛନ୍ତି । ଏପରିକି ଅଭିଯୁକ୍ତକୁ ପିିଟିଛନ୍ତି ଗାଁ ଲୋକେ । ଖୁଣ୍ଟାପାଳ ଗାଁରେ ପରକୀୟା ପ୍ରିତୀ ସନ୍ଦେହରେ ସ୍ତ୍ରୀ ଓ…

ଭାରତ ସହ ଲଢିବା ପୂର୍ବରୁ ଚିଲମ ଟାଣୁଥିଲେ ପାକ୍ ଖେଳାଳି ! ମୈଦାନରେ ହାଇ ମାରୁଥିଲେ କ୍ୟାପଟେନ ସର୍ଫରାଜ, ଦେଖନ୍ତୁ…

ସୁପର ସନଡେରେ ଦେଖିବାକୁ ମିଳିଥିଲା ଟିମ ଇଣ୍ଡିଆର ସୁପର ଶୋ । ମାନଚେଷ୍ଟରରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପାକିସ୍ତାନକୁ ୮୯ ରନରେ ପରାସ୍ତ କରି ବିଜୟ ହାସଲ କରିଛି କୋହିଲୀ ବାହିନୀ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ହୋଇ ଅପରାଜେୟ ଧାରାକୁ ଅତୁଟ ରଖିଛି ।…