Daily Archives

October 22, 2018

ଟିକସ କମାଇ ବେସ୍ ପ୍ରାଇସ ବଢାଉଛି କେନ୍ଦ୍ର ! ସାମ୍ନାକୁ ଆସିଲା ଡିଜେଲ ଦର ବୃଦ୍ଧି ଅଙ୍କର ନାଟକ, ଧର୍ମେନ୍ଦ୍ରଙ୍କ ଉପରେ…

କନକ ବ୍ୟୁରୋ : ତିନି ଦିନ ହେଲା ପେଟ୍ରୋଲ ଦରକୁ ଟପିଗଲାଣି ଡିଜେଲ ଦର । ଓଡ଼ିଶାରେ ସୃଷ୍ଟି ହୋଇଛି ଏଭଳି ଏକ ବିଚିତ୍ର ଅବସ୍ଥା । ଏଭଳି କାହିଁକି ହେଉଛି ସେ ନେଇ ଏବେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ । ଆସନ୍ତୁ ଦେଖିବା କାହିଁକି ବଢ଼ୁଛି ଡିଜେଲ୍ ଦର ? ପେଟ୍ରୋଲଠାରୁ ଡିଜେଲ୍ ବେସ୍ ରେଟ୍ ଅଧିକ…

ଦାମଙ୍କ ଟାର୍ଗେଟରେ ଅରୁଣ । କହିଲେ ସଭାକୁ ଭଣ୍ଡୁର କରିବାକୁ ତାଙ୍କ ସମର୍ଥକଙ୍କୁ ପଠାଇଥିଲେ ନୟାଗଡ ବିଧାୟକ । ବିଜେଡି…

କନକ ବ୍ୟୁରୋ: ଦାମଙ୍କ ଟାର୍ଗେଟରେ ଅରୁଣ । ବାରିପଦା ସମାବେଶରେ ବିଶୃଙ୍ଖଳା ସୃଷ୍ଟି କରିବା ପଛରେ ବିଧାୟକ ଅରୁଣ ସାହୁଙ୍କ ହାତ ରହିଥିବା ନେଇ ଆଜି ଅଭିଯୋଗ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଦାମ କହିଛନ୍ତି, ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନୟାଗଡ ବିଧାୟକ ଅରୁଣ ସାହୁ ତାଙ୍କ…

ମଣିଷ ମାରିବା ପରେ ବଳଦ ଶିକାର କଲା ‘ସୁନ୍ଦରୀ’। ଲୋକଙ୍କ ଏକା ଜିଦ୍ ବିଦା ହେଉ ବାଘ, ସ୍ୱର ମିଳାଇଲେ ଆଠମଲ୍ଲିକ ବିଧାୟକ…

କନକ ବ୍ୟୁରୋ: କାବୁ ହେବ ସାତକୋଶିଆରେ ଉତ୍ପାତ କରୁଥିବା ସୁନ୍ଦରୀ । ରକ୍ତମୁଖା ବାଘକୁ ବେଶିଦିନ ବାହାରେ ରଖିଲେ ମୁସ୍କିଲ । ତେଣୁ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରକୁ ନେବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ସେପଟେ ଦୁଇ ଦୁଇଟି ହତ୍ୟା ପରେ ଗାଁ ଲୋକଙ୍କ ଏକା ଜିଦ୍- ବାଘକୁ ବିଦା କର । ହେଲେ…

ଭରା ନାଳ ଭିତରକୁ ଖସି ପଡିଲା କାର ! ଜୀବନକୁ ବାଜି ଲଗାଇ ପୁଅକୁ ବଂଚାଇଲା ମାଆ, କେନାଲ ବନ୍ଧରେ ଭାରସାମ୍ୟ ହରାଇ ଉଛୁଳା…

କନକ ବ୍ୟୁରୋ : ପୁଅର ଜୀବନ ବଂଚାଇବାକୁ ମା’ ନିଜ ଜୀବନକୁ ବାଜି ଲଗାଇପାରେ । ହୁଏତ, ଏମିତି ଅନେକ କାହାଣୀ ପଢ଼ିଥିବେ, ଅନେକ ଫିଲ୍ମ ଦେଖିଥିବେ । ହେଲେ ସତସତିକା ଏମିତିଆ ଏକ ଘଟଣା ଦେଖିବାକୁ ମିଳିଛି । ଭରା କୋନଲରେ ଭିତରକୁ ଖସି ପଡିଲା କାର । ଆଉ ନିଜ ଜୀବନକୁ ବାଜି ଲଗାଇ ପୁଅକୁ ବଂଚାଇଲେ ମା’…

ସିବିଆଇ ଦେହରେ ଲାଗିଛି କଳଙ୍କର ଦାଗ । ଲାଞ୍ଚ ଅଭିଯୋଗରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ…

କନକ ବ୍ୟୁରୋ: ସିବିଆଇ ଦେହରେ ଲାଗିଛି କଳଙ୍କର ଦାଗ । ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ବିରୋଧରେ ଆସିଛି ଲାଂଚ ନେବା ଭଳି ସଂଗୀନ ଅଭିଯୋଗ । ମାଂସ ରପ୍ତାନୀକାରୀ ମୋଇନ କ୍ୟୁରେସିଙ୍କ ମନି ଲଣ୍ଡରିଂ ମାମଲାରେ ୫ କୋଟି ଟଙ୍କାର ଡିଲ ହୋଇଥିବା ବେଳେ ୨ କୋଟି ଟଙ୍କା ଲାଂଚ…

କେନ୍ଦ୍ର କୃଷିମନ୍ତ୍ରୀଙ୍କ ବଡ ବୟାନ ! କହିଲେ, ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ୨୦୨୨ ସୁଦ୍ଧା ଦୁଇଗୁଣା ହେବ ଚାଷୀଙ୍କ ଆୟ…

କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଚାଷୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତିଟି ବାଧାବିଘ୍ନକୁ ସାମ୍ନା କରିବା ସହ ୨୦୨୨ ସୁଦ୍ଧା ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବେ । ଆଉ ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ମଧ୍ୟ ସେ…