Daily Archives

November 22, 2018

ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଓ ଜ୍ୱାଇଁ : ରାଜସ୍ଥାନ ଜୈସଲମୈରରେ ଉଦ୍ୟୋଗପତିଙ୍କ ବିବାହ…

କନକ ବ୍ୟୁରୋ : ରାଜସ୍ଥାନ ଜୈସଲମେରରେ ଜଣେ ଉଦ୍ୟୋଗପତିଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଓ ଜ୍ୟାଇଁ । ଇଭାଙ୍କା ଟ୍ରମ୍ପ ଓ ତାଙ୍କ ସ୍ୱାମୀ ଜରେଦ କୁଶନର ଏହି ହାଇ ପ୍ରୋଫାଇଲ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ନଭେମ୍ବର…

#ଡ଼ାହା ମିଛ । ସରକାର ବିରୋଧୀ ହାୱାକୁ କାଟିବ ବ୍ରାଣ୍ଡ ନବୀନ । ଶତ୍ରୁକୁ ମାତ୍ ଦେବ ହକିର ମହାକୁମ୍ଭ ?

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।) କନକ ବ୍ୟୁରୋ: ରବିବାର ସକାଳୁ ସକାଳୁ ଟିକେ ପାର୍କ ଚାଲିଗଲି ଜଗିଙ୍ଗ କରିବା ପାଇଁ। ଆଉ ପାର୍କରେ ଏକ୍ସରସାଇଜ ସରିବା ପରେ ସେଠି…

ବିଗ୍ ବି ଙ୍କ ବଡ ଖୁଲାସା, KBC ସମୟରେ ହୋଇସାରିଛନ୍ତି ଏହି ଗମ୍ଭୀର ରୋଗରେ ପୀଡିତ 

କୌନ ବନେଗା କରୋଡପତିର ଦଶମ ସିଜନରେ ଅହମଦାବାଦରୁ ଆସିଥିବା କାଜଲ ପଟେଲ ସର୍ବପ୍ରଥମେ ଫାଷ୍ଟେଷ୍ଟ ଫିଙ୍ଗରର ଠିକ୍ ଉତ୍ତର ଦେଇ  ହଟ୍ ସିଟ୍ ରେ ପହଂଚିଲେ । କିନ୍ତୁ ସେ ମାତ୍ର ୬ ଲକ୍ଷ ୪୦ ହଜାର ଟଙ୍କା ହିଁ ଜିତିପାରିଲେ । ଖେଳରେ ଅମିତାଭ ବଚ୍ଚନ କାଜଲଙ୍କୁ ଅନେକ ପ୍ରଶ୍ନ ପଚାରିଲେ, ଯେଉଁଥିରେ…

ଲାଇଭ୍ ସୋ’ରେ ସାମ୍ବାଦିକାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଚର୍ଚ୍ଚାରେ ଆମ୍ ଆଦମୀ ପାର୍ଟିର ବିଧାୟକ !

ଆମ୍‌ ଆଦମୀ ପାର୍ଟି (ଆପ୍‌)ର ବିଧାୟକ ସୋମନାଥ ଭାରତୀ ଏକ ନିଉଜ୍‌ ଚ୍ୟାନଲରେ ଆଙ୍କରଙ୍କୁ ଅଭଦ୍ର ଭାଷାର ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏ ନେଇ ନୋଏଡାର ସେକ୍ଟର-୩୯ ମହିଳା ଥାନାରେ ଏଫ ଆଇ ଆର୍‌ ବି ରୁଜ୍ଜ୍‌ୁ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର ବସନ୍ତକୁଂଜରେ…

ମଇଁଷିକୁ ବଂଚାଇବାକୁ ଯାଇ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବସ୍ : ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ପରେ କହିଲେ…

କନକ ବ୍ୟୁରୋ : ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଂଚାଇବାକୁ ଯାଇ ମହାନଦୀ ପୋଲ ତଳକୁ ଖସି ପଡିଥାଇପାରେ ବସ୍ । ଘଟଣାସ୍ଥଳକୁ ଯାଇ ଯାଂଚ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତଦନ୍ତକାରୀ ଦଳ । ଏହା ସହିତ ସେ କହିଛନ୍ତି ବସଟି ୨୦୧୬ର ଓ ଏହି ବସ୍ରେ ସ୍ପିଡ୍ କଂଟ୍ରୋଲର ଲାଗିଥିଲା । ତେଣୁ…

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା : ଡ୍ରାଇଭର ନାଁରେ ଏତଲା ଦେଲା ବନବିଭାଗ

କନକ ବ୍ୟୁରୋ : ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ଡ୍ରାଇଭର ନାଁରେ ଏତଲା ଦେଲା ବନବିଭାଗ । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ । ଏହା ସହିତ ବନବିଭାଗ ପକ୍ଷରୁ ତନାଘନା ଆରମ୍ଭ କରାଯାଇଛି । ବସନ୍ତପୁର ଓ କେନ୍ଦୁଝର ଷ୍ଟେସନ ମଝିରେ ଏହି ଦୁର୍ଘଟଣା ଘଟିଛି । କେନ୍ଦୁଝର ସଦର ବନାଂଚଳରେ…