Daily Archives

October 9, 2018

ପାର୍ବଣ ଋତୁରେ ଶସ୍ତାରେ ସୁନା କିଣିବାର ସୁଯୋଗ ! ୧୫ ଅକ୍ଟୋବରରୁ ଆରମ୍ଭ ହେବ ଯୋଜନା, ଅଧିକ ଲାଭ ସହ ସୁଯୋଗର ଲାଭ…

ଆସୁଛି ପାର୍ବଣ ଋତୁ । ଆଉ ଏହି ସମୟରେ ସୁନା କାରବାର ଅନ୍ୟ ଦିନ ଅପେକ୍ଷା ବଢ଼ିଯାଏ । ଲୋକେ ପାର୍ବଣ କ୍ଷତୁରେ ହିଁ ଅଧିକ ସୁନା କିଣିବାର ଦେଖିବା ପାଇଁ ମିଳେ । ଉପହାର ସ୍ୱରୂପ ହେଉ କିମ୍ବା ଘର ପାଇଁ ହେଉ ଲୋକ ସୁନା କିଣିବା ପାଇଁ ପସନ୍ଦ କରନ୍ତି । ତେବେ ଟଙ୍କା ଅଭାବରୁ ସମସ୍ତଙ୍କ ପାଇଁ ସୁନା…

ରୋଷେଇ ଘରେ ୧୨ ଫୁଟର ଅଜଗର । ଭୟରେ ଥରିଲେ ପରିବାର ବର୍ଗ, ଉଦ୍ଧାର କଲା ବନବିଭାଗ ।

କନକ ବ୍ୟୁରୋ: ରୋଷେଇ ଘରୁ ମିଳିଲା ୧୨ ଫୁଟ୍ ଲମ୍ବର ଅଜଗର ସାପ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହକୁମା ଅଞ୍ଚଳରେ । ସୁଚନାମ ମୁତାବକ ସେହି ଅଞ୍ଚଳର ଲାଇନ ମ୍ୟାନ ସାହିର ହରି ପ୍ରଧାନ ନାମକ ବ୍ୟକ୍ତିଙ୍କ ରୋଷେଇ ଘରୁ ଉଦ୍ଧାର ହୋଇଛି ୧୨ ଫୁଟର ଅଜଗର ସାପ । ତେବେ…

ବିବାଦରେ ଧାରାବାହିକ ଜଗତର ସଂସ୍କାରୀ ବାପା : ଆଲୋକ ନାଥଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣିଲେ ପ୍ରଯୋଜିକା

ଯୌନ ଶୋଷଣ ବିବାଦରେ ବଲିଉଡ୍ କଳାକାର ଆଲୋକ ନାଥ । ଛୋଟ ପରଦାର ଜଣାଶୁଣା କଳାକାର ଆଲୋକନାଥଙ୍କ ବିରୋଧରେ ଆସିଛି ଯୌନଶୋଷଣର ସଙ୍ଗିନ୍ ଅଭିଯୋଗ । ମହିଳା ପ୍ରଡ୍ୟୁସର ବିନୀତା ନନ୍ଦା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ୯୦ ଦଶକର ଟେଲି ସୋ ତାରାର ନିର୍ମାଣ ବେଳେ ଆଲୋକ ନାଥ ତାଙ୍କୁ…

ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ ଘଟଣାରେ ମୋଦିଙ୍କୁ ଟାର୍ଗେଟ୍ କଲେ ମାୟାବତୀ : କହିଲେ ଭୋଟ୍ ଦେଇ ଜିତାଇଥିବା ଲୋକଙ୍କ…

କନକ ବ୍ୟୁରୋ : ଗୁଜୁରାଟରେ ଉତ୍ତର ଭାରତୀୟଙ୍କ ଉପରେ ବଢୁଥିବା ଆକ୍ରମଣ ଘଟଣାକୁ ନେଇ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଏହାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମାୟାବତୀ କହିଛନ୍ତି ଯେଉଁମାନେ ମୋଦିଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ…

ଛତିଶଗଡ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ୮ ମୃତ , ୧୪ ଗୁରୁତର !

କନକ ବ୍ୟୁରୋ: ଛତିଶଗଡ ଭିଲାଇ ଷ୍ଟିଲପ୍ଲାଂଟରେ ଅଘଟଣ । କୋକ୍ ଓଭନ ନିକଟରେ ମରାମତି ସମୟରେ ଫାଟିଲା ଗ୍ୟାସ ପାଇପ୍ ଲାଇନ୍  । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଗୁରୁତର ହୋଇଛନ୍ତି । ତେବେ ଘଟଣା ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଁଚିଛନ୍ତି । ଆହତ ମାନଙ୍କୁ ଉଦ୍ଧାର…

ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଧକ୍କା । ବିଜେପି ନେତା କହିଲେ, ରାସ୍ତା କଡରେ ପରିସ୍ରା କରିବା ଆମର ପୁରୁଣା ପରମ୍ପରା

କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ପରି ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାଧାମୋହାନଙ୍କ ଭଳି ଅନ୍ୟ ଜଣେ ବିଜେପି ନେତା ରାସ୍ତାକଡରେ ଖୋଲାରେ ପରିଶ୍ରା କରୁଥିବାର ଦୃଶ୍ୟ ରହିଛି । ତେବେ ବଡ କଥା ହେଲା…