Daily Archives

June 10, 2019

ଫୋନି ଦରଜ ଭୁଲି ସିଧା ହେଉଛି ଶ୍ରୀକ୍ଷେତ୍ର: ବଡ଼ଦାଣ୍ଡର ବଡ଼ଯାତ୍ରା ପୂର୍ବରୁ ପୁରୀକୁ ସୁସ୍ଥ କରିବାକୁ ପ୍ରାଣମୂର୍ଚ୍ଛା…

କନକ ବ୍ୟୁରୋ: ଫୋନିର ସଇଁତିରିଶ ଦିନ ପରେ ଧିରେଧିରେ ସିଧା ହେଉଛି ଶ୍ରୀକ୍ଷେତ୍ର । ସବୁତକ ଦୁଃଖ, ସବୁତକ କଷ୍ଟକୁ ଭୁଲି କମର କଷୁଛି ଶଙ୍ଖକ୍ଷେତ୍ର । ଫୋନି ସିନା ଫେରିଯାଇଛି ହେଲେ ସେ ଦେଇଯାଇଥିବା ଦାଗ ଏବେବି ରହିଛି । ଫୋନିର ପ୍ରଳୟଙ୍କରୀ ପବନରେ ପୂରା ଛାରଖାର ହୋଇଥିବା ପୁରୀ ଏବେ ପୂର୍ବ…

ଲଙ୍କା ଚାଷ ପାଇଁ ଜଣାଶୁଣା ପଶ୍ଚିମ ଓଡିଶାର ବାମରା : ପ୍ରୋତ୍ସାହନ ଅଭାବ ଓ ଜଳ ସେଚନର ସୁବିଧା ନଥିବାରୁ ଲଙ୍କା ଚାଷରୁ…

କନକ ବ୍ୟୁରୋ : ଲଙ୍କା ଚାଷ ପାଇଁ ବେଶ ଜଣାଶୁଣା ପଶ୍ଚିମ ଓଡିଶାର କୁଚିଣ୍ଡା ଉପଖଣ୍ଡ ବାମରା । ଏଠାକାର ଚାଷୀ ଲଙ୍କା ଚାଷ କରି ଦେଶର ବିଭିନ୍ନ ରାଜ୍ୟକୁ ରପ୍ତାନୀ କରିଥାନ୍ତି । ରାଜ୍ୟର ବିଭିନ୍ନ ଅଂଚଳରେ ବି କୁଚିଣ୍ଡା ଲଙ୍କା ବେଶ ନାଁ କରିଛି । ଆଉ ସ୍ୱାବଲମ୍ବୀ ହୋଇପାରିଛନ୍ତି ବାମରା ଅଂଚଳର…

ଆମେରିକା ବଢାଇବ ଭାରତର ଶକ୍ତି । ଆକାଶମାର୍ଗରେ ପାଦ ଦେଉ ଦେଉ ଶତ୍ରୁପକ୍ଷଙ୍କ ହେବ ସର୍ବନାଶ ।

କନକ ବ୍ୟୁରୋ : ଭାରତର ଶକ୍ତି ବଢାଇବ ଆମେରିକା । ଆକାଶ ମାର୍ଗରେ ପାଦ ଦେଉ ଦେଉ ଶତ୍ରୁ ପକ୍ଷଙ୍କ ମିସାଇଲକୁ ଅଚଳ କରିଦେବ ଭାରତ । ମୋଦି ସରକାରର ପ୍ରଥମ ପାଳିରେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଆମେରିକା ଠାରୁ  NASAMS 2 କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା । ଏବେ ଆମେରିକାର ସହ ହୋଇଥିବା…

କଠୁଆ ମାମଲାରେ କୋର୍ଟରୁ ଆସିଲା କଠୋର ରାୟ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଆଜୀବନ ଓ ୩ ଜଣଙ୍କୁ ୫ ବର୍ଷ…

ଗତବର୍ଷ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆଜି ସାମ୍ନାକୁ ଆସିଛି । ବଞ୍ଜାରା ସଂପ୍ରଦାୟର ୮ ବର୍ଷିୟା ନାବାଳିକା ସହ ଦୁଷ୍କର୍ମ ମାମଲାର ଶୁଣାଣି କରି ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ପଠାନକୋଟ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲା । ଏପରିକି ଏହି ୬ ଜଣ…

ମଧ୍ୟପ୍ରଦେଶରେ କିଏ ଧରିବ କଂଗ୍ରେସର ମଙ୍ଗ ? ବଢୁଛି ରାଜନୀତି, ଜ୍ୟୋତିରାଦିତ୍ୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ।

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ ମହାନିର୍ଣ୍ଣୟ ପରେ ସାରା ଦେଶରେ ପରାଜୟର ପୋଷ୍ଟମର୍ଟମ କରୁଛି କଂଗ୍ରେସ । ଆଉ ଏହାରି ଭିତରେ ସରଗରମ ହୋଇଛି ମଧ୍ୟପ୍ରଦେଶ ରାଜନୀତି । ଗୁନା-ଶିବପୁରୀ ଲୋକସଭା ଆସନରୁ ନିର୍ବାଚନରେ ପରାସ୍ତ ହୋଇଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ଜ୍ୟୋତିରାଦିତ୍ୟ…

ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ସିକ୍ସର କିଙ୍ଗ୍ । ପ୍ରେସ କନଫରେନ୍ସରେ କହିଲେ,ଭବିଷ୍ୟତରେ କରିବେ କଣ?

କ୍ରିକେଟରୁ ସନ୍ନ୍ୟାସ ନେଲେ ସିକ୍ସର କିଙ୍ଗ୍ । କ୍ରିକେଟ ମୈଦାନରେ ଦୀର୍ଘ ୧୯ ବର୍ଷ ଧରି ରାଜ କରୁଥିବା ଯୁବରାଜ ସିଂ ଶେଷରେ ଆଜି ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଭାରତକୁ ଉଭୟ ଟି-୨୦ ଓ ଦିନିକିଆରେ ବିଶ୍ୱବିଜୟୀ କରିଥିବା ଯୁବରାଜ କ୍ରିକେଟରୁ ଏଭଳି ଅବସର ଗ୍ରହଣ କରିବାକୁ…