Daily Archives

August 28, 2018

ବିନା ଫିସନେଟରେ ଚାଲିଛି ଆମ୍ବୁଲାନ୍ସ : ଅଧା ରାସ୍ତାରେ ଅଟକିବାରୁ ଯନ୍ତ୍ରଣାରେ ଛଟପଟ ଶିଶୁ

କନକ ବ୍ୟୁରୋ : ରାଜ୍ୟରେ ଆମ୍ବୁଲାନ୍ସ ସେବାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ଅଧାବାଟରେ ଆମ୍ବୁଲାନ୍ସ ଅଚଳ ହେବା ଯୋଗୁଁ ଘଂଟାଏ ପର୍ଯ୍ୟନ୍ତ ରୋଗୀ ଅଧାବାଟରେ ଛଟପଟ ହେଉଥିଲା । ସୂଚନା ଅନୁସାରେ ଅସ୍ତରଙ୍ଗ ଅଂଚଳରେ ଜଣେ ୮ମାସର ଶିଶୁକୁ ମେଡ଼ିକାଲ ନେବା ବାଟରେ ଆମ୍ବୁଲାନ୍ସ ଖରାପ…

ପୁଣି ହସ୍ପିଟାଲ ବେଡରେ କମେଡି କିଙ୍ଗ ପପୁ ପମପମ! ଦୁଇ ସପ୍ତାହ ଦିନ ଧରି ଦିଲ୍ଲୀରେ ଚିକତ୍ସିତ ହେଉଥିବା ସୂଚନା

କନକ ବ୍ୟୁରୋ : ପୁଣି ହସ୍ପିଟାଲ ବେଡରେ ପପୁ ପମପମ । ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ ପୁଣିଥରେ ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦିଲ୍ଲୀର ଏକ ହସ୍ପିଟାଲରେ ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସିତ ହେଉଛନ୍ତି ପପୁ । ତେବେ କେଉଁ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି…

ଭାଙ୍ଗିଲା କେନାଲ ବୁଡିଲା ଧାନ ବିଲ : କେନ୍ଦୁଝର ବୈତରଣୀ ପାର୍ଶ୍ୱ କେନାଲରେ ଘାଇ ଯୋଗୁଁ ପାଣି ଘେରରେ ଆନନ୍ଦପୁରର ଶହ ଶହ…

କନକ ବ୍ୟୁରୋ : ଲଘୁଚାପ ବର୍ଷା ଓ ମୌସୁମି ବର୍ଷା ଚାଷୀଙ୍କ ପାଇଁ ଖୁସି ଆଣିଥିବା ବେଳେ ଚିନ୍ତା ବଢାଇଲା ବୈତରଣୀ ନଦୀରେ ନିର୍ମାଣ କରାଯାଉଥିବା କେନାଲ । ନିର୍ମାଣାଧୀନ କେନାଲରେ ଘାଇ ଯୋଗୁଁ ଆନନ୍ଦପୁର ବ୍ଲକର ୨ଟି ପଚାୟତର ଶହଶହ ଚାଷ ଜମି ଜଳମଗ୍ନ ହୋଇଛି । ମାଛ ପୋଖରୀରେ ବି ବୈତରଣୀ ପାଣି…

କଅଁଳ ଦେହରେ ଯନ୍ତ୍ରଣାର ବୋଝ : ଅଜଣା ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛି ୬ ମାସର ଶିଶୁ କନ୍ୟା

କନକ ବ୍ୟୁରୋ : କୁନି ଝିଅର ରୋଗ ଭଲ କରିବା ପାଇଁ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ଚିକିତ୍ସା ହୋଇ ନପାରି ମୃତ୍ୟୁ ସହ ସଂଘର୍ଷ କରୁଛି ଅଜଣା ରୋଗର ଶୀକାର ହୋଇଥିବା ୬ମାସର ଶିଶୁ କନ୍ୟା । କିଛି ବର୍ଷ ତଳେ ଏଭଳି ରୋଗରେ ବଡଝିଅର ମୃତ୍ୟୁ ପରିବାର ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ପୁଣି…

ଟଏଲେଟ୍ ପାଣିର ଦାମ୍ ୭୮ କୋଟି ଟଙ୍କା ! କାହିଁକି ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

ଆପଣଙ୍କୁ ତ ଜ୍ଞାତ ଥିବ ମିଥେନ୍ ଗ୍ୟାସର ବ୍ୟବହାର ଲୋକଙ୍କ ଫାଇଦା ପାଇଁ ହିଁ ହୋଇଥାଏ । ତେବେ ଏହି ମିଥେନ୍ ଗ୍ୟାସ୍ ମଧ୍ୟ ପଚାସଢା ତଥା ଅଳିଆଗଦା ଭଳି ଦୁର୍ଗନ୍ଧଯୁକ୍ତ ସ୍ଥାନରୁ ଆସିଥାଏ । ଏଭଳି ଆଉ ଏକ ବିବରଣୀ ରହିଛି ଯାହା ଆପଣ ପୂର୍ବରୁ କେବେ ଶୁଣିନଥିବେ । ଖବରଟି ହେଉଛି ଟଏଲେଟର…

ରୋଗୀ ମରିଗଲା ବୋଲି ଡାକ୍ତର କାଟିଦେଲେ ନିଜ ତଣ୍ଟି : ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ଚିକିତ୍ସା ବେଳେ ମହିଳାଙ୍କ ମୃତ୍ୟୁ ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଡାକ୍ତର । ଏଭଳି ଘଟଣା ଘଟିଛି ବରଗଡ଼ ବାନ୍ଦୁଟିକରା ଅଞ୍ଚଳରେ । ସୂଚନା ମୁତାବକ ଦାନ୍ତ ବିନ୍ଧାର ଚିକିତ୍ସା ପାଇଁ ବରଗଡ଼ ବନବାସପାଲି ଗାଁର ଲବଙ୍ଗ ସାହୁ ନାମକ ଜଣେ ମହିଳା ଡାକ୍ତର ସୁବୋଧ ସାହୁଙ୍କ କ୍ଲିନିକକୁ…