Daily Archives

June 10, 2019

ଯେବେ ମୋଦିଙ୍କୁ ଭେଟିବେ ନବୀନ । ରାଜନୀତିର ଚର୍ଚ୍ଚା ନା ବିକାଶ ପାଇଁ ସହଭାଗିତାର କଥା ? କେଉଁ ମୁଦ୍ଦା ହେବ…

କନକ ବ୍ୟୁରୋ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରେ କାଲି ସକାଳ ୧୦ଟା ୩୦ ମିନିଟରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାପରେ…

ଗାଁକୁ ଆସିଲେ ପୋଖରୀରେ ଗାଧୋଇଲେ ! କେନ୍ଦ୍ରମନ୍ତ୍ରୀ ହେବା ପରେ ବି ବିଲକୁଲ ବଦଳିନାହାନ୍ତି ପ୍ରତାପ ନନା…

କନକ ବ୍ୟୁରୋ: ବିଲକୁଲ ବଦଳି ନାହାନ୍ତି । ଯେମିତି ଆଗରୁ ଥିଲେ ଠିକ୍ ସେମିତି ଆଜି ବି ଅଛନ୍ତି । ସେହି ଭାବ, ସେହି ଭଙ୍ଗୀ...ସେହି ଜାମାଯୋଡ଼ ସେହି ଜୀବନଶୈଳୀ । ବଡ଼ ପଦ ପାଇଲା ପରେ ବି ବଦଳିନି ଜୀବନଚର୍ଯ୍ୟା ଆଉ ବଦଳି ନାହାନ୍ତି ନୀଳଗିରି ନନା, ଗୋପିନାଥପୁର ଗାଁର ଅତି ପ୍ରିୟ ପ୍ରତାପ ନନା ।…

ଚାଷୀଙ୍କ ହାତକୁ ଆସିବା ପୂର୍ବରୁ ଆକାଉଣ୍ଟରୁ ଗାଏବ ହେଲା କାଳିଆ ଟଙ୍କା । ଫେବ୍ରୁଆରୀରେ ମିଳିଥିଲା, ମେ’ରେ ଚାଲିଗଲା ।

କନକ ବ୍ୟୁରୋ : ଆକାଉଣ୍ଟରୁ ଗାଏବ ହେଲା କାଳିଆ ଟଙ୍କା । ଚାଷୀଙ୍କ ହାତକୁ ଆସିବା ପୂର୍ବରୁ ବ୍ୟାଙ୍କ୍ ଆକାଉଣ୍ଟରୁ ଗାଏବ ହୋଇଗଲା ଟଙ୍କା । ଆର୍ଥିକ ସହାୟତା ପାଇବା ପୂର୍ବରୁ ଅର୍ଥହୀନ ହୋଇଗଲେ ଚାଷୀ । ଏଭଳି ଘଟଣା ନବରଙ୍ଗପୁରରେ ଦେଖିବାକୁ ମିଳିଛି । ନବରଙ୍ଗପୁରରେ ଚାଷୀଙ୍କ ଆକାଉଣ୍ଟରୁ ଗାଏବ…

୮ ଦିନ ପରେ ବି ମିଳୁନି ନିଖୋଜ ବିମାନର ପତା । ଜାରି ରହିଛି ସର୍ଚ୍ଚ ଅପରେସନ, ସାମିଲ ହେଲେ ୭ ପର୍ବତାରୋହୀ 

ନିଖୋଜ ବିମାନର ମିଳୁନି ପତା । ଆଜକୁ ପ୍ରାୟ ୮ ଦିନ ବିତିଯାଇଥିଲେ ବି ବିମାନର କୌଣସି ଖୋଜ ଖବର ମିଳିପାରିନାହିଁ । ଆଜି ଅଷ୍ଟମ ଦିନରେ ଭାରତୀୟ ବାୟୁ ସେନାର ନିଖୋଜ ବିମାନ ଏଏନ୍-୩୨ର ସର୍ଚ୍ଚ ଅପରେସନ ଜାରି ରହିଛି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ନିଖୋଜ ବିମାନକୁ ଖୋଜିବା ପାଇଁ…

ମାଡିଆସୁଛି ଆଉ ଏକ ବାତ୍ୟା । ଆସନ୍ତା ୨୪ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୂପ ନେବ ବାତ୍ୟା ‘ବାୟୁ’,…

କନକ ବ୍ୟୁରୋ : ମାଡିଆସୁଛି ଆଉ ଏକ ଭୟଙ୍କର ବାତ୍ୟା । ଡିପ୍ ଡ୍ରିପେସନର ରୂପ ନେଲା ବାତ୍ୟା ‘ବାୟୁ’ । ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୂପ ନେବ ବାତ୍ୟା ‘ବାୟୁ’ । ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ…

ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଗିରଫ । ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ ମାମଲାରେ ଭଉଣୀଙ୍କ ସହ…

ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଗିରଫ କଲା ଏନଏବି । ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ ମାମଲାରେ ଜର୍ଦ୍ଦାରୀଙ୍କୁ ଗିରଫ କରିଛି ଏନଏବି । ଏହାପୂର୍ବରୁ ମିଥ୍ୟା ବ୍ୟାଙ୍କ୍ ଆକାଉଣ୍ଟ ମାମଲାରେ ଇସଲାମାବାଦ ହାଇକୋର୍ଟ ଜର୍ଦ୍ଦାରୀ ଓ ତାଙ୍କ ଭଉଣୀ ଫରୟାଲ ତାଲପୁରଙ୍କ…