Daily Archives

February 20, 2019

ମାଟ୍ରିକ ପରୀକ୍ଷାକୁ ନେଇ ନବ ନିର୍ମାଣ କୃଷକ ସଂଗଠନର ଚିନ୍ତା : ପ୍ରେସମିଟ୍ ଡାକି କହିଲେ, ପ୍ରଶ୍ନପତ୍ର ପହଚିଂବାରେ…

କନକ ବ୍ୟୁରୋ: ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଓଡିଶା ବନ୍ଦ ଡକରା ଦେଇଛି । ମାଟ୍ରିକ ପରୀକ୍ଷା ପୂର୍ବଦିନ ଏହି ହରତାଳ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଏହି ବନ୍ଦକୁ ବିରୋଧୀ କଂଗ୍ରେସ ଓ ବିଜେପି ବି ସମର୍ଥନ ଦେଇଛନ୍ତି । ଏ ନେଇ…

କଟକରୁ ଆଗ୍ରା ଯାଉଥିବା ଗାଡିରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ମାମଲା : କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଲେ ସରକାର

କନକ ବ୍ୟୁରୋ : କଟକରୁ ଆଗ୍ରା ଯାଉଥିବା ଗାଡିରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଂଚ । କେଉଁଠୁ ଆସୁଥିଲା କିଏ ନେଉଥିଲା  ଟଙ୍କା ସେ ନେଇ କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ ତନାଘନା କରିବ ।  ଯେହେତୁ ଟଙ୍କା କଟକରୁ ଆସିଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି,…

ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଆତଙ୍କବାଦୀ ଗାଜିର ଫଟୋରେ ଜାଲିଆତି ! ଆପ୍ ସାହାଯ୍ୟରେ ଘୁରିବୁଲିଲା ଫଟୋ ।

ଫେବୃଆରୀ ୧୮ ତାରିଖ ଦିନ ବିଭିନ୍ନ ଗଣମାଧ୍ୟମରେ ପୁଲୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍-ଏ-ମହମ୍ମଦ କମାଣ୍ଡର ଅବଦୁଲ୍ ରସିଦ୍ ଗାଜି ଆଲିଆସ୍ କାମରନ୍ ଏନକାଉଣ୍ଟରର ଖବର ପ୍ରସାରିତ ହୋଇଥିଲା । ପୁଲୱାମା ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସହିଦ୍ ହେବା ଘଟଣାରେ…

ବାଙ୍ଗାଲୁର ଆକାଶରେ ଉଡିଲା ରାଫେଲ ଯୁଦ୍ଧ ବିମାନ: ମଝି ଆକାଶରେ ଦେଖାଇଲା ଋଣକୌଶଳ

କନକ ବ୍ୟୁରୋ: ଆକାଶରେ ବାୟୁସେନାର ଶକ୍ତି ପ୍ରଦର୍ଶନ । ବାଙ୍ଗାଲୁରର ମଝି ଆକାଶରେ ରଣକୌଶଳ ଦେଖାଇଲା ବାୟୁ ସେନାର ଯୁଦ୍ଧ ବିମାନ । ରାଫେଲ ବିମାନ ଉଡାଇ ପାକିସ୍ତାନକୁ କଡା ଚେତାବନୀ ଦେଇଛି ଭାରତ । ବାଙ୍ଗାଲୁର ୟେଲହଙ୍କା ଏୟାର ବେସରେ ଏରୋ ଇଣ୍ଡିଆର ୨୦୧୯ ପ୍ରଦର୍ଶିତ ବେଳେ ଭାରତ ଆକାଶରେ…

ଅସୁବିଧାରେ ପଡିଛନ୍ତି ଯଦି ଏଣିକି ଡାଏଲ କରନ୍ତୁ ହେଲ୍ପଲାଇନ୍ ନମ୍ବର ୧୧୨ ! ମାତ୍ର ଗୋଟିଏ ବଟନ୍ ଦବାଇଲେ ପହଂଚିବ…

ଦେଶବ୍ୟାପୀ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୧୨ ସହ ମଙ୍ଗଳବାରକୁ ୧୬ଟି ରାଜ୍ୟ ଓ କେନ୍ଦ୍ର ପ୍ରଶାସିତ ରାଜ୍ୟ ଯୋଡି ହୋଇଛନ୍ତି । ଏହି ନମ୍ବରକୁ ଡାଏଲ କଲେ ଅସୁବିଧାରେ ପଡିଥିବା ବ୍ୟକ୍ତିଙ୍କୁ ତତକାଳୀନ ସହାୟତା ମିିଳିବ । ହେଲ୍ପଲାଇନ୍ ନମ୍ବର ୧୧୨ ପୁଲିସ(୧୦୦), ଅଗ୍ନିଶମ ବିଭାଗ(୧୦୧) ଓ…

ସପିଙ୍ଗ ମଲ ପରିସରରେ ଦେଖିବାକୁ ମିଳିଲା କଲରାପତ୍ରିଆ ବାଘ, ପୁଲିସର ସର୍ଚ୍ଚ ଅପରେସନ୍ ଜାରି

ବୁଧବାର ସକାଳେ ଠାଣେ ସ୍ଥିତ କୋରୁମ୍ ମଲରୁ ଗୋଟିଏ କଲରାପତ୍ରିଆ ବାଘ ବାହାରୁଥିବାର ଦେଖାଯାଇଛି। ସମ୍ଭବତଃ କାନ୍ଥ ଚଢ଼ି କଲରାପତ୍ରିଆ ମଲ୍ ମଧ୍ୟରେ ପ୍ରବେଶ କରିଥିଲା। ସିସିଟିଭି ଫୁଟେଜରେ ଦେଖାଯାଉଛି ବୁଧବାର ଭୋର୍ ପ୍ରାୟ ୫:୩୦ରେ ସେ ବନ୍ୟଜନ୍ତୁଟି ମଲ୍ ପରିଧି ବାହାରକୁ ଯାଉଛି। ସେ ମଲ୍…