Daily Archives

October 10, 2018

ତିତଲି ତାଜା କଲା ଫାଇଲିନର ଅନୁଭୂତି ! ୨୦୧୩ ଅକ୍ଟୋବରରେ ହୋଇଥିଲା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ,…

କନକ ବ୍ୟୁରୋ : ୧୯୯୯ ମହାବାତ୍ୟା ପରେ ଓଡିଶାରେ ଅଧିକ ପ୍ରଭାବ ପକାଇଥିଲା ବାତ୍ୟା ଫାଇଲିନ୍ । ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଓଡିଶାର ଗୋପାଳପୁରରେ ହିଁ ମାଡ କରିଥିଲା । ଏହି ସମୟରେ ପବନର ବେଗ ଘଂଟାପ୍ରତି ୨୧୫ରୁ ୨୬୦ ରେକର୍ଡ ହୋଇଥିଲା । ଏବେ ଓଡିଶାକୁ ମାଡି ଆସୁଛି…

ଭୟଙ୍କର ରୂପନେଇ ୧୫ କିଲୋମିଟର ବେଗରେ ମାଡି ଆସୁଛି ‘ତିତଲି’ ! ସମୁଦ୍ର ଭିତରେ ଶକ୍ତିଶାଳୀ ହେଉଛି ବାତ୍ୟା, ସକାଳ ସାଢ଼େ…

କନକ ବ୍ୟୁରୋ : ସମୟ ଯେତିକି ଗଡୁଛି, ସେତିକି ପାଖେଇ ଆସୁଛି ତିତଲି । ୨୦୦ କିଲୋମିଟରରୁ ସାମାନ୍ୟ ଅଧିକ ଦୂରରେ ରହିଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ । ଭେରି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବା ପରେ ଘଂଟାକୁ ୧୫ କିଲୋମିଟର ବେଗରେ ମାଡି ଆସୁଛି ତିତଲି । କାଲି ସକାଳ ୫ଟା ୩୦ରେ ଗୋପାଳପୁର…

ତିତଲି ପାଇଁ ରେଳବାଇ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର ! ଜାଣନ୍ତୁ କେଉଁ ନମ୍ବରରେ ଯୋଗାଯୋଗ କରିବେ ?

କନକ ବ୍ୟୁରୋ : ଓଡ଼ିଶାମୁହାଁ ହେଉଛି ବାତ୍ୟା ତିତଲି । ଧୀରେ ଧୀରେ ପ୍ରଚଣ୍ଡ ରୂପ ନେବାରେ ଲାଗିଛି ତିତଲି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅତି ଭୟଙ୍କର ସାମୁଦ୍ରିକ ଝଡ଼ ତିତଲି ଆସନ୍ତା ଗୁରୁବାର ସକାଳେ ସାଢ଼େ ୫ଟାରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ…

ତିତଲି ପାଇଁ ପୁରୀ ସମୁଦ୍ର ଅଶାନ୍ତ ! ଭୟଙ୍କର ଗର୍ଜନ କରିବା ସହ ଉଠୁଛି ବିଶାଳ ଜୁଆର

କନକ ବ୍ୟୁରୋ : ବାତ୍ୟା ତିତଲିକୁ ନେଇ ପୁରୀବାସୀ ଭୟଭୀତ । ସମୁଦ୍ର କୂଳିଆ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାରବରଣ ଅଧିକ ରହିଛି । ଉଠାଦୋକନୀ ଦୋକାନ ଖୋଲିବା ପାଇଁ ଭୟ କରୁଛନ୍ତି । ଅଧିକ ସମୟ ଯେତିକି ଗଡ଼ି ଚାଲିଛି, ଉଚ୍ଚ ଢ଼େଇ ଆସୁଛି । ମୋଟାମୋଟି କହିବାକୁ ଗଲେ ୩ ରୁ ୪ ଫୁଟ ଉଚ୍ଚାତାରେ ଢ଼େଉ…

ଓଡ଼ିଶା ଆଡ଼କୁ ଅତି ପ୍ରଚଣ୍ଡ ବେଗରେ ମାଡ଼ି ଆସୁଛି ତିତଲି ! ସମୁଦ୍ରରେ ଉଠିପାରେ ଦେଢ଼ ମିଟର ଉଚ୍ଚର ଜୁଆର

କନକ ବ୍ୟୁରୋ : ଓଡ଼ିଶାର ନିକଟତର ହେଉଛି ବାତ୍ୟା ତିତଲି । ଗୋପାଳପୁର ଠାରୁ ୨୩୦ କିମି ଦୂରରେ ରହିଛି ତିତଲି । ଘଂଟା ପ୍ରତି ୧୫ କିମି ବେଗରେ ମାଡ଼ି ଆସୁଛି ତିତଲି । ୧୪୦ରୁ ୧୬୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ସମସ୍ତ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ତିତଲି…

ବାତ୍ୟା ପାଇଁ ସର୍ତକତା ! ରାତି ୧୦ଟା ପରେ ଗଡିବନି ଟ୍ରେନ, ସୂଚନା ଦେଲା ପୂର୍ବତଟ ରେଳବାଇ

କନକ ବ୍ୟୁରୋ : ଓଡିଶା ଉପକୂଳ ଆଡକୁ ମୁହାଁଉଛି ବାତ୍ୟା ତିତଲି । ଉପକୂଳ ଛୁଇଁବା ପରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ସକାଳ ୫.୩୦ ମିନିଟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଉ ଏଭଳି ସମୟରେ ପୂର୍ବତଟ ରେଳବାଇ…