Daily Archives

November 13, 2018

ତାଳଚେର ଓ ଅନୁଗୁଳରେ ପ୍ରଦୂଷଣ ସ୍ଥିତି ସାଙ୍ଘାତିକ୍ : ବିପଦରେ ସହରବାସୀଙ୍କ ଜୀବନ

କନକ ବ୍ୟୁରୋ : ଦିନକୁ ଦିନ ଦେଶ ତଥା ରାଜ୍ୟରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଶିଳ୍ପାୟନ, ସହରୀକରଣ, ଆଧୁନିକୀରଣ ମୋହରେ ମଣିଷ ସମାଜ ଜଳବାୟୁକୁ ପ୍ରଦୂଷଣ କରିବାରେ ଲାଗିଛି । ନିଜ ଗୋଡ଼ରେ ନିଜେ କୁରାଢି ମାରିଲା ଭଳି ବାୟୁ ପ୍ରଦୂଷଣ ମଣିଷ ସମାଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି ।…

କୋଣାର୍କ ମନ୍ଦିର ପ୍ରସଙ୍ଗ । ମନ୍ତ୍ରୀଙ୍କ ପ୍ରଶ୍ନ,ଏଏସଆଇର ଉତ୍ତର । କୋଣାର୍କ ସ୍ଥିତିର ସମୀକ୍ଷା ପାଇଁ ବସିଲା…

କନକ ବ୍ୟୁରୋ: ଅର୍କକ୍ଷେତ୍ର କୋଣାର୍କ ମନ୍ଦିରରୁ ପଥର କଢ଼ାଯିବା ପ୍ରସଙ୍ଗ ।  କୋଣାର୍କରେ କୌଣସି ପଥର ବଦଳା ଯାଇନାହିଁ । ଏଏସଆଇ ଆକ୍ଟ ଅନୁସାରେ କେବଳ ଖାଲି ପଡିଥିବା ସ୍ଥାନରେ ସାଧାରଣ ପଥର ଲଗାଯାଇ ଫିଲପ୍ ହୋଇଛି ବୋଲି କହିଛି ଏଏସଆଇ । ପୂର୍ବରୁ କୋଣାର୍କମନ୍ଦିରର ଖାଲିଥିବା ସ୍ଥାନରେ କ’ଣ…

ଭୁବନେଶ୍ୱରରେ ମହାପ୍ରଭୁଙ୍କ ରଘୁନାଥ ବେଶ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ : କହିଲେ ସୀମା ଭିତରେ…

କନକ ବ୍ୟୁରୋ : ଭୁବନେଶ୍ୱରରେ ମହାପ୍ରଭୁ ଜଗନ୍ନାଥଙ୍କ ରଘୁନାଥ ବେଶକୁ ନେଇ ତେଜିଲା ବିବାଦ । ରତ୍ନ ସିଂହାସନ ବାହାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । କହିଛନ୍ତି ଭକ୍ତି ଭାବନା ମର୍ଯ୍ୟଦା ସୀମା…

୨୪ ଘଂଟା ଭିତରେ ପିଲା ଚୋରଣୀକୁ କାବୁ କଲା ପୁଲିସ : ପୁଲିସ ଆଇଆଇସିଙ୍କୁ ଫୁଲମାଳ ପିନ୍ଧାଇ ପ୍ରଶଂସା କଲେ ଲୋକ

କନକ ବ୍ୟୁରୋ : ଧରାପଡ଼ିଲା ପିଲା ଚୋରଣୀର କାରନାମା । ୧୧ ତାରିଖରେ ବାରିପଦା ସରହରର ବାସିନ୍ଦା ଏସକେ ରଜତଙ୍କ ଦୁଇ ବର୍ଷର ଶିଶୁପୁତ୍ର ଚୋରି ହୋଇଥିଲା । ଆଜି ଅପହରଣ କରିଥିବା ମହିଳା ଜଣକୁ ପୋଲିସ ଧରିବା ପରେ ପୁରା ଘଟଣା ସାମନାକୁ ଆସିଛି । ଶିଶୁ ପୁତ୍ରକୁ ବିକ୍ରି କରିବାକୁ ନେଉଥିବା ବେଳେ…

ମା’ ନା ରାକ୍ଷସୀ । ମାତ୍ର ୧୦୦୦ ଟଙ୍କା ପାଇଁ ନରରାକ୍ଷସଙ୍କ ହାତରେ ଟେକିଦେଲା ଝିଅର ଇଜ୍ଜତ

ଏମିତି ମା’କୁ ଛି । ମାତ୍ର ୧୦୦୦ ଟଙ୍କା ପାଇଁ ନିଜ ନାବାଳିକା ଝିଅକୁ ଦେହ ରାକ୍ଷସଙ୍କୁ ସମର୍ପି ଦେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ହରିୟାଣାରୁ ସାମ୍ନାକୁ ଆସିଛି । ନାବାଳିକା ଝିଅ ଏ ସର୍ମ୍ପକରେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ଉପରୁ ପରଦା ଉଠିଛି । ପୀଡିତାଙ୍କ କହିବା…

କେନ୍ଦ୍ରୀୟ ପରୀକ୍ଷାଗାର ଯିବ କାକଟପୁର ଛତୁଆ : ୨ଟି ସ୍ୱୟଂ ସହାୟକ ଗୋଷ୍ଠୀରୁ ଛତୁଆ ଓ ସୁଜି ନମୂନା ସଂଗ୍ରହ କଲା…

କନକ ବ୍ୟୁରୋ : ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଛତୁଆ ଦୁର୍ନୀତିର ପର୍ଦ୍ଦାଫାସ । କେନ୍ଦ୍ରୀୟ ପରୀକ୍ଷାଗାରକୁ ଯିବ କାକଟପୁର ଛତୁଆ । ରାଜ୍ୟ ସୂଚନା ଅଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ କାକଟପୁର ବ୍ଲକର ୨ଟି ଚତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠିରୁ ଛତୁଆ ଓ ସୁଜି ସଂଗ୍ରହ କରାଯାଇଛି ।…