Daily Archives

January 10, 2019

ସୋସିଆଲ ମିଡ଼ିଆରୁ କେନ୍ଦ୍ରକୁ ନବୀନଙ୍କ ଟର୍ଗେଟ । ମୋଦି ସରକାରଙ୍କ ବିରୋଧରେ ଆଣିଲେ ୯ ଦଫା ଅଭିଯୋଗ, କହିଲେ ହକ୍ ମାଗୁଛି…

କନକ ବ୍ୟୁରୋ: ସ୍ୱାଭିମାନି ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ଦେଶରେ ଆଞ୍ଚଳିକ  ଦଳ ମାନଙ୍କ ପ୍ରତି ଲୋକମାନଙ୍କ ସମର୍ଥନ କାହିଁକି ବଢୁଛି ଏହା ପଛର କାରଣ କହିଛନ୍ତି ନବୀନ । ଏହାସହ କେନ୍ଦ୍ର ସରକାରଙ୍କ ମନମାନି ଏବଂ ଓଡ଼ିଶା ପ୍ରତି କେତେ ଆନ୍ତରିକତା ରହିଛି ତାହାର…

ଛୋଟ ବ୍ୟବସାୟୀଙ୍କୁ ମୋଦିଙ୍କ ନୂଆ ବର୍ଷ ଭେଟି । ଜିଏସଟି ଛାଡ ସୀମା ୨୦ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି ପାଇଁ ଜିଏସଟି…

କନକ ବ୍ୟୁରୋ: ଛୋଟ ବ୍ୟବସାୟୀଙ୍କୁ ମୋଦିଙ୍କ ନୂଆ ବର୍ଷ ଭେଟି । ଜିଏସଟି ଛାଡ଼ ସୀମା ୨୦ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ତେବେ ଏନେଇ ଆଜି ଜିଏସଟି ପରିଷଦ ବୈଠକରେ ନିଷ୍ପତି ହୋଇଛି । ୩୨ତମ ଜିଏସଟି କାନସିଲ୍ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ…

ସବୁଠୁ ଲମ୍ବା ଭାଷଣ ଦେଇ ବିଶ୍ୱ ରେକର୍ଡ କଲେ ଭାରତୀୟ ଯୁବକ ! ୧୦୦ ଘଣ୍ଟାରୁ ଅଧିକ ସମୟ ଦେଲେ ଭାଷଣ

ସାଧାରଣତଃ ରାଜନେତା ମାନେ ଲମ୍ବା ଚଉଡା ଭାଷଣ ଦେଇଥାନ୍ତି । ଅଧିକାଂଶ ସମୟ ନେତାଙ୍କ ଲମ୍ବା ଭାଷଣ ଶୁଣି ଲୋକମାନେ ବିରକ୍ତ ହୋଇଥାନ୍ତି । କିନ୍ତୁ ଏବେ ଲମ୍ବା ଭାଷଣ ଦେଇ ଭାରତର ଜଣେ ଯୁବକ ଯତୀଶ ଚନ୍ଦ୍ର ଶୁକ୍ଳା ବିଶ୍ୱ ରେକର୍ଡ କରିଛନ୍ତି । ୧୦୦ ଘଣ୍ଟାରୁ ଅଧିକ ସମୟ ଭାଷଣ ଦେବା ସହ ନେପାଳର…

ମାଟିତଳୁ ମିଳିଲା ଏମିତି କିଛି ରହସ୍ୟମୟୀ ଜିନିଷ, ଯାହାକୁ ଦେଖି ବୈଜ୍ଞାନିକ ମାନେ ମଧ୍ୟ ହୋଇଯାଇଥିଲେ ତାଜୁବ !

ଦୁନିଆର ଏଭଳି କିଛି ରହସ୍ୟମୟୀ ଜିନିଷ ରହିଛି ଯାହା ବାବଦରେ ଏଯାଏଁ ମଧ୍ୟ ମଣିଷ ଜାଣିନାହିଁ । କିନ୍ତୁ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସେ ସେତେବେଳେ ଉଭୟ ସାଧାରଣ ମଣିଷ ଓ ବୈଜ୍ଞାନିକ ମଧ୍ୟ ଚକିତ ହୋଇଯାଆନ୍ତି । ସେହିଭଳି କିଛି ରହସ୍ୟମୟୀ ସାମଗ୍ରୀ ଖନନ ସମୟରେ ମିଳିଛି ଯାହା ଦେଖି…

ହୀରାକୁଦରେ ହେବ ଆଉ ୧୫ଟି ନୂଆ ଗେଟ୍ ! ପ୍ରବାହ ଓ ଡ୍ୟାମ ପ୍ରତି ଥିବା ବିପଦକୁ ଏଡାଇବା ପାଇଁ ଏକ ନୂଆ ସ୍ପିଲ ୱେ କରିବେ…

କନକ ବ୍ୟୁରୋ : ଦେଶର ସର୍ବବୃହତ ଡ୍ୟାମ ହିରାକୁଦକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା । ହିରାକୁଦରେ ଜଳ ପ୍ରବାହ ଓ ଡ୍ୟାମ ପ୍ରତି ଥିବା ବିପଦକୁ ଏଡାଇବା ପାଇଁ ଏକ ନୂଆ ସ୍ପିଲ ୱେର କାମ ଆରମ୍ଭ ହେବାକୁ ଯାଉଛି । ହିରାକୁଦରେ ଆଉ ୧୫ଟି ନୂଆ ଗେଟ କରିବେ ସରକାର । ୩ ବର୍ଷ ଭିତରେ ଏହି କାମ ସାରିବା…

ଜୈବିକ ପଦ୍ଧତିରେ ଚାଷ ପ୍ରତି ମନ ବଳେଇଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ! କ୍ୟାମ୍ପସରେ ହେଲା ପରିବା ଚାଷ, ଗବେଷଣା…

କନକ ବ୍ୟୁରୋ : ଜୈବିକ ପଦ୍ଧତିରେ ଚାଷ ପ୍ରତି ମନ ବଳାଇଛି ରାଉରକେଲାରେ ଥିବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଏନଆଇଟି । କର୍ତୃପକ୍ଷଙ୍କ ପରାମର୍ଶକ୍ରମେ କ୍ୟାମ୍ପସରେ ଜୈବିକ ପଦ୍ଧତିରେ ପରିବା ଚାଷ କରିଛନ୍ତି ଜୈବ କୃଷି ବିଜ୍ଞାନୀ ଉଦୟ ଚନ୍ଦ୍ର । ଚାଷ ଆରମ୍ଭର ମାତ୍ର ଦେଢମାସରେ ପରିବା ଅମଳ…