Daily Archives

April 1, 2019

ବିଧାନସଭାରେ ବୈଜ୍ଞାନିକ । ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ନିର୍ବାଚନରେ ବାଲିକୁଦାରୁ ଜିତିଥିଲେ ପ୍ରାଣକୃଷ୍ଣ ପରିଜା । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଏପ୍ରିଲ ପହିଲା, ଉଭୟଙ୍କର ଜନ୍ମଦିନ । ଓଡ଼ିଶା ପ୍ରଦେଶର ଓ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କର । ଭଲ ଲୋକମାନେ ରାଜନୀତିକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହୁଏ । କିନ୍ତୁ ଓଡ଼ିଶା ବିଧାନସଭାକୁ ବହୁ ବିଦ୍ଵାନ୍,…

ଉତ୍କଳ ଦିବସରେ ଓଡ଼ିଶା ପାଇଁ ଭଲ ଖବର । କନ୍ଧମାଳ ହଳଦୀକୁ ମିଳିଲା ଜି.ଆଇ ମାନ୍ୟତା ।

କନକ ବ୍ୟୁରୋ: କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ମାନ୍ୟତା । ଗତବର୍ଷ କନ୍ଧମାଳ ହଳଦୀକୁ ଜି.ଆଇ ମାନ୍ୟତା ଦେବା ପାଇଁ ଚେନ୍ନାଇ ଜି.ଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା । ଏହାର ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇ ଗତବର୍ଷ ରାଜ୍ୟ ସରକାରଙ୍କ ତରଫରୁ ଜି.ଆଇ ମାନ୍ୟତା ଦେବାକୁ…

କଂଗ୍ରେସ ସମର୍ଥିତ ୬୮୭ ପେଜକୁ ବନ୍ଦ କଲା ଫେସବୁକ୍ । ଜାଣନ୍ତୁ କାହିଁକି ଏଭଳି ବଡ ପଦକ୍ଷେପ ନେଲେ ଫେସବୁକ୍…

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଫେସବୁକ କଂଗ୍ରେସ ଦଳ ସହ ଯୋଡି ହୋଇଥିବା ୬୮୭ ପେଜକୁ ନିଜ ସାଇଟରୁ ହଟାଇ ଦେଇଛି । ଫେସବୁକ ପକ୍ଷରୁ କୁହାଯାଇଛି ଯେ, ଦେଶର ମୁଖ୍ୟ ବିରୋଧୀ ପାର୍ଟି କଂଗ୍ରେସ ସହ ସଂଯୁକ୍ତ ଏହି ପେଜ ଗୁଡିକରେ ବିନା ଅନୁମତିରେ ନିର୍ବାଚନ ସମ୍ପର୍କିତ ଖବର ପ୍ରକାଶିତ ହେଉଥିବାରୁ…

୧୧ଟି ପ୍ରସଙ୍ଗ ନେଇ ନିର୍ବାଚନ ଅଧିକାରୀଙ୍କୁ ଘେରିଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଲେ, ବିଜେପି…

କନକ ବ୍ୟୁରୋ: ନିର୍ବାଚନ ଅଧିକାରୀଙ୍କୁ ଘେରିଲା ବିଜେଡି । ବିଜେପି ଚାପରେ କାଳିଆ ଯୋଜନା ଟଙ୍କା ଅଟକାଯାଉଥିବା ବିଜେଡି ଅଭିଯୋଗ କରିଛି । ବିଜେପି ଚାପରେ ସିଇଓ କାଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ୧୧ଟି ପ୍ରସଙ୍ଗରେ ବିଜେଡି ସାମ୍ବିଦିକ…

ୱାଏନାଡରେ ରାହୁଲଙ୍କ ପାଇଁ ବିଜେପିର ଚକ୍ରବ୍ୟୁହ ! କଂଗ୍ରେସ ଅଧ୍ୟକ୍ଷଙ୍କୁ ଟକ୍କର ଦେବେ ଭାରତ ଧର୍ମ ଜନସେନା ମୁଖ୍ୟ…

କନକ ବ୍ୟୁରୋ : କେରଳର ୱାଏନାଡ୍ ଆସନ ପାଇଁ କାର୍ଡ ଖୋଲିଛି ଭାରତୀୟ ଜନତା ପାର୍ଟି । ଭାରତ ଧର୍ମ ଜନସେନାର ମୁଖ୍ୟ ତୁଷାର ଭେଲ୍ଲାପାଲ୍ଲୀଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରିଛି ବିଜେପି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ତେବେ ସବୁଠାରୁ ବଡ…

ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ । କେଉଁ କ୍ୟାମ୍ପରେ ଯୋଗ ଦେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ?

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ।  ଉଭୟ ଜିଲ୍ଲା ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରବୀଣ ଭଞ୍ଜଦେଓ । ୨ ଥର ମୋରଡାରୁ ବିଧାୟକ ଥିବା ରାଜପରିବାରର ସଦସ୍ୟ ପ୍ରବୀଣ ବିଜେଡିରୁ ଇସ୍ତଫା ଦେବା ପଛର କାରଣ ଜଣାପଡିନାହିଁ…