Daily Archives

January 17, 2019

ପ୍ରାଇଭେଟ କଲେଜରେ ମିଳିପାରେ ସଂରକ୍ଷଣର ଲାଭ! ନୂଆ ବିଲ୍ ଆଣିବାକୁ ମୋଦି ସରକାରଙ୍କ ଯୋଜନା

ସବର୍ଣ୍ଣ ସଂରକ୍ଷଣ ବିଲ ପରେ ଏବେ ପ୍ରାଇଭେଟ କଲେଜ ପାଇଁ ମଧ୍ୟ ନୂଆ ସଂରକ୍ଷଣ ବିଲ ଆଣିବାକୁ ଯୋଜନା କରୁଛନ୍ତି ମୋଦି ସରକାର । ପ୍ରାଇଭେଟ କଲେଜରେ ଏସସି/ଏସଟି, ଓବିସି, ଆର୍ଥିକ ଦୁର୍ବଳ ବର୍ଗ ଲୋକଙ୍କ ପାଇଁ ସଂରକ୍ଷଣ ଲାଗୁ କରିବାକୁ ସରକାର ବିଚାର କରୁଛନ୍ତି । ଆଗାମୀ ବଜେଟ ଅଧିବେଶନରେ ଏହାକୁ…

ବଡ ଲୋକଙ୍କ କାମରେ ବି ଆସିପାରେ ଏହି ବେବି ପ୍ରଡକ୍ଟ ; ଏଭଳି କରନ୍ତୁ ବ୍ୟବହାର, ତ୍ୱଚା ପାଇଁ ହୋଇଥାଏ ଲାଭକାରୀ

ପ୍ରତ୍ୟେକ ମହିଳାଙ୍କୁ ଶିଶୁଙ୍କ ଭଳି କୋମଳ ତ୍ୱଚା ପାଇବାର ଇଚ୍ଛା ଥାଏ । ଏହି କାରଣରୁ ବଜାରରେ ମିଳୁଥିବା କେତେକ ସ୍କିନ କେୟାର ପ୍ରଡକ୍ଟର ମଧ୍ୟ ବ୍ୟବହାର କରନ୍ତି, ଯାହା କେବେ କେବେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ପ୍ରକୃତରେ ଏମିତି ପ୍ରଡକ୍ଟରେ କେମିକାଲ ଥାଏ, ଯାହା ତ୍ୱଚାରେ ବ୍ରଣ ଭଳି…

ସ୍କୁଲ ପିଲାଙ୍କୁ ମୋବାଇଲ ମନା : ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରୁ ମୋବାଇଲ ମିଳିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ 

ଛତିଶଗଡର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ଏଣିକି ମୋବାଇଲ ନେଇ ପଢ଼ିବାକୁ ଯାଇପାରିବେ ନାହିଁ । ଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସ୍କୁଲରେ ପାଠପଢ଼ାର ସ୍ତର ସୁଧାରିବା ପାଇଁ ଚେଷ୍ଟା କରାଯାଉଛି ।  ଯାହା ଅଧିନରେ ସ୍କୁଲରେ ପିଲାମାନେ ଏବେ ମୋବାଇଲ ନେଇ ଯାଇପାରିବେ ନାହିଁ । ଜିଳ୍ଲା…

ଆରଟିଆଇରୁ ମିଳିଲା ବଡ ସତ ! ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଦଘାଟନୀ ଉତ୍ସବ ବିଜ୍ଞାପନ ପାଇଁ ୨.୬୪ କୋଟି ଟଙ୍କା ଖର୍ଚ୍ଚ…

ପୁଣି ଚର୍ଚ୍ଚାରେ ଷ୍ଟାଚ୍ୟୁ ଅଫ୍ ୟୁନିଟି । ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଉଦଘାଟନ ସମାରୋହ ପାଇଁ ବିଜ୍ଞାପନ ବାବଦକୁ ୨.୬୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ।ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ଆରଟିଆଇରେ ମଗାଯାଇଥିବା ପ୍ରଶ୍ନର ଉତ୍ତରରେ…

କଂଗ୍ରେସରେ ଚାଲିଛି ମହାଭାରତ, ବହିଷ୍କୃତ ହୋଇପାରନ୍ତି ଦୁଇ ବିଧାୟକ! ଇଙ୍ଗିତ ଦେଲେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କଂଗ୍ରେସ ରାଜନୀତି । ଅପରାହ୍ନ ୪ଟା ସୁଦ୍ଧା କେଂଗ୍ରେସର ଦୁଇ ବିଧାୟକ ପ୍ରକାଶ ବେହେରା ଓ ଯୋଗେଶ ସିଂଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଭଳି ଇଙ୍ଗିତ ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ । ତେବେ କଂଗ୍ରେସର ଏହି…

ହୋଟେଲରେ ଚେକ୍-ଇନ୍ କରୁ କରୁ ସରକାରଙ୍କ ପାଖକୁ ଚାଲିଯିବ ଆପଣଙ୍କ ତଥ୍ୟ, ନୂଆ ବ୍ୟବସ୍ଥା ଯୋଗୁଁ ବିବାଦରେ OYO

ନୂଆ ପରିବର୍ତ୍ତନ ପରେ ଓୟୋ ମାଧ୍ୟମରେ ହୋଟେଲରେ ରୁମ୍ ବୁକ୍ କରିଥିବା ଲୋକଙ୍କ ରିଅଲ ଟାଇମ୍ ଡାଟା ସରକାରଙ୍କ ପାଖକୁ ଚାଲିଯିବ । ଏହି ଡାଟା ଡିଜିଟାଲ ଆରାଇଭାଲ ଓ ଡିପାର୍ଚର ରେଜିଷ୍ଟର ମାଧ୍ୟମରେ ଯିବ । ସୂଚନା ମୁତାବକ, ଯେବେ କେହି ଓୟୋ ହୋଟେଲରେ ଚେକ୍ ଇନ୍ କରିବେ, ତାଙ୍କର ସୂଚନା ସରକାରଙ୍କ…