Daily Archives

January 17, 2019

ଟ୍ୟୁସନ କରି ଆରମ୍ଭ କରିଥିଲେ କମ୍ପାନି! ଏବେ ୮୫୦ କୋଟି ଟଙ୍କାରେ କିଣିଲେ ଆମେରିକା କମ୍ପାନିକୁ, ଜାଣନ୍ତୁ ବାୟଜୁ…

ଆଇଆଇମ ଏଣ୍ଟ୍ରାସରେ ଟପ କରିବା କାହାର ବା ଇଚ୍ଛା ନଥାଏ । କିନ୍ତୁ ଆଇଆଇଏମ ଏଣ୍ଟ୍ରାସରେ ଟପ୍ କରି ଆଡମିଶନ ନ କରିବା ତାହା ବି ପୁଣି ସାଙ୍ଗ ଓ ଅନ୍ୟ ଛାତ୍ର ମାନଙ୍କୁ ପଢିବା କ୍ଷେତ୍ରରେ ସହାୟତା କରିବା ପାଇଁ । ଏଭଳି ଘଟଣା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କିନ୍ତୁ ସେହିଭଳି ଜଣେ ବ୍ୟକ୍ତି…

ଅମୂଲ ପଠାଇଲା ଗୁଗଲକୁ ନୋଟିସ, ନିଜ ନାଁରେ ହେଉଥିବା ନକଲି ବିଜ୍ଞାପନ ହଟାଇବାକୁ ଦାବି 

ଅମୂଲ ନକଲି ବିଜ୍ଞାପନ ମାମଲାରେ ଗୁଗଲ ଇଣ୍ଡିଆକୁ ଆଇନଗତ ନୋଟିସ ପଠାଇଛି । ସେ ପୁଲିସକୁ ଅଭିଯୋଗ ମଧ୍ୟ କରିଛି । କମ୍ପାନୀର କହିବାନୁସାରେ, କିଛି ସଂସ୍ଥା ଓ ବ୍ୟକ୍ତି ଅମୂଲ ବିତରଣ କରିବା ନାଁରେ ଗୁଗଲରେ ନକଲି ବିଜ୍ଞାପନ ଦେଇ ଠକାମି କରୁଛନ୍ତି । ବୁଧବାର ଦିନ ଅମୂଲ ଏହି ସୂଚନା ଦେଇଛି ।…

ଆଦିମ ଆଦିବାସୀଙ୍କ ନିଆରା ପରମ୍ପରା : ରାଗ-ରୁସା ଦୂର କରିବା ପାଇଁ ପରମ୍ପରା ଆଳରେ ଆଦିବାସୀଙ୍କ ରକ୍ତାକ୍ତ ସଂଘର୍ଷ

କନକ ବ୍ୟୁରୋ : ରାଗ ରୁସା ଦୁର କରିବା ପାଇଁ ଆଦିବାସୀଙ୍କ ରକ୍ତାକ୍ତ ସଂଘର୍ଷ । ପରସ୍ପରକୁ ଆଘାତ ଦେଇ ନିଆରା ଝାଟି ପର୍ବ ପାଳନ କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିମ ଦିଦାୟୀ ଜନଜାତିର ଆଦିବାସୀ । ସଲପ ଗଛ ଡାଳରୁ ଚାବୁକ ତିଆରି କରି ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ପୌଷ ସଂକ୍ରାନ୍ତିରେ…

କାଲି ନିର୍ଣ୍ଣାୟକ ଲଢେଇ ! ମ୍ୟାଚ୍ ଜିତିଲେ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବ ଭାରତ ।

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଆସନ୍ତାକାଲି ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ମୁକାବିଲା । ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆ ଜିତି ନେଇଥିବା ବେଳେ ଦ୍ୱିତୀୟ ଦିନିକିଆ ଜିତି ସିରିଜକୁ ବରାବର ରଖିଛି ଭାରତ । ତେବେ ଟେଷ୍ଟ ସିରିଜରେ ଇତିହାସ ରଚିବା ପରେ ଏବେ ଦିନିକିଆ…

ହାଇକୋର୍ଟରେ ପିପିଲି ମାମଲା ! ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ ହାଇକୋର୍ଟରେ ଅପିଲ୍ କଲା କ୍ରାଇମବ୍ରାଞ୍ଚ ।

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପିପିଲି ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା । ହାଇକୋର୍ଟ ଗଲା ପିପିଲି ମାମଲା । ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍ କରିଛି କ୍ରାଇମବ୍ରାଞ୍ଚ । ମାମଲାର ବିଚାର କରି ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅପିଲ କରିଛି…

ଝାରସୁଗୁଡ଼ାରେ ବିଜେଡି ପଦାଧିକାରୀ ବୈଠକ । ବିଜେଡିରେ ଯୋଗଦେବା ପୂର୍ବରୁ ନବଙ୍କୁ ନେଇ ଚାଲିଛି ମନ୍ଥନ ।

କନକ ବ୍ୟୁରୋ: ଝାରସୁଗୁଡ଼ା ନେତା ନବ ଦାସଙ୍କ ବିଜେଡି ପ୍ରବେଶ ନେଇ ଚାଲିଛି ବୈଠକ । ସୂଚନା ମୁତାବକ ଝାରସୁଗୁଡାର ଏକ ପଞ୍ଚ ତାରକା ହେଟେଲରେ ନବ ଦାସଙ୍କ ସହ ବିଜେଡି ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସଙ୍କ ଏବଂ ଜିଲ୍ଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କର ରୁଦ୍ଧ ଦ୍ୱାରା ବୈଠକ…