Daily Archives

April 2, 2019

ପୁଣି ନୂଆ ବିଧାୟକ ପ୍ରାର୍ଥୀ ଦେଖିଲା ଭୁବନେଶ୍ୱର ଉତ୍ତର । ୩ଟି ନିର୍ବାଚନରେ ୩ଥର ପ୍ରାର୍ଥୀ ବଦଳାଇଲା ବିଜେଡି, ଏଥର…

କନକ ବ୍ୟୁରୋ: ପୁଣି ବଦଳିଲା ଭୁବନେଶ୍ୱର ଉତ୍ତର ବିଜେଡି ପ୍ରାର୍ଥୀ । ତିନୋଟି ନିର୍ବାଚନରେ ବଦଳିଲା ବିଜେଡି ବିଧାୟକ ପ୍ରାର୍ଥୀ । ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଲା ନୂଆ ମୁହଁକୁ ଭରସିଲେ ବିଜେଡି ସୁପ୍ରିମୋ । ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଶେଷରେ ବିଜେଡି ସୁପ୍ରିମୋ ଏହି ବିଧାନସଭା କ୍ଷେତ୍ର…

କେନ୍ଦୁଝର ପାଇଁ ନୂଆ ମୁହଁ ଭରସା ! ସର୍ବକନିଷ୍ଠ ପ୍ରାର୍ଥୀ ଭାବେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଲୋକସଭା ଟିକେଟ ଦେଲେ ବିଜେଡ଼ି…

କନକ ବ୍ୟୁରୋ : ୨୦୧୯ ମହାସମର ପାଇଁ ରଣକ୍ଷେତ୍ର ପ୍ରସ୍ତୁତ । ମୁହାଁମୁହିଁ ମୁକାବିଲା ପାଇଁ ସବୁ ରାଜନୈତିକ ଦଳ ଗୁଡ଼ିକ କସରତ୍ ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ପ୍ରଚାର ମଇଦାନରେ ରଣହୁଙ୍କାର ଭରୁଛନ୍ତି ନେତା ଅନ୍ୟପଟେ ଆଜି ନିର୍ବାଚନୀ ଯୁଦ୍ଧ ପାଇଁ ସେନାବାହିନୀ ପ୍ରସ୍ତୁତ କରୁଛନ୍ତି…

ବୁନୁଙ୍କୁ ଭରସିଲେ ନବୀନ । ଭୁବନେଶ୍ୱର ମଧ୍ୟରୁ ଶଙ୍ଖ ଟିକେଟରେ ଲଢିବେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ।

କନକ ବ୍ୟୁରୋ : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଅନେକ ଦିନରୁ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ତେବେ ସବୁୁ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟାଇ ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ପୂର୍ବତନ ମେୟର ଅନନ୍ତ…

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ୨ଟି ଲୋକସଭା ଓ ୭ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା, ଖଣ୍ଡପଡାରୁ ସୌମ୍ୟରଞ୍ଜନ…

କନକ ବ୍ୟୁରୋ : ବିଜେଡିର ପ୍ରାର୍ଥୀ ଘୋଷଣା। ୨ଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଏହି ଆସନ ଗୁଡିକ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆଜି ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବତନ ମେୟର…

ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ ! ଟିକେଟ ମିଳିବା ପରେ ବି ସବୁଜ ଶିବିରରେ ଯୋଗ ଦେଉଛନ୍ତି ଗେରୁଆ ଦଳର…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ରୋଚକ ହେଉଛି । ଦଳବଦଳ ରାଜନୀତି ପାଇଁ ଚର୍ଚ୍ଚାରେ ରାଜ୍ୟ ରାଜନୀତି । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳଡିଆଁ ଅତି ସାଧାରଣ କଥା । ଟିକେଟ ନମିଳିବା ପରେ ଦଳ ଛାଡ଼ିବା ନିଷ୍ପତ୍ତି ସ୍ୱଭାବିକ । କିନ୍ତୁ ରାଜ୍ୟ…

ଉଜ୍ଜ୍ୱଳା ହିସାବ, ନାହିଁ ତାଳମେଳ । ଶାହାଙ୍କ ୪୮ ଲକ୍ଷ ନା ମୋଦିଙ୍କ ୪୦ ଲକ୍ଷ, କିଏ କହୁଛି ସତ ?

କନକ ବ୍ୟୁରୋ: ଓଡ଼ିଶାର ଏବେ ଆଞ୍ଚଳିକ ପ୍ରଶ୍ନ ‘ଉଜ୍ଜ୍ୱଳା’ ଯୋଜନାର ସତ କ’ଣ? ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଉଜ୍ଜ୍ୱଳାରେ ରାଜ୍ୟର କେତେ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ମିଳିଛି ସେ ଅଙ୍କକୁ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି । କାରଣ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…