Daily Archives

August 28, 2018

ଫସଲ ବୀମା ଟଙ୍କା ପାଇଁ ଆନ୍ଦୋଳନ କରୁଥିବା ଚାଷୀଙ୍କ ମୃତ୍ୟୁ ପରେ ଉତ୍ତେଜନା : କ୍ଷତି ପୂରଣ ଦାବିରେ ମୃତଦେହ ରଖି ବରଗଡ…

କନକ ବ୍ୟୁରୋ : ବରଗଡରେ ଫସଲ ବୀମା ଟଙ୍କା ପାଇଁ ଆନ୍ଦୋଳନ କରୁଥିବା ଚାଷୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ପଲସଜା ସମବାୟ ସମିତି ସମ୍ମୁଖରେ ଫସଲ ବୀମା କ୍ଷତି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଚାଷୀ ଗୋବିନ୍ଦ ବିଶ୍ୱାଲଙ୍କ ମୃତ୍ୟୁ ପରେ ତାତି ଉଠିଛନ୍ତି…

ଲଘୁଚାପର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ : ପ୍ରଭାବରେ ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି

କନକ ବ୍ୟୁରୋ: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି । ତେଣୁ ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ।…

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଅଭିନେତାଙ୍କ ନାଗାସାଧୁ ବେଶ! କହିଲେ ଦେଖି ଅଭିନେତା ଜଣକ କିଏ ?

ୱେବ୍ ସିରିଜ୍ ସିକ୍ରେଟ୍ ଗେମ୍ସରେ ଅଭିନେତା ସେଫ୍ ଅଲ୍ଲି ଖାନଙ୍କ କାମ କରିବା ଅନ୍ଦାଜକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହି ଚରିତ୍ର ପାଇଁ ସୈଫ୍ ନିଜର ଲୁକ୍ ପରିବର୍ତ୍ତନ କରିଛନ୍ତି । ସେ ସରଦାର୍ ଚରିତ୍ରରେ ନଜର ଆସିଛନ୍ତି । ତେବେ ସୈଫ୍ ଏହି ରୋଲ୍ ପାଇଁ ଦାଢି ରଖିବା ସହ ଓଜନ ମଧ୍ୟ…

ପୁଅ ମରିସାରିଥିଲା, ହେଲେ ମାନୁନଥିଲା ମା’ ମନ ! ଜୀବିତ ଥିବା ଆଶାରେ ମୃତ ପୁଅର ଶବକୁ ଇନ୍ଦୋରରୁ ଉଜ୍ଜୟନୀ ଆଣିଲେ ମା’

ପୁଅ ମରି ସାରିଥିଲା କିନ୍ତୁ ଏକଥାକୁ ମାନିବାକୁ ନାରାଜ ଥଲା ମା’ । ବୁଝୁନଥିଲା ମା’ ମନ । ମୃତ ପୁଅର ଶବକୁ ଅଟୋରେ ଇନ୍ଦୋରରୁ ଉଜ୍ଜୟନୀ ଆଣିଥିଲେ ମହିଳା । ଉଜ୍ଜୟନୀର ରାମଘାଟ ପାଖରେ ଥିବା ସିଦ୍ଧ ଆଶ୍ରମ ପାଖରେ ଶବ ନେଇ ବସିରହିଲେ ମିହଳା । ମହାକାଳ ପୁଅକୁ ଜୀବିତ କରିଦେବେ ବୋଲି ଜିଦ୍ ଧରି…

ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ବାସି ଭାତ! ଫିଙ୍ଗିବା ପୂର୍ବରୁ ଜାଣି ରଖନ୍ତୁ ଏହାର ୫ଟି ଫାଇଦା

ପ୍ରତିଦିନ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ଏପରି କି ଅନେକ ଖାଦ୍ୟକୁ ଆମେ ନଖାଇ ପାରି ରଖି ତା’ପର ଦିନ ପାଇଁ ରଖି ଦେଇଥାଉ। ଯାହାକି ବାସି ହୋଇଯାଇଥାଏ। ତେବେ ଏହି ବାସି ଖାଦ୍ୟ ଖାଇବା ଉପଯୋଗୀ ନୁହେଁ ବୋଲି ଆମେ ବାରବୁଲା କୁକୁର, ଗାଈ ଆଦିଙ୍କୁ ଦେଇଥାଉ। କିନ୍ତୁ ଏହି ବାସି ଖାଦ୍ୟକୁ ବି ଖାଦ୍ୟ…

ପିତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ହାର୍ ମାନିନଥିଲେ ଏହି ଆଥଲେଟ୍ ! ସ୍ୱର୍ଣ୍ଣପଦକ ଜିତିବା ପରେ ଅଙ୍ଗେନିଭା…

ସଟ୍ ପୁଟ୍ ଆଥଲେଟ୍ ତଜିନ୍ଦର ପାଲ୍ ସିଂହ ତୁର ଶନିବାର ୧୮ ତମ ଏସୀୟ କ୍ରୀଡାରେ ଭାରତରୁ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗର୍ବାନ୍ୱିତ କରିଛନ୍ତି । ସମ୍ପୁର୍ଣ୍ଣ ଦେଶ ତାଙ୍କର ଏହି ସଫଳତାରେ ଖୁସି ଥିବା ବେଳେ ତାଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ତାଙ୍କ ପିତା ବହୁ ସମୟରୁ କ୍ୟାନ୍ସର ରୋଗରେ…