ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱର ଛାତି ଉପରେ ଏକାଠି ହେବେ କ୍ରିକେଟର ରାହାଣେ, କୈଫ ଓ ଅଲିମ୍ପିକ୍ ଷ୍ଟାର ବେନ…
କନକ ବ୍ୟୁରୋ : ପୂରା ଦେଶରେ ଯାହା ହୋଇନଥିଲା ତାହା ଏବେ ଓଡିଶାରେ ହେବାକୁ ଯାଉଛି । ଏସିଆ ମହାଦେଶର ପ୍ରଥମ ତଥା ସବୁଠୁ ବଡ ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ ଓଡିଶାରେ ଅୟୋଜିତ ହେବାକୁ ଯାଉଛି । ନଭେମ୍ବର ୨ ଓ ୩ ଦୁଇଦିନ ଧରି ହେବାକୁ ଥିବା ଏକାମ୍ର ଖେଳ ସାହିତ୍ୟ ଉତ୍ସବରେ ବିଶ୍ୱ…