Daily Archives

January 4, 2019

କିଛି ବର୍ଷ ଧରି ଘରୋଇ ହିଂସାର କବଳରେ ଥିଲେ ଏହି ଟି.ଭି ଅଭିନେତ୍ରୀ ! ସମସ୍ତଙ୍କ ସାମ୍ନାରେ ମାଡ ମାରୁଥିଲେ ପ୍ରେମିକ ।

ଲୋକପ୍ରିୟ ଟେଲି ଧାରାବାହିକ ଉତ୍ତରନ୍ ଅଭିନେତ୍ରୀ ଟିନା ଦତ୍ତା ଘରୋଇ ହିଂସାର ଶିକାର ହେଉଥିବା ସୂଚନା ମିଳିଛି । ୫ବର୍ଷ ଧରି ସେ ନିଜ ପ୍ରେମିକଙ୍କ ଦ୍ୱାରା ଘରୋଇ ହଂସାର ଶିକାର ହୋଇ ଆସୁଥିଲେ ବୋଲି ଅଭିଯୋଗ କରିିଛନ୍ତି । ଏକ ସାକ୍ଷାତକାରରେ ସେ ଏଭଳି ଚାଞ୍ଚଲ୍ୟକର ବୟାନ ଦେବା ପରେ ତାକୁ ନେଇ…

ଖୁସିଖବର: ଚାକିରି ଚାଲିଗଲେ ବି ପ୍ରତିମାସ ମିଳିବ ଦରମା, ଯେପର୍ଯ୍ୟନ୍ତ ନମିଳିଛି ଆପଣଙ୍କୁ କାମ ସେପର୍ଯ୍ୟନ୍ତ ଟଙ୍କା…

୨୦୧୯ ସାଧାରଣ ନିର୍ବାଚନର ସେମିଫାଇଲାନ କୁହାଯାଉଥିବା ନିକଟରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ହୋଇଛି ଶୋଚନୀୟ ପରାଜୟ । ଯେଉଁଥିରେ ଭାଙ୍ଗି ଚୂରମାର ହୋଇଯାଇଛି ମୋଦିଙ୍କ ପୁଣି ଥରେ ସରକାର ଗଢିବାର ସ୍ୱପ୍ନ । ତେବେ କାହିଁକି ବିଜେପିକୁ ନିରାଶର ମୁହଁ ଦେଖିବାକୁ ପଡିଛି…

୭୫ ଡିଗ୍ରୀ ତାପମାତ୍ରାରେ ପବନ ବି ଯେଉଁଠି ପାଲଟିଯାଏ ବରଫ ସେଠାରେ କିଭଳି ବଞ୍ଚନ୍ତି ଭାରତର ଯବାନ୍ ! ସତ ଜାଣିଲେ ଆପଣ…

ଦେଶର ପ୍ରତିଟି ନାଗରିକ ଯେତେବେଳେ ଘରେ ଆରାମରେ ଶୋଇଥାଏ ସେତେବେଳେ ଆଭିଜାତ୍ୟ ଜୀବନରୁ ବହୁ କୋଶ ଦୂର ସିଆଚିନ୍ ରେ ରାତିଦିନ ଅହରହ ଠିଆ ହୋଇ ଭାରତର ଯବାନ୍ ଭାରତମାତା ଏବଂ ଭାରତୀୟଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ୟମ ଚଳାଇଥାନ୍ତି । ହାଡଭଙ୍ଗା ଶୀତ ତ ଦୂରର କଥା ଯେଉଁଠାରେ ପବନ ମଧ୍ୟ ପାଲଟିଯାଏ…

ନବୀନଙ୍କ ବିରୁଦ୍ଧରେ ମହାମେଂଟ ନେଇ ଖାରବେଳ ସ୍ୱାଇଁଙ୍କ ବୟାନ୍ । କହିଲେ ବିଜେଡ଼ି ବିରୋଧୀ ମେଂଟରେ ସାମିଲ ହେବେ ଦାମ,…

କନକ ବ୍ୟୁରୋ : ବିଜେଡି ବିରୋଧରେ ମହାମେଂଟ ଗଠନ ନେଇ ଆଜି ସଙ୍କେତ ଦେଇଛନ୍ତି ଖାରବେଳ ସ୍ୱାଇଁ । ଏହି ମହାମେଂଟର ରୂପରେଖ ୧୫ ଦିନ ଭିତରେ ସ୍ପଷ୍ଟ ହେବ । ଏଥିପାଇଁ କଥାବାର୍ତା ଚାଲିଛି ବୋଲି କହିଚନ୍ତି ଉତ୍କଳ ଭାରତର ସଭାପତି । ସେ କହିଛନ୍ତି, ଏଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା,…

ପତ୍ନୀଙ୍କ ଡ୍ରେସ ଦେଖି ଡରିଗଲେ ସ୍ୱାମୀ, ସାପ ଭାବି ଭାଙ୍ଗିଦେଲେ ଧର୍ମପତ୍ନୀଙ୍କ ଗୋଡ

ଲୋକମାନେ ନିଜର ପରିଧାନକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଗବେଷଣା କରନ୍ତି । ଅଦ୍ଭୁତ ଷ୍ଟାଇଲ ଓ ଭିନ୍ନ ଦେଖାଯିବା ଇଚ୍ଛାରେ ଲୋକ ଭ୍ରମରେ ପକାଉଥିବା କପଡା ମଧ୍ୟ ପିନ୍ଧନ୍ତି । କିନ୍ତୁ ବେଳେବେଳେ ଏଥିରେ ଏତେ କ୍ଷତି ହୋଇଥାଏ ଯେ, ଜୀବନ ପ୍ରତି ବିପଦ ଆସିଯାଏ । ଅଷ୍ଟ୍ରେଲିୟାର ସହର ମେଲବର୍ଣ୍ଣରେ…

ଦିଲ୍ଲୀ ଧାରଣାରେ ସାମିଲ ହେବେ ନବୀନ ! ଧାନର ଏମଏସପି ବୃଦ୍ଧି ଦାବିରେ ଦିଲ୍ଲୀ ତାଲକୋଟରାରେ ବିଜେଡି କରିବ ପ୍ରତିବାଦ

କନକ ବ୍ୟୁରୋ : ଚାଷୀ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି ବିଜେଡି । ଦିଲ୍ଲୀରେ ଆସନ୍ତା ୮ ତାରିଖରେ ବିଜେଡି ଧାରଣା ଦେବ । ଏଥିରେ ସାମିଲ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ଆୟୋଜିତ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାଂସଦ…