Daily Archives

January 10, 2019

କାଲିଠୁ ବରଗଡ ଧନୁଯାତ୍ରା ! ସଜେଇ ହେଉଛି ଗୋପପୁର ପାଲଟୁଥିବା ଅମ୍ବାପାଲି ଗାଁ, କାଂଥ ବାଡରେ ଅଙ୍କା ହୋଇଛି କୃଷ୍ଣଲୀଳାର…

କନକ ବ୍ୟୁରୋ : ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଗୋପପୁର ସାଜୁଥିବା ଅମ୍ବାପାଲି ପ୍ରସ୍ତୁତ ହୋଇସାରିଛି । କୃଷ୍ଣଲୀଳାରେ ସାମିଲ ହେବା ପାଇଁ ଅପେକ୍ଷା କରିଛନ୍ତି ଅମ୍ବାପାଲି ବାସୀ । ଧନୁଯାତ୍ରା ପାଇଁ କଳାକାର ଓ ଗ୍ରାମବାସୀ ସମସ୍ତଙ୍କ ପସ୍ତୁତି ସରିଛି । ଘରେ ଘରେ ଲିପାପୋଛା ଏବଂ…

୩ ଭାରତୀୟଙ୍କୁ ନେଇ ମହାକାଶ ଯିବ ‘ଗଗନଯାନ’ ! ମାତ୍ର ୧୬ ମିନିଟରେ ଶ୍ରୀହରିକୋଟାରୁ ମହାକାଶ ଯାତ୍ରା ।

କନକ ବ୍ୟୁରୋ: ମହାକାଶକୁ ଯିବେ ଭାରତର ମଣିଷ । ଆସନ୍ତା ୨୦୨୨ ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏନେଇ ଗତ ମାସରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହି ପ୍ରକଳ୍ପକୁ ସବୁଜସଂକେତ ଦେଇ ପ୍ରାୟ ୧୦ ହଜାର…

ହାତୀକୁ ସମ୍ମୋହିତ କରିବା ମହଙ୍ଗା ହେଲା ! ଯୁବକକୁ ଦଳି ମାରିଦେଲା ଉତ୍ୟକ୍ତ ଜଙ୍ଗଲି ହାତୀ, ସୋସିଆଲ ମିଡିଆରେ ଭିଡିଓ…

କନକ ବ୍ୟୁରୋ : ହାତୀକୁ ସମ୍ମୋହନ ଉଦ୍ୟମରୁ ଜୀବନ ଗଲା । ଉତ୍ୟକ୍ତ ହାତୀ ଯୁବକକୁ ଶୁଣ୍ଡରେ ଉଠାଇ କଚାଡି ଦେବା ପରେ ଗୋଡରେ ଦଳି ମାରିଦେଇଛି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା ଘଟିଛି ଦକ୍ଷିଣ ଶ୍ରୀଲଙ୍କାର ୟାଲା ନ୍ୟାସନାଲ ପାର୍କ ନିକଟ କାଟରାଗାମାରେ ।…

ପାକିସ୍ତାନ ଟିଭି ଚ୍ୟାନେଲରେ ଭାରତୀୟ ସାମଗ୍ରୀର ବିଜ୍ଞାପନକୁ ନା ! ପ୍ରସାରଣ ପାଇଁ ଅନୁମତି ଦେଲେନି ପାକ୍…

କନକ ବ୍ୟୁରୋ : ପାକିସ୍ତାନ ଟିଭି ଚ୍ୟାନେଲରେ ଭାରତୀୟ ସାମଗ୍ରୀର ବିଜ୍ଞାପନ ମନା । ବିଜ୍ଞାପନ ପ୍ରସାରଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସିଧା ସିଧା ମନା କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମିୟାଁ ସାକିବ ନିସାର । ଭାରତୀୟ ବିଜ୍ଞାପନରୁ ପାକିସ୍ତାନର…

ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ । ନବୀନଙ୍କୁ ଚିଠି ଲେଖି ସମର୍ଥନ ଜଣାଇଲେ ଏନସିପି ମୁଖ୍ୟ ଶରଦ ପାୱାର ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଚିଠି । ମହିଳାଙ୍କ ପାଇଁ ବିଧାନସଭାରେ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ନେଇ ନବୀନଙ୍କୁ ଚିଠି ଲେଖିଛନ୍ତି ଶରଦ ପାୱାର । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ବିଜେଡିକୁ ସମର୍ଥନ କରିବ ଏନସିପି ବୋଲି ଚିଠି…

ଆଧାର କାର୍ଡରେ ଅଫଲାଇନ ପରିବର୍ତ୍ତନ କରିବା ହେଲା ମହଙ୍ଗା : ଜାନୁୟାରୀ ୧ରୁ ଲାଗୁ ହୋଇଛି ନିୟମ, ଜାଣନ୍ତୁ ଶୁଳ୍କ

ଭାରତୀୟ ବିଶିଷ୍ଟ ପ୍ରାଧିକରଣ ଅର୍ଥାତ୍ ୟୁଆଇଡିଏଆଇ ସମୟ ସମୟରେ କିଛି କିଛି ପରିବର୍ତ୍ତନ କରୁଥାଏ । ଏମିତିରେ ପୁଣି ଥରେ ପରିବର୍ତ୍ତନ କରିଛନ୍ତି । ଏବଂ ଏହା ଅଧିନରେ ଆପଣଙ୍କୁ ଅନଲାଇନ ଆଧାର କାର୍ଡରେ ସଂଶୋଧନ ପାଇଁ ଅଧିକ ଶୁଳ୍କ ଦେବାକୁ ପଡିବ । ଏହି ବଢ଼ିଥିବା ଫିସ୍ ୧ ଜାନୁୟାରୀ ୨୦୧୯ରୁ…