Daily Archives

April 1, 2019

ଗୋଟିଏ ପଟେ ଧୋନୀଙ୍କ କମାଲ, ଅନ୍ୟପଟେ ବିରାଟଙ୍କ ବିଫଳତା ! ବିଶ୍ୱକପ୍ ପୂର୍ବରୁ ମନୋବଳ ବଢ଼ାଇବା କୋହଲିଙ୍କ ପାଇଁ ବଡ…

କନକ ବ୍ୟୁରୋ : କ୍ରିକେଟରେ କମାଲ ଜାରି ରଖିଛନ୍ତି ମହେନ୍ଦ୍ର ସିଂ ଧୋନୀ । ୩୭ ବର୍ଷ ବୟସରେ ବି ଦମଦାର ପ୍ରଦର୍ଶନ କରୁଛନ୍ତି ଏହି କୁଲ ମ୍ୟାନ । ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ଦ୍ୱାଦଶ ସଂସ୍କରଣରେ ହାଟ୍ରିକ ବିଜୟୀ ହୋଇଛି ଚେନାଇ ସୁପର କିଙ୍ଗସ । ଅନ୍ୟପଟେ ବିରାଟ କୋହଲି ବାରମ୍ବାର ବିଫଳ…

ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ ୨୦୧୯-୨୦ ! ଲାଗୁ ହେଲା ନୂଆ ନିୟମ, ବାର୍ଷିକ ୫ଲକ୍ଷରୁ କମ ଆୟ କରୁଥିଲେ ଆଜିଠୁ ଆଉ…

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ । ବର୍ଷ ଆରମ୍ଭ ହେବା ସହ ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ଲାଗୁ ହୋଇଛି ବିଭିନ୍ନ ଆର୍ଥିକ କ୍ଷେତ୍ରରେ ନୂଆ ନିୟମ । ସେ ଆୟକର ହେଉ କି ଜିଏସଟି ପୂର୍ବରୁ ଘୋଷଣା କରାଯାଇଥିବା ନୂଆ ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଅନ୍ୟପଟେ…

ଏପ୍ରିଲ ୩ରୁ ଏପ୍ରିଲ ୨୭ ! ଦକ୍ଷିଣରୁ ଉତ୍ତର, ମାରାଥନ ପ୍ରଚାର ପାଇଁ ମୈଦାନକୁ ଓହ୍ଳାଇବେ ନବୀନ

କନକ ବ୍ୟୁରୋ : ଏପ୍ରିଲ ୩ରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ବିରୋଧୀଙ୍କୁ ରଣହୁଙ୍କାର ଦେଇସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ସିଧାସଳଖ ପ୍ରଚାର…

ନିର୍ବାଚନ ପୂର୍ବରୁ ଶାହାଙ୍କ ଦମ୍ଭୋକ୍ତି ! କହିଲେ, ମମତାଙ୍କ ଗଡରେ ବିଜେପି ଜିତିବ ୨୩ଟି ଲୋକସଭା ଆସନ, ଟିଏମସି କହିଲା…

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ୨୩ଟି ଲୋକସଭା ଆସନ ଜିତିବ ଭାରତୀୟ ଜନତା ପାର୍ଟି । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପଶ୍ଚିମବଙ୍ଗରେ ମୋଟ୍ ୪୨ଟି ଲୋକସଭା ଆସନ ଥିବା ବେଳେ ଶାହା କହିଛନ୍ତି, ୨୩ଟି ଆସନ ବିଜେପି…

ପାକିସ୍ତାନ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳି ବିନିମୟ ! ୬ ବର୍ଷର ଶିଶୁ ମୃତ, ଜଣେ ବିଏସଏଫ ଯବାନ ସହିଦ । 

ସୁଧୁରିବାର ନାଁ ନେଉନି ପାକିସ୍ତାନ । ଲଗାତାର ଅସ୍ତ୍ରବିରତି ଉଲଂଘନ କରୁଛି । ଭାରତୀୟ ସେନାଙ୍କ କଡା ଜବାବ ସତ୍ୱେ ବି ସଧୁରିବାର ନାଁ ନେଉ ନାହିଁ ପାକିସ୍ତାନ । ଆଜି ମଧ୍ୟ ପାକିସ୍ତାନ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳିବିନିମୟ ଘଟିଛି । ଯେଉଁଥିରେ ୬ ବର୍ଷର ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା…

ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ହିନ୍ଦୁ କାର୍ଡ ! କଂଗ୍ରେସକୁ ପ୍ରଶ୍ନ କରି କହିଲେ, ହିନ୍ଦୁମାନେ କେବେ ଆତଙ୍କବାଦ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆକ୍ଷେପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳିଛନ୍ତି ହିନ୍ଦୁ କାର୍ଡ । ମହାରାଷ୍ଟ୍ରର ବର୍ଦ୍ଧାରେ ଆଜି ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର କୋଟିକୋଟି ଲୋକଙ୍କ ଉପରେ ହିନ୍ଦୁ ଆତଙ୍କବାଦୀର ଦାଗ ଲଗାଇବା…